ମନୋରଞ୍ଜନ

ରିସେପ୍ସନ୍ ରେ ସୋମାଲିନ୍ ଙ୍କ ସ୍ଵାମୀ ଙ୍କ ସାମ୍ନାରେ ସୋମାଲିନ୍ ଙ୍କୁ ପ୍ରୋପଜ୍ ମାରିଲେ କିଏ ?

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୂକ ଓ ପର୍ଶନାଲିଟି କୁ ନେଇ ବେଶ ଚରଚ୍ଚ ରେ ରହିଛନ୍ତି । ଓଡିଆ ଜଗତରେ ଅନେକ ସେଲିବ୍ରେଟି ମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ବେଶ ଖୁସିରେ ଲିଗେ ବିତାଉଛନ୍ତି । ଆଉ କିଛି କଳାକାର ମାନେ ବିବାହରେ ବାନ୍ଧି ହେବାକୁ ଯାଉଛନ୍ତି ତ ଆଉ କିଛି କଳାକାର ମାନଙ୍କର ବିବାହ ଶେଷ ହୋଇ ସାରିଛି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ସୋମାଲିନ ପରିଡାଙ୍କ ରିପ୍ସେସନ ପାର୍ଟି ରେ ତାଙ୍କ ସ୍ଵାମୀ ନିଶିତଙ୍କ ଆଗରେ କିଏ ତାଙ୍କୁ ପ୍ରପୋଜ କରିଲେ ସେହି ବିଷୟରେ କହିବାକୁ ଯାଉଛୁ ।ଆପଣ ମାନେ ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ସୋମାଲିନ ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଦମାଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ଦେଇଛନ୍ତି ।

ତେବେ ସୋମାଲିନଙ୍କ ବିବାହ ନିଶିତଙ୍କ ବିଧି ବିଧାନ ଅନୁସାରେ ସମ୍ପନ୍ନ ହୋଇଛି । ସୋମାଲିନ ଓ ନିଶିତ ପରସ୍ପରକୁ ଦୀର୍ଘ ଦିନ ହେବ ପ୍ରେମ କରିବା ପରେ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦୁହେଁ ନିଜର ମ୍ୟାରେଜ ଖୁବ ମଜାମସ୍ତି କରିବା ସହ ଉପୋଭୋଗ ମଧ୍ୟ କରିଛନ୍ତି । ତେବେ ଦୁହିଙ୍କ ରିପ୍ସେସନ ପାର୍ଟି ରେ ସୋମାଲିନ ଙ୍କୁ ଜଣେ ବ୍ୟକ୍ତି ଗୋଲାପ ଫୁଲ ଦେଇ ପ୍ରପୋଜ କରିବାର ନଜର ଆସିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ସେହି ସମୟରେ ସୋମାଲିନଙ୍କ ପାଖରେ ତାଙ୍କ ସ୍ଵାମୀ ନିଶିତ ମଧ୍ୟ ଉପସ୍ଥିତି ଥିଲେ ।

ଏହି ମୂହୁର୍ତ୍ତ ର ସୋମାଲିନ ଓ ନିଶିତ ଖୁବ ମଜାର ସହ ଉପୋଭୋଗ କରିଆବର ଏହି ଭିଡିଓ ରେ ନଜର ଆସୁଛନ୍ତି । ଏମିତି କି ସୋମାଲିନ ଙ୍କୁ ପ୍ରପୋଜ କରିବା ପରେ ନିଶିତ ଙ୍କ ସହ ହାତ ମିଶାଉଛନ୍ତି ସେହି ଅଜଣା ବ୍ୟକ୍ତି ଜଣକ । ବହୁତ ଧୂମଧାମରେ ସୋମାଲିନ ଓ ନିଶିତଙ୍କ ମ୍ୟାରେଜ ପାର୍ଟି ସେଲିବ୍ରେସନ ହୋଇଛନ୍ତି । ଏହି ପାର୍ଟିରେ ତାଙ୍କର ସମ୍ପର୍କୀୟ ମାନଙ୍କ ବ୍ଯତୀତ କିଛି ଓଡିଆ କଳାକାର ମାନେ ମଧ୍ୟ ଯୋଗ ଦେଇଥିଲେ ।

ନିଜର ମ୍ୟାରେଜ ପାର୍ଟିରେ ସୋମାଲିନ ଏତେ ସୁନ୍ଦର ମେକପ ନେଇଛନ୍ତି ଯାହା ପାଇଁ ସେ ବହୁତ ଗରଜେସ ଲାଗୁଛନ୍ତି । ଏମିତି କି ନିଶିଷ୍ଟ ମଧ୍ୟ କିଛି କମ ହ୍ୟାଣ୍ଡସମ ଲାଗୁ ନାହାନ୍ତି । ସୋମାଲିନ ପିନ୍ଧିଥିବା ଶାଢୀ ତାଙ୍କ ପର୍ସନାଲିଟି କୁ ବେଶ ସୁଟ କରୁଛି । ଦୁହେଁ ବହୁତ ଭଲ ପୋଜ ଦେଇ ଫୋଟୋ ଉଠାଇବାର ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button