ଦେଶ- ବିଦେଶ
-
ବୁମେରାଂ ହେବ ବଟେଙ୍ଗେ ତୋ କଟେଙ୍ଗେ !
ନୂଆଦିଲ୍ଲୀ: ମହାରାଷ୍ଟ୍ର ହେଉ କି ଝାଡଖଣ୍ଡ । ହିନ୍ଦୁତ୍ବ ପିଚରେ ଖୋଲାଖୋଲି ବ୍ୟାଟିଂ କରୁଛି ବିଜେପି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବହୁଚର୍ଚ୍ଚିତ ନାରା ବଟେଙ୍ଗେ…
Read More » -
ଫୋନ ଦ୍ବାରା କାରକୁ କରିପାରିବେ କଣ୍ଟ୍ରୋଲ୍, ଫିଚର୍ ରହିଛି ଦମଦାର୍
ଅନେକ ଲୋକଙ୍କ ପାଖରେ ସ୍ମାର୍ଟ କାର୍ ଥାଏ, କିନ୍ତୁ ଏହାର ଆଡଭାନ୍ସ ଫିଚରଗୁଡିକ ବିଷୟରେ ସେମାନେ ଅଧିକ ଜାଣନ୍ତି ନାହିଁ । ସାଧାରଣ କାର ଅପେକ୍ଷା ସ୍ମାର୍ଟ…
Read More » -
ଜମ୍ମୁ-କଶ୍ମୀର ଏନ୍କାଉଣ୍ଟର୍ ବେଳେ ଫସି ଯାଇଥିବା ୨ ଟ୍ରେକର୍ ହେଲା ଉଦ୍ଧାର
ଶ୍ରୀନଗର: ଗତକାଲି ଶ୍ରୀନଗର ନିକଟସ୍ଥ ଜବରନଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨ଟି ଟ୍ରେକର୍ ଫସି ଯାଇଥିଲା। ପରେ କଶ୍ମୀର ପୁଲିସ୍ ସେମାନଙ୍କୁ ଉଦ୍ଧାର…
Read More » -
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା
ଜୟପୁର: କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ସୁନାବେଡ଼ାରେ ଥିବା ମୁଖ୍ୟ କ୍ୟାମ୍ପସର ଫାଟକ ନିକଟରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ହଷ୍ଟେଲରେ ନିମ୍ନମାନର ଖାଇବା, ପାଣି…
Read More » -
ସରକାରଙ୍କ ପାଉଁଶ ଚିନ୍ତା: ଏଣିକି ପୁଲିସ ନିୟନ୍ତ୍ରଣରେ ପାଉଁଶ ପରିବହନ
ସମ୍ବଲପୁର: କାରଖାନା ପାଉଁଶ (ଫ୍ଲାଏ ଆସ୍)ର ଉପଯୁକ୍ତ ପରିଚାଳନା ନିମନ୍ତେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁ ଅଞ୍ଚଳରେ ପାଉଁଶ ପକାଯାଉଛି, ସେଠାକାର ଜନଜୀବନ ପ୍ରତି ଯେପରି…
Read More » -
ବର୍ଷ ସାରା ବାଣ ବ୍ୟାନ କରିବାକୁ କହିଲେ ସୁପ୍ରିମକୋର୍ଟ
ଦୀପାବଳି ପରେ ଅଣନିଶ୍ୱାସୀ ହୋଇପଡ଼ିଛି ଦିଲ୍ଲୀ। ବାୟୁର ମାନ ଅତି ନିମ୍ନ ସ୍ତରକୁ ଚାଲିଯିବା ଚିନ୍ତାର ବିଷୟ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ସହରରେ ବାଣ…
Read More » -
ଏୟାର ଇଣ୍ଡିଆର ବଡ ନିଷ୍ପତ୍ତି, ହିନ୍ଦୁ ଓ ଶିଖଙ୍କୁ ବିମାନରେ ପରସା ଯିବନି ହଲାଲ ଖାଇବା
ବିମାନରେ ଖାଇବାକୁ ନେଇ ବିବାଦ ଦେଖାଦେବା ପରେ ବଡ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ । ଟାଟା ଗ୍ରୁପ ପରିଚାଳିତ ବିମାନ ଏୟାର ଇଣ୍ଡିଆ ଏବେ ଉଡାଣ…
Read More » -
ସାରା ବିଶ୍ଵ ଭାରତୀୟ ଯୁବପିଢ଼ିର ଦକ୍ଷତା ପ୍ରତି ଆକର୍ଷିତ ହେଉଛି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସାରା ବିଶ୍ୱ ଭାରତୀୟ ଯୁବପିଢ଼ିର ଦକ୍ଷତା ପ୍ରତି ଆକର୍ଷିତ ହୋଇଛି । ସେ କହିଛନ୍ତି ବର୍ତ୍ତମାନ ବିଶ୍ବର ଅନେକ ଦେଶରେ ନେତାମାନେ…
Read More » -
ଏହି ୨ ଟି ନାମର ସ୍ତ୍ରୀମାନେ ସାରା ଜୀବନ ନିଜ ସ୍ଵାମୀଙ୍କ ଠାରୁ ରହିଥାନ୍ତି ଦୁଃଖୀ, କଣ ଆପଣଙ୍କ ସ୍ତ୍ରୀ ତ ଏମାନଙ୍କ ମଧ୍ୟରେ ନାହାଁନ୍ତି
ବିବାହର ବନ୍ଧନ ଏହି ଦୁନିଆରେ ବହୁତ ଖାସ ହୋଇଥାଏ କାହିଁକି ନା ଗୋଟେ ଅଜଣା ପୁଅ ଓ ଗୋଟେ ଅଜଣା ଝିଅ ବିବାହ ବନ୍ଧନରେ ବାନ୍ଧିହେବା ପରେ…
Read More » -
ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରୁଷମାନେ ଲୁଚାଇ କି ଚାଲିଥାନ୍ତି ଓ ମହିଳାମାନେ ଦେଖେଇ କି ଚାଲନ୍ତି ? ୯୯% ଲୋକ ଫେଲ
ସାଙ୍ଗମାନେ ଏହି କଥା ତ ଆପଣ ସମସ୍ତେ ଜାଣିଥିବେ କି ଇଣ୍ଟରଭ୍ୟୁ ହେଉଛି ଭାରତର ସବୁଠୁ କଠିନ ଏକ୍ଜାମ ବୋଲି ଜଣା ଯାଇଥାଏ , ଇଣ୍ଟରଭ୍ୟୁରେ ପଚରା…
Read More »