ଜ୍ୟୋତିଷ

24 ଜାନୁୟାରୀ 2024 ରାଶିଫଳ – ଆଜିଠୁ ବଦଳିବାକୁ ଜାଉଛି ଏହି ସବୁ ରାଶିଙ୍କ ଭାଗ୍ୟ – Kalinga News

[ad_1]

ମେଷ ରାଶି- ଆଜି ଆପଣଙ୍କ ଦିନ ଖୁସିରେ କଟିବ । କାରୋବାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ, ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ, କେଉଁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳାଫଳ ମିଳିବାର ଯୋଗ ହେଉଛି, ଦାମ୍ପତ୍ୟ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହେବ, ଘର ପରିବାରରେ ସୁଖଶାନ୍ତିର ମାହୋଲ୍ ରହିବ, ସ୍ୱାସ୍ଥ୍ୟର ଦୃଷ୍ଟିରୁ ଦିନ ଠିକ୍ ରହିବ, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ, ବଡ ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିବ, ଯଦି ଆପଣ କିଛି ନୁଆ ନିବେଶ କରିବାକୁ ଚାହୁଁଛନ୍ତି ତେବେ ତାହାପାଇଁ ଦିନ ଭଲ ନଜର ଆସୁଛି, ଖାଦ୍ୟପେୟରେ ରୁଚି ବଢିବ, ପରିବାର ଲୋକଙ୍କ ସହ ମନପସନ୍ଦର ଭୋଜନର ଆନନ୍ଦ ନେଇପାରନ୍ତି ।

ବୃଷ ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ରହିବ, କସ୍ମେଟିକ୍ କାରୋବାର କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ, ଆପଣଙ୍କ ସାକ୍ଷାତ କେଉଁ ବିଶେଷ ବ୍ୟକ୍ତିଙ୍କ ସହ ହୋଇପାରେ,  ଯାହା ଆଗକୁ ଯାଇକରି ଭଲ ଫାଇଦା ଦେବ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତାଙ୍କୁ ଭଲ ଚାକିରିଟିଏ ମିଳିବ, ସରକାରୀ ବିଭାଗରେ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ମନ ମୁତାବିକ ଯାଗାକୁ ଟ୍ରାନ୍ସଫର୍ କରାଯାଇପାରେ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଲିବ, ଆପଣ ନିଜ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ, ଆପଣଙ୍କ ଅଧୁରା ଇଚ୍ଛା ପୁରା ହେବ ।

ମିଥୁନ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ, ବେପାରରେ ନିବେଶ କରିବା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଅଛି, ଆଜି ପଇସା ଉଧାର ଲେଣ ଦେଣ କରନ୍ତୁ ନାହିଁ ନହେଲେ କ୍ଷତି ହୋଇପାରେ, ଦାମ୍ପତ୍ୟ ଜୀବନରେ କେଉଁ କଥାକୁ ନେଇ ଅସୁବିଧା ଦେଖାଦେଇପାରେ, ଯାହାକୁ ନେଇ ଆପଣଙ୍କ ମନ ଚିନ୍ତିତ ରହିବ ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ ରଖିବାର ଜରୁରୀ ଅଛି । କେଉଁ ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ, ମୌସୁମର ପରିବର୍ତ୍ତନ ହେବା କାରଣରୁ ସ୍ୱାସ୍ଥ୍ୟ ସଂବନ୍ଧୀ ଅସୁବିଧା ଦେଖାଦେଇପାରେ, ଅଧିକା ମସଲାଦାର୍ ଜିନିଷ ସେବନ କରନ୍ତୁ ନାହିଁ,  ନହେଲେ ପେଟ ସହ ଯୋଡି ହୋଇଥିବା ଅସୁବିଧା ଦେଖାଦେଇପାରେ,

କର୍କଟ ରାଶି- ଆଜି ଏହି ରାଶିର ବ୍ୟକ୍ତିଙ୍କୁ ରାଜଯୋଗରୁ ଲାଭ ମିଳିବ, ଆପଣ ଯେଉଁ ବି କ୍ଷେତ୍ରରେ ପ୍ରୟାସ କରିବେ ସେଥିରୁ ସଫଳତା ହାସିଲ୍ କରିପାରିବେ, ଆପଣଙ୍କ ଅଧୁରା ମନୋକାମନା ପୁରା ହେବ, ଏହି ଯୋଗରୁ ଆପଣଙ୍କ ଧନର ପ୍ରାପ୍ତି ହେବ । ଆପଣ ସବୁ କାମ ପୁରା କରିବେ, ଭଲ ଚାକିରି ମିଳିପାରିବ, ପ୍ରୋଫେସନାଲ୍ ଲାଇଫ୍ ରେ ଭଲ ସଫଲତା ହାସିଲ୍ ହେବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ , ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ପ୍ରୟାସ କରିବେ ।

ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ । ଧନ ସହ ଯୋଡି ହୋଇଥିବା ଅସୁବିଧାରୁ ମୁକ୍ତି ମିଳିବ । ଆପଣ ନିଜ ଘରର ଆର୍ଥିକ ସ୍ଥିତି ମଜବୁତ୍ ବନାଇବାରେ ଗୁରୁତ୍ୱ ପୁର୍ଣ୍ଣ ଭୁମିକା ନିଭାଇବେ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିବେ , ଯାହା ଆଗକୁ ଯାଇକରି ଭଲ ଫାଇଦା ମିଳିପାରିବ । ଭାଗ୍ୟର ସହ କାମ କରିବେ , ବିଦେଶରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନ ଫାଇଦାଦାୟକ ହେବ , ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ , ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ , ଯଦି ଆପଣ କାହାକୁ ପଇସା ଉଧାର ଦେଇଛନ୍ତି ତେବେ ଫେରିପାରିବେ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହେବ , ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ , କେଉଁ ବି ପ୍ରତିଯୋଗିତା ପରୀକ୍ଷାରେ ମନ ମୁତାବିକ ରେଜଲ୍ଟ ମିଳିବ, ଯାହାଦ୍ୱାରା ଆପଣଙ୍କ ମନ ହର୍ଷିତ ହେବ , ଆପଣ ନିଜ ଭବିଷ୍ୟକୁ ଆର୍ଥିକ ରୁପରେ ମଜବୁତ୍ ବନାଇବାରେ ସଫଳ ହେବେ ।

କନ୍ୟା ରାଶି- ଆଜି ଆପଣଙ୍କ ଦିନ ବହୁତ ହିଁ ଖାସ୍ ନଜର ଆସୁଛି । ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ଦିନ ଉତ୍ତମ ରହିବ, କାରଣ ତାଙ୍କୁ କିଛି ଅନ୍ୟ ଲୋକଙ୍କ ସହ ମିଶିବାର ମଉକା ମିଳିବ। ଆପଣ କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ଦେଖିବାର ଲାଭ ହେବ , ଏଥିରେ ଆପଣଙ୍କୁ ପଦୋନ୍ନତି ମିଳିପାରିବ, ଆମଦାନୀ ବଢାଇବାର କିଛି ଭଲ ସ୍ରୋତ ମିଳିପାରିବ, ଯାହାଦ୍ୱାରା ଆପଣ ନିଜ ଆର୍ଥିକ ସ୍ଥିତିକୁ ମଜବୁତ୍ ବନାଇପାରିବେ । ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଦେବାକୁ ହେବ, କେଉଁ ବି ପ୍ରତିଯୋଗିତା ପରିକ୍ଷାରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିପାରେ ।

ମେଷ ରାଶି- ଆଜି ଆପଣଙ୍କ ଦିନ ଖୁସିରେ କଟିବ । କାରୋବାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ, ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ, କେଉଁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳାଫଳ ମିଳିବାର ଯୋଗ ହେଉଛି, ଦାମ୍ପତ୍ୟ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହେବ, ଘର ପରିବାରରେ ସୁଖଶାନ୍ତିର ମାହୋଲ୍ ରହିବ, ସ୍ୱାସ୍ଥ୍ୟର ଦୃଷ୍ଟିରୁ ଦିନ ଠିକ୍ ରହିବ, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ, ବଡ ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିବ, ଯଦି ଆପଣ କିଛି ନୁଆ ନିବେଶ କରିବାକୁ ଚାହୁଁଛନ୍ତି ତେବେ ତାହାପାଇଁ ଦିନ ଭଲ ନଜର ଆସୁଛି, ଖାଦ୍ୟପେୟରେ ରୁଚି ବଢିବ, ପରିବାର ଲୋକଙ୍କ ସହ ମନପସନ୍ଦର ଭୋଜନର ଆନନ୍ଦ ନେଇପାରନ୍ତି ।

ବୃଷ ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ରହିବ, କସ୍ମେଟିକ୍ କାରୋବାର କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ, ଆପଣଙ୍କ ସାକ୍ଷାତ କେଉଁ ବିଶେଷ ବ୍ୟକ୍ତିଙ୍କ ସହ ହୋଇପାରେ,  ଯାହା ଆଗକୁ ଯାଇକରି ଭଲ ଫାଇଦା ଦେବ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତାଙ୍କୁ ଭଲ ଚାକିରିଟିଏ ମିଳିବ, ସରକାରୀ ବିଭାଗରେ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ମନ ମୁତାବିକ ଯାଗାକୁ ଟ୍ରାନ୍ସଫର୍ କରାଯାଇପାରେ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଲିବ, ଆପଣ ନିଜ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ, ଆପଣଙ୍କ ଅଧୁରା ଇଚ୍ଛା ପୁରା ହେବ ।

ମିଥୁନ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ, ବେପାରରେ ନିବେଶ କରିବା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଅଛି, ଆଜି ପଇସା ଉଧାର ଲେଣ ଦେଣ କରନ୍ତୁ ନାହିଁ ନହେଲେ କ୍ଷତି ହୋଇପାରେ, ଦାମ୍ପତ୍ୟ ଜୀବନରେ କେଉଁ କଥାକୁ ନେଇ ଅସୁବିଧା ଦେଖାଦେଇପାରେ, ଯାହାକୁ ନେଇ ଆପଣଙ୍କ ମନ ଚିନ୍ତିତ ରହିବ ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ ରଖିବାର ଜରୁରୀ ଅଛି । କେଉଁ ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ, ମୌସୁମର ପରିବର୍ତ୍ତନ ହେବା କାରଣରୁ ସ୍ୱାସ୍ଥ୍ୟ ସଂବନ୍ଧୀ ଅସୁବିଧା ଦେଖାଦେଇପାରେ, ଅଧିକା ମସଲାଦାର୍ ଜିନିଷ ସେବନ କରନ୍ତୁ ନାହିଁ,  ନହେଲେ ପେଟ ସହ ଯୋଡି ହୋଇଥିବା ଅସୁବିଧା ଦେଖାଦେଇପାରେ,

କର୍କଟ ରାଶି- ଆଜି ଏହି ରାଶିର ବ୍ୟକ୍ତିଙ୍କୁ ରାଜଯୋଗରୁ ଲାଭ ମିଳିବ, ଆପଣ ଯେଉଁ ବି କ୍ଷେତ୍ରରେ ପ୍ରୟାସ କରିବେ ସେଥିରୁ ସଫଳତା ହାସିଲ୍ କରିପାରିବେ, ଆପଣଙ୍କ ଅଧୁରା ମନୋକାମନା ପୁରା ହେବ, ଏହି ଯୋଗରୁ ଆପଣଙ୍କ ଧନର ପ୍ରାପ୍ତି ହେବ । ଆପଣ ସବୁ କାମ ପୁରା କରିବେ, ଭଲ ଚାକିରି ମିଳିପାରିବ, ପ୍ରୋଫେସନାଲ୍ ଲାଇଫ୍ ରେ ଭଲ ସଫଲତା ହାସିଲ୍ ହେବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ , ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ପ୍ରୟାସ କରିବେ ।

ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ । ଧନ ସହ ଯୋଡି ହୋଇଥିବା ଅସୁବିଧାରୁ ମୁକ୍ତି ମିଳିବ । ଆପଣ ନିଜ ଘରର ଆର୍ଥିକ ସ୍ଥିତି ମଜବୁତ୍ ବନାଇବାରେ ଗୁରୁତ୍ୱ ପୁର୍ଣ୍ଣ ଭୁମିକା ନିଭାଇବେ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିବେ , ଯାହା ଆଗକୁ ଯାଇକରି ଭଲ ଫାଇଦା ମିଳିପାରିବ । ଭାଗ୍ୟର ସହ କାମ କରିବେ , ବିଦେଶରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନ ଫାଇଦାଦାୟକ ହେବ , ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ , ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ , ଯଦି ଆପଣ କାହାକୁ ପଇସା ଉଧାର ଦେଇଛନ୍ତି ତେବେ ଫେରିପାରିବେ, ଛୁଆଙ୍କ ତରଫରୁ ଟେନସନ୍ ଦୁର ହେବ , ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ , କେଉଁ ବି ପ୍ରତିଯୋଗିତା ପରୀକ୍ଷାରେ ମନ ମୁତାବିକ ରେଜଲ୍ଟ ମିଳିବ, ଯାହାଦ୍ୱାରା ଆପଣଙ୍କ ମନ ହର୍ଷିତ ହେବ , ଆପଣ ନିଜ ଭବିଷ୍ୟକୁ ଆର୍ଥିକ ରୁପରେ ମଜବୁତ୍ ବନାଇବାରେ ସଫଳ ହେବେ ।

କନ୍ୟା ରାଶି- ଆଜି ତୁମର ଭାଗ୍ୟ ଭଲ ହେବ | ଶାଶୁଘର ପକ୍ଷରୁ ଆର୍ଥିକ ଲାଭ ପାଇବା ସମ୍ଭାବନା ଅଛି | ରାଜନୀତି କ୍ଷେତ୍ର ସହିତ ଜଡିତ ଲୋକମାନେ ଇଚ୍ଛାକୃତ ସଫଳତା ପାଇପାରିବେ | ନୂତନ ଆୟର ଉତ୍ସ ଉପଲବ୍ଧ ହେବ | ଯାନ ସୁଖ ପାଇବ | ତୁମ ପିତାମାତାଙ୍କର ସେବା କରିବାର ସୁଯୋଗ ପାଇବ | ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ପଦୋନ୍ନତି ପାଇପାରିବେ, ଏହା ସହିତ ଇଚ୍ଛାକୃତ ସ୍ଥାନକୁ ସ୍ଥାନାନ୍ତର ହେବାର ସମ୍ଭାବନା ଅଛି | ତୁମେ ତୁମର ବିରୋଧୀଙ୍କୁ ପରାସ୍ତ କରିବ | ରୋଜଗାର କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଖୋଜିବାରେ ଆପଣ ସଫଳ ହୋଇପାରିବେ |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button