ଜ୍ୟୋତିଷ

କାନ୍ଦିବାର ଦିନ ହେଲା ଶେଷ, ଆଜି ରାତିରୁ ଏହି ରାଶିର ସବୁ ଦୁଃଖ କଷ୍ଟ ଦୂର କରିବେ ବଜରଙ୍ଗବଲି

ଆମେ ଯେବେଭି ବିପଦରେ ରହିଚେ ଭଗବାନ ଆମ ହାତ ଧରି ଆମକୁ ଦୁନିଆର ଖରାପ ପ୍ରଭାବ ଆଡୁ ବଞ୍ଚାଇ ନେଇ ଥାନ୍ତି । ଦେଖିବା ପାଇଁ ଗଲେ କୁହା ଯାଏ କି ସବୁ ବ୍ୟକ୍ତିଙ୍କ ନିଜ ଇଷ୍ଟ ଦେବା ଥାନ୍ତି କିନ୍ତୁ ଏହା ସତ୍ୟ ମଧ୍ୟ କି ଆମେ ଯେଉଁ ମାନେ ଭଗବାନ ହନୁମାନ ଜି ଙ୍କ ଆରାଧନା କରନ୍ତି ସେମାନେ ଜୀବନରେ ଅଧିକ ଦିନ ଦୁଃଖ ରେ କଟାନ୍ତି ନାହିଁ । ଆମେ ଯଦି ଦେଖିବା ପାଇଁ ଯିବା ତ କିଛି ରାଶି ମାନେ ଏବେ ଖୁଶି ହେବାର ସମୟ ଆସି ଯାଇଛି କାରଣ ସେମାନଙ୍କ ଉପରେ ଭଗବାନ ହନୁମାନ ଜି ଙ୍କ କୃପା ହେବା ପାଇଁ ଯାଉଛି ।

ଆପଣ ଜାଣି ଥିବେ କି ଯେଉଁ ମାନେ ଭାଗ୍ଯବାନ ହେବା ପାଇଁ ଯାଉଛନ୍ତି ସେମାନେ ଏବେ ଖୁବ ଖୁଶି ପାଇବା ପାଇଁ ଯାଉଛନ୍ତି । ଏହି ରାଶି ମାନଙ୍କ ମଧ୍ୟରେ ପ୍ରଥମ ରାଶି ହେଉଛି ମେଷ ରାଶି – ଏହି ରାଶିର ଲୋକମାନେ ଏବେ ଖୁବ ଭଲ ପରିଣାମ ପାଇବେ । ଆପଣ ଯଦି କିଛି ଧାର ଉଧାର କରିଥିବେ ତେବେ ନିଶ୍ଚିତ ଭାବେ ଆପଣ ଏହାକୁ ସୁଝି ନେବେ । କିଛି ପୁରୁଣା କର୍ମ ପାଈଁ ଆପଣ ଯଦି ଲାଜ୍ୟା ଅନୁଭବ କରୁଥିବେ ଏହି ସମୟରେ ଆପଣ ଏହାକୁ ଏବେ ଶେଷ କରି ନେବେ । ଯେଉଁ ମାନେ କିଛି କାମ ଖୋଜୁ ଥିବେ ମନ ପସନ୍ଦର ସେମାନେ ଏବେ ଭଲ ପରିଣାମ ପାଇବେ । ଯେଉଁ ମାନେ ନିଜ ପରିବାର ର ଲୋକଙ୍କ ପାଇଁ ଚିନ୍ତା ରେ ଥିବେ ତେବେ ଏମାନେ ନିଶ୍ଚିତ ଏହି ସମୟ ରେ ଏହି ସମସ୍ଯା ରୁ ମୁକ୍ତ ହୋଇଯିବେ ।

ମିଥୁନ ରାଶି – ଏହି ରାଶିର ଲୋକମାନେ ଶୁଭ ପରିଣାମ ପାଇବା ପାଇଁ ଜାଉଛନ୍ତି । ଆପଣ ଏବେ ଯାହା ଭି କରିବେ ସବୁ କାମ ରେ ସଫଳ ନିଶ୍ଚିତ ଭାବେ ହେବେ । ଯେଉଁ ମାନେ ବିବାହ କରିବା ପାଇଆନ ଯାଉଛନ୍ତି ସେମାନେ ଏବେ ଭଲ ଜୀବନ ସାଥି ପାଇବେ । ଏହି ସମୟରେ ଆପଣ ନିଜ ବାପା ମା ଙ୍କ ସମର୍ଥନ ପାଇବେ । ଯେଉଁ ମାନେ ବ୍ୟବଶାୟ ରେ ଭଲ ପରିଣାମ ପାଇବେ ।

ତୁଳା ରାଶି – ଏହି ରାଶିର ଲୋକମାନେ ଯେଉଁ କାମ ରେ ଭି ହାତ ଦେବେ ନିଶ୍ଚିତ ଭାବେ ସଫଳ ହେବେ । ଯେଉଁ ମାନେ ସନ୍ତାନ ପାଇଁ ଆଶାବାଦି ହେବେ ସେମାନେ ଏହି ସମୟରେ ସନ୍ତାନ ଲାଭ କରିବେ । ଜାନ ବାହାନ କିଣିବାର ଶୁଭ ପରିଣାମ ମଧ୍ୟ ମିଳିବ ।

କୁମ୍ଭ ରାଶି – ଏହି ରାଶିର ଲୋକମାନେ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ଭଲ ପରିଣାମ ପାଇବେ । ଯେଉଁ ମାନେ କିଛି କାମ ଅଫାର ପାଇବେ । ଯେଉଁ ମାନେ ପୁରୁଣା ବନ୍ଧୁ ମାନଙ୍କୁ ଖୋଜୁ ଥିବେ ସେମାନେ ଏବେ ପୁରୁଣା ବନ୍ଧୁ ମଧ୍ୟ ପାଇବେ । ଆପଣ ଯଦି ବ୍ୟବଶାୟ କୁ ବଢାଇବା ପାଇଁ ଚାହୁଁ ଛନ୍ତି ତେବେ ଏହା ଉତ୍ତମ ସମୟ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button