ଜ୍ୟୋତିଷ

ଆଜିଠାରୁ ଦୀପାବଳି ପର୍ଯ୍ୟନ୍ତ ସବୁ ଦିନ କରନ୍ତୁ ଏହି 6 ଟି ଉପାୟ ବଦଳିଯିବ ଭାଗ୍ୟ

କୁମାର ପୂର୍ଣ୍ଣିମା ପରେ ସବୁ ଲୋକମାନେ ଏବେ ଦୀପାବଳି କୁ ଅପେକ୍ଷା କରି ଥାନ୍ତି ଯାହା ଏବେ ଆସିବା ପାଇଁ ଯାଉଛି । ତେଣୁ ଏହି ଶୁଭ ସମୟରେ ଲୋକମାନେ ଦୀପ ଜାଲି ମା ଙ୍କୁ ଆରାଧନା କରି ତାଙ୍କୁ ଆମନ୍ତ୍ରଣ କରି ଥାନ୍ତି ଏହା ସହ ସେମାନେ ନୂଆ ବସ୍ତ୍ର ପିନ୍ଧି ନିଜ ପିତୃ ପୁରୁଷଙ୍କ ପାଇଁ ମଧ୍ୟ ବଡବଡିଆ ଡାକି ଥାନ୍ତି । କିଛି ଲୋକ ମାନେ ଏହି ଦିନ ନୂଆ ଦ୍ରବ୍ଯ ଘରକୁ ଆଣିବା ପାଇଁ ପସନ୍ଦ କରି ଥାନ୍ତି । ଏହା ଆମର ପୁରୁଣା ପରମ୍ପରା ଅଟେ ।

କାହାକୁ ଉପହାର ଦେବା କିମ୍ବା କାହା ଠାରୁ ଉପହାର ଆଣିବା ଭଳି କାମ କରିବବା ଆମ ସଂସ୍କୃତି ରେ ହିଁ ଅଛି । ଆପଣ ମାନେ ଜାଣି ଥିବେ କି ଏବେ କିଛି ଭି ପର୍ବ ପାଳନ ପାଇଁ ରୋକ ଅଛି କାରୋନା ପାଇଁ ତଥାପି ଏହାକୁ ଆମେ ଧୀରେ ଭାବେ ନିଜ ଘରେ ପାଳନ କରି ପାରିବା । ଆଜି ଆମେ କହିବା ପାଇଁ ଯିବା କି ଆମେ ଏହି ଦିନ ମା ଲକ୍ଷ୍ମୀ ଙ୍କୁ ନିଜ ଘରକୁ ଆଣିବା ଅନେକ ଚେଷ୍ଟା କୃ ଥାଉ ସବୁ ଜାଗାକୁ ସଫା କରି ସେଠାରେ ରଙ୍ଗୋଲି କରି ଥାଉ ଏହା ସହ ଆମେ ସବୁ ଜାଗାରେ ଦୀପ ମଧ୍ୟ ଲଗାଇ ଥାଉ ।

ତାକି ଅମାବାସ୍ୟାର ଅନ୍ଧାର ଏହାକୁ ଢାଙ୍କି ପାରିବ ନି । ଆଜି ଆମେ କହିବା କି ଆମେ ଏହାକୁ ଆଉ ଏକ କାରଣ ପାଇଁ ମଧ୍ୟ କରି ଥାଉ ଏହା ହେଉଛି କି ଆମେ ଏହାକୁ ଭଗବାନ ରାମଙ୍କ ଆଗମନ ର ଶୁଭ ଅବସର ପାଇଁ ମଧ୍ୟ ଖୁଶି ହୋଇ ଥାଉ କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବ ଅପାଇନ ଯାଉହଛୁ ଯାହାକୁ ଆପଣ କରିବା ଦ୍ଵାରା ଆପଣଙ୍କ ଘରକୁ ମା ଲକ୍ଷ୍ମୀ ନିଜ ଇଚ୍ଛା ରେ ଆସିବେ । ଓ ଏହା ସହ ଆପଣ ମଧ୍ୟ ଖୁବ ଭଲ ରେ ରହିବେ । ଆସନ୍ତୁ ଜାଣିବା ଏହି ଉପାୟ ମାନ କଣ କଣ । ଦୀପାବଳି ରେ ଘର ମୁଖରେ ଦୀପ ଲଗାନ୍ତୁ ।

ଯଦି ଆପଣ ମା ଙ୍କୁ ନିଜ ଘରକୁ ଆଣିବା ପାଇଁ ଚେଷ୍ଟା କରୁ ଛନ୍ତି ତେବେ ଆପଣ ଦୀପ ଲଗାନ୍ତୁ ସବୁ ଦିନ ସଂଧ୍ୟାରେ । ଆପଣ ମାନେ ସବୁ ଦିନ ଗଙ୍ଗାଜଳ ନେଇ ସେଠାରେ ଛିଞ୍ଚି ଦିଅନ୍ତୁ । କୁହାଯାଏ କି ଆମେ ଗଙ୍ଗାଜଳ କୁ ଛିଞ୍ଚିବା ଦ୍ଵାରା ଆମ ଘର ର ଖରାପ ଊର୍ଜା ଚାଲି ଯାଇ ଥାଏ ତେଣୁ ଆମେ ଏହାକୁ ପ୍ରତେକ ଦିନ କରିବା ଅଭଲ । ଏହା ଅସହ ଆପଣ ଶିବ ଲିଙ୍ଗା ଆଗରେ ସବୁ ଦିନ ଦୀପ ଜାଲନ୍ତୁ କୁହାଯାଏ କି ଏହା କରିବା ଦ୍ଵାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇ ଥାଏ । ଘର ଆଗରେ ରଙ୍ଗୋଲି କରନ୍ତୁ । ମା ଲକ୍ଷ୍ମୀ ଙ୍କ ପାଦ ଚିହ୍ନ କରିବେ । ଏହା ଅସହ ଘର କୁ ସୁଗନ୍ଧିତ କରି ରଖନ୍ତୁ । ଆପଣ ପ୍ରଥମେ ସଫା କରି ଦିଅନ୍ତୁ ନିଜ ଘରକୁ ଅସନା ଘରକୁ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇ ନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button