ରାଜ୍ୟ

କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର.

ଭୁବନେଶ୍ବର: କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର । ଆଜି ଦୃଶ୍ୟ ଦେଖିବାକୁ ମିଳିଛି । ମଞ୍ଚେଶ୍ୱର ନିକଟ କୁଆଖାଇ ନଦୀରେ ଆଜି କିଛି ଲୋକ ଗାଧୋଇଥିବା ସମୟରେ କୁମ୍ଭୀର ନଦୀପଠାରେ ଶୋଇଥିବା ଦେଖିବାକୁ ପାଇଥିଲେ । ଏହି ଖବର ବିଜୁଳି ବେଗରେ ଚାରିଆଡେ ଖେଳିଯିବା ପରେ କମ୍ଭୀର ନଦୀପଠାରେ ଶୋଇଥିବାର ଦୃଶ୍ୟକୁ ନିଜ ମୋବାଇଲେ ରେକର୍ଡ କରିଥିଲେ ସ୍ଥାନୀୟବାସିନ୍ଦା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button