ରାଜ୍ୟ
-
ଜିରୋ ନାଇଟ୍ରୁ ବଢ଼ିବ ଶୀତ
ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଯଦିଓ ଆଜି ଓଡ଼ିଶାରେ ବର୍ଷା ହୋଇ ନାହିଁ ତେବେ ସୁନ୍ଦରଗଡ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନୂଆପଡ଼ା ଆଦି ଜିଲ୍ଲାରେ ପାଗ ମେଘୁଆ…
Read More » -
ନିଗମାନନ୍ଦ ଭକ୍ତ ସମ୍ମିଳନୀ: ଆଖି ବୁଜିଲେ ୨ ଭକ୍ତ
ପୁରୀ: ପୁରୀ-କୋଣାର୍କ ରୋଡ୍ ବାଲିଘାଇ ଛକସ୍ଥିତ ନିଗମାନନ୍ଦ ସାର୍ବଭୌମ ଭକ୍ତ ସମ୍ମିଳନୀରେ ଅଘଟଣ ଘଟିଛି। ସମ୍ମିଳନୀ ଚାଲିଥିବା ବେଳେ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ…
Read More » -
ପୁରୁଲିଆରୁ ବାଙ୍କୁଡ଼ା ଚାଲିଗଲା ‘ଜୀନତ୍’: ଟ୍ରାଙ୍କୁଲାଇଜ୍ ଉଦ୍ୟମ ବିଫଳ
ବାରିପଦା: ଆଜି ବାଘୁଣୀ ‘ଜୀନତ୍’କୁ ଟ୍ରାଙ୍କୁଲାଇଜ୍ କରିବା ଉଦ୍ୟମ ବିଫଳ ହୋଇଛି। ଟ୍ରାଙ୍କୁଲାଇଜ୍ ସଟ୍ ଲକ୍ଷ୍ୟଭ୍ରଷ୍ଟ ହୋଇଥିବାବେଳେ ବାଘୁଣୀଟି ଏବେ ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲାର ଏକ ଗ୍ରାମ୍ୟ…
Read More » -
ଅନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗ୍ ସଦସ୍ୟ ଗିରଫ: କାମ୍ବୋଡ଼ିଆରୁ ପରିଚାଳିତ ହେଉଛି ରୢାକେଟ୍
ରାଉରକେଲା: ସାଇବର ଠକମାନେ ସେବି ଦ୍ବାରା ପଞ୍ଜୀକୃତ ଏକ ସଂସ୍ଥା ଇନ୍ଦିରା ସିକ୍ୟୁରିଟିଜ୍ ନାମକ ଏକ ନକଲି ଟ୍ରେଡିଂ ଆପ୍ ମାଧ୍ୟମରେ ଜଣେ କେନ୍ଦ୍ର ସରକାରୀ କର୍ମଚାରୀଙ୍କଠାରୁ…
Read More » -
‘ଡିଜିଟାଲ୍ ଆରେଷ୍ଟ’ ଭୟ ଦେଖାଇ ୧.୩୮ କୋଟି ଠକେଇ: ଗାଜିଆବାଦରୁ ଠକ ମାଆ-ପୁଅ ଗିରଫ
କଟକ: ଭୁବନେଶ୍ବରରେ ଜଣେ ବରିଷ୍ଠ ନାଗରିକଙ୍କୁ ‘ଡିଜିଟାଲ୍ ଆରେଷ୍ଟ’ ଭୟ ଦେଖାଇ ୧କୋଟି ୩୮ଲକ୍ଷ ଟଙ୍କା ଠକେଇ ଘଟଣାରେ କ୍ରାଇମ୍ବ୍ରାଞ୍ଚକୁ ମିଳିଛି ସଫଳତା। ଏହି ମାମଲାରେ ଗାଜିଆବାଦରୁ…
Read More » -
ମୁକ୍ତାକାଶ ଆଶ୍ରମରେ ଅଭାବନୀୟ ଘଟଣା: ତଣ୍ଟି କାଟି ଅନ୍ତେବାସୀଙ୍କ ଆତ୍ମହତ୍ୟା ଉଦ୍ୟମ ଆଶ୍ରମ ପରିଚାଳନା ଉପରେ ପ୍ରଶ୍ନବାଚୀ
ଭୁବନେଶ୍ବର/ମେଣ୍ଢାଶାଳ: ରାଜଧାନୀ ଉପକଣ୍ଠ ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନରହତ୍ୟା(ନିଜ ଭାଇ) ଅପରାଧରେ ଆଜୀବନ ସଜା କାଟୁଥିବା ଅନ୍ତେବାସୀ…
Read More » -
ଟ୍ରକ୍କୁ ପିଟିଲା କୋଇଲା ବୋଝେଇ ଟ୍ରକ୍: ଜିଅନ୍ତା ଜଳିଗଲେ ଚାଳକ
ଉତ୍କେଲା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ନାସିଗାଁ ଗ୍ରାମ ନିକଟ ରାସ୍ତାକଡ଼ରେ ଅଟକିଥିବା ଏକ ଟ୍ରକ୍କୁ ଏକ କୋଇଲା ବୋଝେଇ ଟ୍ରକ୍ ପଛପଟୁ ଧକ୍କା…
Read More » -
ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍ ସୁଦର୍ଶନ ପୂଜାରୀଙ୍କ ପରଲୋକ
ସମ୍ବଲପୁର: ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍, ପ୍ରାବନ୍ଧିକ ତଥା ସୁବକ୍ତା ସୁଦର୍ଶନ ପୂଜାରୀଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ହୃଦ୍ଘାତରେ ପରଲୋକ ହୋଇଛି। ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା…
Read More » -
ବିଇଡି ପାଠ୍ୟକ୍ରମ ନାଁରେ କୋଟିଏ ଠକେଇ
କୋରାପୁଟ: ସରକାରୀ ଉଚ୍ଚପ୍ରାଥମିକ, ହାଇସ୍କୁଲ ଓ ଘରୋଇ ସ୍କୁଲରେ ଶିକ୍ଷକଙ୍କ ପାଇଁ ବିଇଡି ପାସ୍ କରିବା ବାଧ୍ୟତାମୂଳକ। ତେଣୁ ସରକାର ରାଜ୍ୟ ତଥା ରାଜ୍ୟ ବାହାରର କେତେକ…
Read More » -
ପୁରୀରେ ନୂଆବର୍ଷ ଭିଡ଼: ଜଗିବେ ୯୦ ଅଧିକାରୀ, ୬୦ ପ୍ଲାଟୁନ୍ ଫୋର୍ସ
ପୁରୀ: ଇଂରାଜୀ ନୂଆବର୍ଷରେ ଉଭୟ ଶ୍ରୀମନ୍ଦିର ଓ ବେଳାଭୂମିରେ ଲକ୍ଷାଧିକ ଭକ୍ତ ତଥା ପର୍ଯ୍ୟଟକଙ୍କ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ…
Read More »