ରାଜ୍ୟ
-
ଜଗତସିଂହପୁର ଜିଲାରେ ମୂର୍ତ୍ତି ଚୋରି ରାକେଟ୍ ଠାବ, ଜଣେ ଗିରଫ
ଜଗତସିଂହପୁର: ଜଗତସିଂହପୁର ଜିଲାରେମୂର୍ତ୍ତିଚୋରିରାକେଟ୍ଠାବ ହୋଇଥିବାର ଖବର ମିଳିଛି।ଚଢେଇଗାଁରେସଦରପୁଲିସଚଢ଼ାଉକରିଜଣେମୂର୍ତ୍ତିଚୋରଗିରଫକରିବାସହଅଭିଯୁକ୍ତଘରୁ୫୦ରୁଅଧିକବିଭିନ୍ନ ଧାତୁରମୂର୍ତ୍ତିସହପିତଳନାଗମୂର୍ତ୍ତି, ଘଣ୍ଟାଓଅନ୍ୟାନ୍ୟବହୁସାମଗ୍ରୀଜବତକରାଯାଇଛି,ଯାହାରମୂଲ୍ୟଲକ୍ଷାଧିକଟଙ୍କାହେବ। ଅଭିଯୁକ୍ତ ଘର ଭିତରେ ମାଟି ତଳେ ମୂ ର୍ତ୍ତି ଗୁଡିକୁ ପୋତି ରଖିଥିବା ବେଳେ ଗ୍ରାମବାସୀ ଓ ଜଗତସିଂହପୁର…
Read More » -
କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ଼- ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
ଧର୍ମଗଡ଼: କେନାଲ ପାଣି ଯୋଗାଣ ଦାବିରେ ଧର୍ମଗଡ଼ ବ୍ଲକ ତେଲିପଳାସ ଡିଷ୍ଟିବ୍ୟୁଟାରି ଅଞ୍ଚଳର ଚାଷୀମାନେ ରବିବାର ସକାଳ ୯ ଟାରୁ ଧର୍ମଗଡ଼ ତମ୍ବାଛଡା ମୁଖ୍ୟ ରାସ୍ତା ତେଲିପାଳାସ…
Read More » -
ମିଠା ଦୋକାନୀଙ୍କୁ ୫ଲକ୍ଷ ଦାଦାବଟି ମାଗିଲେ ଜେଲ ଫେରନ୍ତା: ଅଭିଯୁକ୍ତ ଗିରଫ
ଭୁବନେଶ୍ଵର: ରାଜଧାନୀରେ ଦିନକୁ ଦିନ ଚୋରୀ, ରାହାଜାନୀ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। କେବଳ ରାତି ନୁହେଁ ଦିନରେ ମଧ୍ୟ ଲୋକ ସୁରକ୍ଷିତ ନୁହଁନ୍ତି। ଭୁବନେଶ୍ଵର…
Read More » -
ଶଙ୍କରାଚାର୍ଯ୍ୟ ଶ୍ରୀ ଅଭିମୁକ୍ତେଶ୍ବରାନନ୍ଦଜୀ ସରସ୍ୱତୀ ମହାରାଜଙ୍କ ଗୋ ପ୍ରତିଷ୍ଠା ଆନ୍ଦୋଳନ ଆରମ୍ଭ
ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ଶଙ୍କରାଚାର୍ଯ୍ୟ ଶ୍ରୀ ଅଭିମୁକ୍ତେଶ୍ବରାନନ୍ଦଜୀ ସରସ୍ୱତୀ ମହାରାଜଙ୍କ ଦ୍ବାରା ଗୋ ପ୍ରତିଷ୍ଠା ଆନ୍ଦୋଳନ ଆରମ୍ଭ ହୋଇଛି। ଗୋ ଧ୍ବଜା ସ୍ଥାପନ ଭାରତ ଯାତ୍ରାର…
Read More » -
୧୫ ଲକ୍ଷ ଟଙ୍କାର ବାଣ ଜବତ, ୨ ବ୍ୟବସାୟୀ ଅଟକ
ସମାଜ ଡିଜିଟାଲ ଡେସ୍କ: ରାଉରକେଲା ସହରର ଡେଲି ମାର୍କେଟରୁ ପୁଲିସ ରବିବାର ୧୫ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଏକ ବାଣ ଗୋଦାମରେ ବେଆଇନ ଭାବେ…
Read More » -
‘ଲକ୍ଷ୍ମୀ’ ବସ୍କୁ ଘରୋଇ ମାଲିକ ସଂଘର ବିରୋଧ: କାଲି ବସ୍ ଚଳାଚଳ ବନ୍ଦ
ଜୟପୁର : ଲକ୍ଷ୍ମୀ ବସ୍ ସେବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ୭ ତାରିଖ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ…
Read More » -
ଭଡ଼ାରେ ଲାଗିଛି ରାଜୀବ ଆବାସ: ନୂଆ ବସ୍ତି ଗଢୁଛନ୍ତି ଘର ମାଲିକ, ସବୁ ଆବାସରେ ଭଡ଼ାଟିଆ ଭର୍ତ୍ତି
ଭୁବନେଶ୍ୱର: ବାସହୀନକୁ ଘର ଦେବା ପାଇଁ ସରକାରୀସ୍ତରରେ ନାନା ଯୋଜନା ରହିଛି। ଏହାର ସଫଳ ରୂପାୟନ ମଧ୍ୟ ହେଉଛି। କିନ୍ତୁ ହିତାଧିକାରୀ ଘର ପାଇବା ପରେ ତାହା…
Read More » -
କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର.
ଭୁବନେଶ୍ବର: କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର । ଆଜି ଦୃଶ୍ୟ ଦେଖିବାକୁ ମିଳିଛି । ମଞ୍ଚେଶ୍ୱର ନିକଟ କୁଆଖାଇ ନଦୀରେ ଆଜି କିଛି ଲୋକ ଗାଧୋଇଥିବା ସମୟରେ…
Read More » -
ରାବଣପୋଡ଼ିରେ ହେବନାହିଁ ବାଣ ପ୍ରତିଯୋଗିତା: ହାଇକୋର୍ଟ
କଟକ: କଟକରେ ରାବଣପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। ଏ ନେଇ ନର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କେବଳ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ…
Read More » -
ରିଲାଏନ୍ସ ଟ୍ରେଣ୍ଡ୍ସରେ ଶରତ-ଶୀତ କଲେକ୍ସନର ଶୁଭାରମ୍ଭ
ଭୁବନେଶ୍ୱର: ରିଲାଏନ୍ସ ଟ୍ରେଣ୍ଡ୍ସ ପକ୍ଷରୁ ପାର୍ବଣ ପାଇଁ ନୂତନ ଶରତ-ଶୀତ କଲେକ୍ସନର ଶୁଭାରମ୍ଭ କରାଯାଇଛି । ‘ପ୍ରତ୍ୟେକ ଦିନ କମ୍ ମୂଲ୍ୟ’ ର ଚିନ୍ତାଧାରା ସହିତ ଶୁଭାରମ୍ଭ…
Read More »