ଜ୍ୟୋତିଷ

ଦାରିଦ୍ର୍ୟତା ର ହେବ ଅନ୍ତ,19 ଅଗଷ୍ଟ ସକାଳ ହେବା ପରେ ସୂର୍ଯ୍ୟଙ୍କ ଠାରୁ ବି ଅଧିକ ତେଜରେ ଚମକିବ ଏହି ରାଶିର ଭାଗ୍ୟ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କିଛି ଏଭଳି ରାଶିଙ୍କ ବିଷୟରେ ଯେଉଁ ମାନଙ୍କର ଭାଗ୍ୟ ୧୯ ଏପ୍ରିଲ ପରେ ପରେ ସମ୍ପୂର୍ଣ ବଦଳିବାକୁ ଯାଉଛି । ଯେମିତିକି ଆପଣ ଜାଣିଛନ୍ତି ଗ୍ରହ ମନକର ଆମ ଜୀବନରେ ଏକ ବଡ ସ୍ଥାନ ଅଛି ।

ଏହି ଗ୍ରହ ମାନଙ୍କ ଚଳରେ ପରିବର୍ତ୍ତନ ହେଲେ ଆମ ଜୀବନରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥାଏ । ତେବେ କଣ ସବୁ ଏହି ରାଶି ମାନକ ଜୀବନରେ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା ।

ସିଂହ, ଧନୁ, କନ୍ୟା

ଆପଣଙ୍କ ଇନକମ ବଢିବ ଓ ହଟାତ ଧନ ପ୍ରାପ୍ତି ଯୋଗ ରହିଛି । କିନ୍ତୁ ପରିବାରର ଗୁରୁଜନ ଚିନ୍ତା ଆପଣଙ୍କର ଲାଗି ରହିବ । ଆପଣଙ୍କ ନିଜ ସ୍ବାସ୍ଥ୍ୟ ମଧ୍ୟ କମଜୋର ରହିବ ଓ ବେମାର ହୋଇପାରେ, ଏଥିପାଇଁ ବିଶେଷ ରୂପରେ ଧ୍ୟାନ ରଖନ୍ତୁ । କାରଣ ଯଦି ଆପଣ ଠିକ୍ ରହିବେ ତେବେ କିଛି କାର୍ଯ୍ୟ କରି ପାରିବେ । ଶତ୍ରୁମାନଙ୍କ ଠାରୁ ବିଜୟ ଲାଭ କରିବେ । କିନ୍ତୁ ଖର୍ଚ୍ଚ ବଢିବା ଆପଣଙ୍କୁ ଚିନ୍ତା ଦେଇପାରେ । ପରିବାର ସହଯୋଗ ମିଳିବ ତେବେ ସିଂହ, ଧନୁ, କନ୍ୟା ରାଶି ମାନଙ୍କ ବ୍ୟକ୍ତିଙ୍କ ପାଇଁ ଏହି ମାଷ ଅତ୍ୟନ୍ତ ଭଲ ଅଟେ ।

ମିଥୁନ, ମେଷ, ବୃଷ

କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିବେ ଏବଂ ଟିମ ଓ୍ୱର୍କ ସହ କାମ କରିବା ଦ୍ଵାରା ଭଲ ଫଳାଫଳ ମିଳିବ । ଆର୍ଥିକ ବ୍ୟୟ ସ୍ଥିତି ଲାଗି ରହିବ ଏବଂ ଏଇ ସପ୍ତାହ ରେ କିଛି ନିଜ ନିବେଶ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଲଭ୍ ଲାଇଫ ରେ ସମୟ ରୋମାଣ୍ଟିକ ରହିବ ଓ ନିଜ ନିଜ ଭିତରେ ପ୍ରେମ ବଢିବ, ସୁଖ ଅନୁଭବ କରିବେ । ପରିବାରର ସ୍ଥିତି ଏଇ ସମୟରେ ସାଧାରଣ ରହିବ । ସପ୍ତାହ ଶେଷରେ କିଛି କଥାକୁ ନେଇ ମନ ଚିନ୍ତିତ ରହିବ ଓ ଏକୁଟିଆ ଅନୁଭବ କରିବେ ତେବେ ମିଥୁନ, ମେଷ, ବୃଷ ରାଶି ମାନଙ୍କ ବ୍ୟକ୍ତିଙ୍କ ପାଇଁ ଏହି ମାଷ ଅତ୍ୟନ୍ତ ଭଲ ଅଟେ ।

ମୀନ, କୁମ୍ଭ, ବିଛା

ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅପ୍ରେଲ ମାସ ଆପଣଙ୍କ ପାଇଁ ମିଶ୍ରିତ ଫଳାଫଳ ଆଣିବ । ମାସର ଆରମ୍ଭ ରେ ଶୁକ୍ର ଦ୍ଵିତୀୟ ଘରେ ବସି ଆପଣଙ୍କୁ ଭଲ ଧନ ପ୍ରାପ୍ତି ଯୋଗ ଦେବେ ଓ ଏଥିରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ସେଠି ବୁଧଙ୍କ ସ୍ଥିତି ଏକାଦଶ ଘରେ ହେବା କାରଣରୁ ନିଜ ପ୍ରୟାସ ରେ କରିଥିବା କାର୍ଯ୍ୟ ରେ ଧନ ପ୍ରାପ୍ତି ହେବାର ସମ୍ପୂର୍ଣ୍ଣ ଆଶା କରିପାରିବେ ।

ଶନି ଙ୍କ ଦଶମ ଘରେ ସ୍ଥିତି ଯୋଗୁଁ ବ୍ୟାପାର ରେ ଲାଭ ମିଳିବ ଓ ଯଦି ଆପଣ କୌଣସି ପାର୍ଟନରସିପ ରେ ବିଯିନେଶ କରନ୍ତି ତେବେ ଆପଣଙ୍କ ସହାୟତା ପାଇଁ ପ୍ରସ୍ତୁତ ରହିବେ ଓ ଆପଣ ଭଲ ଫଳ ମଧ୍ୟ ପାଇବେ ତେବେ ମୀନ, କୁମ୍ଭ, ବିଛା ବ୍ୟକ୍ତି ମାନଙ୍କ ପାଇଁ ଏହି ମାଷ ଅତ୍ୟନ୍ତ ଭଲ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button