ଜ୍ୟୋତିଷ

ବିଛା ରାଶିର ମହିଳା ମାନଙ୍କ ବିଷୟରେ ଏକ ବଡ ରାଜ, ଏକା ଦେଖନ୍ତୁ

ଆମେ ଆପଣ ମାନଙ୍କୁ ସବୁ ବେଳେ ବିଛା ରଶିର ମହିଳା ମାନଙ୍କ ବିଷୟରେ କହିଛୁ ଆଗରୁ ଆଜି କିନ୍ତୁ ଆମେ କହିବ ଅପାଇନ ଯାଉଛୁ କି ତାଙ୍କ ପାଖରେ ଏହି ଭଳି କଣ ଥାଏ ଯାହା କୁ ଆପଣ ଦେଖିଲେ ପାଗଳ ହୋଇଯିବେ । ଯେଉଁ ମାନେ ଜାଣି ନାହାଁନ୍ତି ଆସନ୍ତୁ ଜାଣିବା ଏହି ଲୁଚିଥିବା ଗୁଣ ବିଷୟରେ । ଏହି ରାଶିର ମହିଳା ମାନ ଏବହୁତ ମାଧହୁର କଥା କୁହନ୍ତି ଏମାନଙ୍କ କଥାରେ ଏକ ଏଭଳି ଜାଲ ଥାଏ ସେଥିରେ ଭଲ ଭଲ ଲୋକମାନେ ଫଶୀ ଯାଇ ଥାନ୍ତି ।

ଯଦି ଦେଖିବା ପାଇଁ ଜୀବା ତ ଆମେ ଜାଣି ପାରିବା କି ଏହି ରାଶିର ମହିଳା ମାନଙ୍କ ସୁନ୍ଦରତା ଆଡକୁ ଲୋକମାନେ ଆକର୍ଷଣ ହେବା ସହ ଏମାନେ ଏମାନଙ୍କ କଥା ଆଡକୁ ମଧ୍ୟ ଆକର୍ଷିତ ହୋଇ ଥାନ୍ତି ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହି ରାଶିର ମହିଳା ମାନଙ୍କ କଥା କହିବାର ପ୍ରଣାଳୀ କିଛି ଅଲଗା ଥାଏ ଅନ୍ୟ ମାନଙ୍କ ଅପେକ୍ଷା । ଏମାନଙ୍କ ପାଇଁ କାହାକୁ ନିଜ ପ୍ରେମରେ ପକାଇବା କିଛି ନୂଆ କଥା ନୁହେଁ । ଏମାନେ ନିଜ ପାଇଁ ଯାହା କିଛି ଭି ନିଷ୍ପତ୍ତି ନେଇ ଥାନ୍ତି କିନ୍ତୁ ଏମାନେ ଏହା ପାଇଁ ଏମାନେ କାହାର ମତ ନେବା ପସନ୍ଦ କରନ୍ତି ନି । କହିବା ପାଇଁ ଗଲେ ଏମାନେ ଅନେକ ସମୟରେ ବହୁତ ଜିଦିଆ ହୋଇ ଥାନ୍ତି ।

ଏମାନେ ଅନେକ ବେଳ ଯାଏ ନିଜ କୁ ଚୁପ କରି ରହି ପାରନ୍ତି ନି । ଏମାନେ ନିଜ ଭଲ ପାଇବା ପାଇଁ କିଛି ଭି କରି ଯାନ୍ତି ଥରେ ଏମାନଙ୍କୁ କେହି ପସନ୍ଦ ଆସି ଯାଇଥାଏ ତ ଏମାନେ ତାକୁ ହିନ ବିବାହ କରିବା ପାଇଁ ଜିଦି କରନ୍ତି ଓ ଏମାନଙ୍କ ଜିଦି ପୂରଣ ନିଯେ ହିଁ ସେମାନେ କରିଥାନ୍ତି । ଏମାନେ ନିଜ ର ଅଧିକ ସାଙ୍ଗ ନଥାନ୍ତି । ଏମାନେ ନିଜ ସାଙ୍ଗ ମାନଙ୍କ ସହ ଭଲ ସମ୍ପର୍କ ରଖିବା ପରେ ମଧ୍ୟ ଏମାନେ ସବୁ ବେଳେ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ ନିଜ ଜୀବନ ସାଥି ସହ ଖୁବ ବହଳରେ ରୁହନ୍ତି କିନ୍ତୁ ଏମାନେ ନିଜ ସାସୁ ଶଶୁର ଙ୍କ ଅପେକ୍ଷା ନିଜ ପରିବାର ଲୋକଙ୍କୁ ଅଧିକ ଭଲ ପାଇ ଥାନ୍ତି ।

ଯଦି ଏମାଙ୍କୁ କେବେ ଲାଗେ କି ଏମାନେ ଅଧିକ ଭଲ ପାଇବା ନିଜ ଶାଶୁ ଘରୁ ପାଉ ଛନ୍ତି ତେବେ ଏମାନେ ତାଙ୍କୁ ମଧ୍ୟ ଭଲ ପାଇବା ଦେଇ ଥାନ୍ତି । ଏହି ରାଶିର ମହିଳା ମାନେ କେତେବେଳେ କେମିତି ଏମିତି କିଛି କାମ କରନ୍ତି ଯାହା ପାଇଁ ଏମାନଙ୍କୁ ଶ୍ଵାର୍ଥୀ ବୋଲି କୁହାଯାଏ । ଏମାନେ ଯେଉଁ ଜାଗାରେ ଦେଖନ୍ତି କି ଏମାନଙ୍କୁ ଏହା ପସନ୍ଦ ଆସିଛି ଓ ଏମାନେ ଏହା କରିବେ ଯାହା ଦ୍ଵାରା କିଛି ଫାଇଦା ମିଳିବ ଏମାନେ ତାକୁ ହିଁ କରନ୍ତି । ସ୍ଵାର୍ଥୀ ହେବ ଅଭଲ ବେଳେ ବେଳେ ଅଧିକ ସ୍ଵାର୍ଥୀ ହୋଇ ଯାଇଥାନ୍ତି । ଏମାନେ ଚାକିରି କରନ୍ତି ତେବେ ଏମାନେ ଉଭୟ ଘର ଓ ପରିବାର ସହ ଭଲ ତାରତମ୍ୟ ରଖୀ ଥାନ୍ତି ଖୁବ କମ ଦିନରେ ଏମାନେ ବହୁତ ଭଲ ପୋସ୍ଟ କୁ ପାଇଥାନ୍ତି । ଏମାନେ ନିଜ ଆଖ ପାଖର ସବୁ ଲୋକଙ୍କ ସାହାଜ୍ଯ ନିଶ୍ଚୟ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button