ଜ୍ୟୋତିଷ

କଣ ଆପଣ ଜାଣିଛନ୍ତି କେଉଁ କାରଣ ପାଇଁ ପ୍ରଥମେ ଦ୍ରୌପଦୀଙ୍କର ମୃତ୍ୟୁ ହୋଇଥିଲା ?

ତେବେ ଆପଣମାନେ ସମସ୍ତେ ମହାଭାରତ ବିଷୟରେ ବହୁତ ଭଲରେ ଜାଣିଥିବେ ଏବଂ ଦ୍ରୋପଦୀ ଏମିତି ଗୋଟେ ଚରିତ୍ର ଯାହା ଏହାର ମୁଖ୍ୟ କେନ୍ଦ୍ର ଥିଲେ, ମହାଭାରତ ଯୁଧ ଦ୍ରୋପଦୀ ମାନ ସମମାନହାନୀ ପାଇଁ ହୋଇଥିଲା, ଏହା ଧର୍ମ ଓ ଅଧର୍ମ ଯୁଧ ଥିଲା ।

ତେବେ ଆପଣଙ୍କ ମଧ୍ୟରେ କେହି ଏହି କଥା ଜାଣିଛନ୍ତି ଯେ ପାଣ୍ଡବ ମୋକ୍ଷ ପାଇଁ ଯାତ୍ରା କରିଥିଲେ ଓ ଅନ୍ତିମରେ ଭାରତ ହିମାଳୟରେ ତାଙ୍କୁ ମେରୁ ପର୍ବତରେ ସ୍ଵର୍ଗ ରାସ୍ତା ମିଳିଥିଲା ତେବେ ପର୍ବତ ଆରୋହଣ ସମୟରେ ସର୍ବପ୍ରଥମେ ଦ୍ରୋପଦୀଙ୍କ ମୃ-ତ୍ୟୁ ହୋଇଥିଲା ।

ମହାଭାରତ ଯୁଧରେ ବହୁତ ଲୋକଙ୍କ ଜୀବନ ହରାଇବା କଥା ଜାଣି ପାଣ୍ଡବ ନିଜ ବିଜଯ ଖୁସି ମଧ୍ୟ ବାନ୍ତି ପାରିଲେ ନାହିଁ, ଯଦୁବଂଶୀ ମାନଙ୍କ ସମରାଜ୍ୟ ପୂର୍ଣ ଭାବରେ ସମାପ୍ତ ହୋଇଯାଇଥିଲା ସେତେବେଳେ ଯୁଧିଷ୍ଠିର ମନ ଖରାପ କରି ରାଜ୍ୟ ଏବଂ ସିଂହାସନ ତ୍ୟାଗ କରିଥିଲେ ଓ ବନ ଯିବାକୁ ଲାଗିଲେ ସେତେବେଳେ ତାଙ୍କ ସହ ଦ୍ରୋପଡି ଏବଂ ଅବୟ ଭାଇ ମଧ୍ୟ ଗଲେ ଏହା ଦେଖି ଯିବା ଆଗରୁ ଯୁଧିଷ୍ଠିର ରାଜ୍ୟ ୟୁଯୁତ୍ସୁକୁ ରାଜ୍ୟ ଦେଖିବା ପାଇଁ କହିଲେ ଓ ପରୀକ୍ଷିତ କୁ ରାଜା ବନେଇଦେଲେ ।


ଏହା ପରେ ପାଣ୍ଡବ ପୃଥିବୀ ପରିକ୍ରମା କରିବା ଉଦେଶ୍ୟରେ ନିଜ ଯାତ୍ରା ଆରମ୍ଭ କଲେ ତେବେ ଏହି ଯାତ୍ରା ସମୟରେ ସେ ବେଦ ବ୍ୟାଶ ରିଷି ଅନୁମତିରେ ଉତ୍ତର ଦିଶା ଠାରୁ ଯାତ୍ରା ଆରମ୍ଭ କଲେ ବହୁତ ଦିନ ଚାଲିବା ଏବଂ ନଦୀ, କୂଅ, ପାହାଡ ପାରି କରି ଆସିବା ପରେ ସେ ହିମାଳୟ ପହଞ୍ଚିଲେ ଶେଠୀ ମେରୁ ପର୍ବତ ଆରୋହଣ ବେଳେ ସର୍ବ ପ୍ରଥମେ ଦ୍ରୋପଡି ପଡି ଗଲେ ଓ ତାଙ୍କ ମୃ-ତ୍ୟୁ ହୋଇ ଗଲା ଯୁଧିଷ୍ଠିରକୁ ଭୀମ ପଚାରିଲେ ଦ୍ରୋପଦି କଣ ପାପ କରିଥିଲେ ଯେ ତାଙ୍କ ମୃ-ତ୍ୟୁ ସର୍ବ ପ୍ରଥମେ ହୋଇଛି ଏହା ଶୁଣି ଯୁଧିଷ୍ଠିର କହିଲେ ଦ୍ରୋପଦୀଙ୍କୁ ବରଦାନ ଥିଲା ଯେ ସେ କେବେ ବିଧବା ହେବେନି, ଯଦି ଆମ ଭିତରୁ କେହି ବି ଆଗ ମାରିବା ତେବେ ସେ ବିଧବା କୁହାଯିବେ ସେଥିପାଇଁ ତାଙ୍କର ମୃ-ତ୍ୟୁ ଆ ଅଇକି ।

କିଛି ସମୟ ପରେ ସହଦେବ ପଡି ଗଲେ ଏହା ଦେଖି ଯୁଧିଷ୍ଠିର କହିଲେ ସହଦେବ ନିଜ ଭଳି ବିଦ୍ଵାନ ଆଉ କାହାକୁ ବୁଝୁ ନଥିଲେ ସେଥିପାଇଁ ତାଙ୍କ ସହ ଏହା ହୋଇଛି । କିଛି ସମୟ ପରେ ନକୁଲ ମଧ୍ୟ ପଡିଗଲେ ଏହା ଦେଖି ଭୀମ ପଚାରିଲେ ନକୁଲ ମୃ-ତ୍ୟୁ କଣ ପାଇଁ ହେଲା ଏହି କଥା ଶୁଣି ଯୁଧିଷ୍ଠିର କହିଥିଲେ ନକୁଲ ନିଜ ଭଳି ସୁନ୍ଦର ଆଉ କାହାକୁ ମାନୁ ନଥିଲେ ସେଥିପାଇଁ ତାଙ୍କ ସହ ଏହା ହୋଇଛି, ଏହା ପରେ ଅର୍ଜୁନ ମଧ୍ୟ ପଡି ଗଲେ ଏହାର କାରଣ ଯୁଧିଷ୍ଠିର କହିଲେ ଯେ ଅର୍ଜୁନ ନିଜ ପରାକ୍ରମ ଉପରେ ବହୁତ ଗର୍ବ କରୁଥିଲେ, ଏହା ପରେ ଭୀମ ପଡିଲେ ଯାହା କାରଣ ଯୁଧିଷ୍ଠିର କହିଲେ ଭୀମ ବହୁତ ବଳ ପ୍ରଦର୍ଶନ କରୁଥିଲେ କେବଳ ଗୋଟେ କୁକୁର ତାଙ୍କ ସହ ସ୍ଵର୍ଗକୁ ଗଲା ସେ କୁକୁର ଆଉ କେହି ନୁହ ନିଜେ ଯମରାଜ ଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button