ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 172 ବର୍ଷ ପରେ ଆଜି “ପଦ୍ମିନୀ ଏକାଦଶୀ” ଏହି 7ଟି ରାଶି ହେବାକୁ ଯାଉଛନ୍ତି ମାଲାମାଲ

ବନ୍ଧୁଗଣ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆସନ୍ତା କାଲି ପଦ୍ମିନୀ ଏକାଦଶୀ ପଡୁଅଛି । ଏହି ଦିନ ବନୁଛି ଦିବ୍ୟ ସଂଯୋଗ, ମହାଲକ୍ଷ୍ମୀ ଯୋଗ, ଗୁରୁ ପୁଷ୍ୟାଯୋଗ, ଅମୃତସିଦ୍ଧି ଯୋଗ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ 12ଟି ରାଶି ମଧ୍ୟରୁ କିଛି ରାଶିଙ୍କୁ ମିଳିବାକୁ ଯାଉଛି ଅପାର ଖୁସି ଆସନ୍ତା କାଲି ଠାରୁ । ଏକାଦଶୀ ତିଥି ଦିନ ନିର୍ଜଳ ବ୍ରତ ରଖାଯାଏ । ଏହି ଦିନ ଭଗବାନ ବିଶୁଣୁଙ୍କର ବିଧି ବିଧାନ ଅନୁଯାୟୀ ପୂଜା କରିଲେ ସଫଳତା ମିଳିଥାଏ ।
ଅଧିକ ମାସରେ ପଡୁଥିବା ଏକାଦଶିକୁ ପଦ୍ମିନୀ ଏକାଦଶୀ ବା ପୁରୁଷୋତ୍ତମ ଏକାଦଶୀ ନାମରେ ଜଣା ଯାଇଥାଏ । ଏବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ । ମକର ରାଶି : ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଆପଣଙ୍କ ଉପରେ ଅଧିକ ମେହରବାନ ହୋଇଛନ୍ତି । ଆପଣଙ୍କ ଜୀବନରୁ ଦୁଃଖ କଷ୍ଟର ଅନ୍ତ ହେବାକୁ ଯାଉଛି । ଯେଉଁ ବି କାର୍ଯ୍ୟ କରିବେ ସେଥିରେ ସଫଳତା ପ୍ରାପ୍ତ କରିବେ । ଯଦି ଆପଣ କାହାକୁ ଟଙ୍କା ଉଧାର ଦେଇଛନ୍ତି ତାହା ଫେରି ପାଇବାର ସମ୍ଭାବନା ଅଛି ।
ମେଷ ରାଶି : ଭଗବାନ ଲକ୍ଷ୍ମୀ ନାରାୟଣ ଙ୍କ କୃପାରୁ ଆପଣଙ୍କୁ ଏବେ ଲାଭଦାୟକ ସମୟ ଦେଖିବାକୁ ମିଳିବ । ଏହି ସମୟରେ ଲାଭଦାୟକ ସ୍ଥିତି ହେଲେ ଧନ ଲାଭର ଯୋଗ ଅଛି । ଭବିଷ୍ୟତ ପାଇଁ ଯେଉଁ ଯୋଜନା କରିଛନ୍ତି ତାହା ସଫଳ ହେବ ଓ ତାହା ଉପରେ କାର୍ଯ୍ୟ କରିବାର ସମୟ ଆସିଯାଇଛି ।
କନ୍ୟା ରାଶି : ପଦ୍ମିନୀ ଏକାଦଶୀ ଠାରୁ ଆପଣଙ୍କ ଜୀବନରେ ଖୁସିର ସମୟ ଆସୁଛି । ଲାଭଦାୟକ ସମୟ ସିଦ୍ଧ ହେବ । ପରିବାରରେ ସୁଖ ଶାନ୍ତି ଆସିବ । ସନ୍ତାନଙ୍କ ଠାରୁ ଖୁସି ଖବର ଶୁଣି ମନ ପ୍ରସନ୍ନ ହେବ । ଅଚାନକ ଧନ ଲାଭ ହେବ ।
ମୀନ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଅଧିକ ମେହରବାନ ଅଛନ୍ତି । ଯେଉଁ ବି କାମ ଆରାମ୍ଭ କରିବେ ସେଥିରେ ସଫଳ ହେବେ । ଦାମ୍ପତ୍ୟ ଜୀବନ ମଧୁମୟ ରହିବ । ଛାତ୍ରଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ପ୍ରଗତି ହେବ ।
କୁମ୍ଭ ରାଶି : ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ପାଇଁ ଶୁଭ ମହାସଂଯୋଗର ନିର୍ମାଣ ହେଉଛି । ବିଚାରରେ ଏକାଗ୍ରତା ଓ ଶାନ୍ତି ରହିବ । ସଫଳତାର ନୂଆ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ ।
ତୁଳା ରାଶି : ସବୁ କରଜ ରୁ ମୁକ୍ତି ପାଇବାରେ ସଫଳ ହେବେ । ଆପଣଙ୍କ ଦ୍ଵାରା କରାଯାଇଥିବା ଚେଷ୍ଟା ସଫଳ ହେବେ । ସମାଜରେ ମାନ ସମାନ ବଢିବ । ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟବସାୟରେ ନୂଆ ରାସ୍ତା ବାହାରିବ । ଚାକିରିରେ ପଦୋନ୍ନତି ହେବ ।
ବୃଷ ରାଶି : ସମାଜରେ ପ୍ରତିଷ୍ଠାରେ ବୃଦ୍ଧି ହେବ । ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ କୃପାରୁ ପରିବାରରେ ନୂଆ ଜିନିଷର ଆଗମନ ହୋଇପାରେ । କିଛି ଅଧିକାରୀଙ୍କର ସହଯୋଗ ମିଳିବ । ସମାଜରେ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । ବଡ ବଡ ଫାଇଦା ଦେଖାଯିବ ।