ରାଜ୍ୟ
-
ଯବାନଙ୍କ କ୍ୟାମ୍ପ ଉପରକୁ ଆଖିବୁଜା ରକେଟ୍ ମାଡ଼
ଛତିଶଗଡ ବିଜାପୁରରେ ଯବାନଙ୍କ କ୍ୟାମ୍ପ ଉପରେ ହୋଇଛି ଆଖିବୁଜା ରକେଟ୍ ମାଡ଼ । ୨୦ ରାଉଣ୍ଡ ୟୁବିଜିଏଲ୍ ମାଡ଼ କରିଛନ୍ତି ମାଓବାଦୀ । ଯବାନଙ୍କ ପାଲଟା ଗୁଳି…
Read More » -
ମା’ ମାଣିକେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ, ନୂଆ ଖାଇବେ ଲୋକେ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗଡ଼ଜାତ ଅଞ୍ଚଳରେ ଆଜି ନୂଆ ଖାଇବେ ଲୋକେ। ଆଜି ମାଆ ମାଣିକେଶ୍ବରୀଙ୍କ ପାଖେ ଲାଗି ହେବ ନବାନ୍ନ। କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’…
Read More » -
ଚାନ୍ଦିପୁର ଘାଟିରେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ, ଅସ୍ଥାୟୀ ଶିବିରରେ ରହିବେ ଲୋକ
ବାଲେଶ୍ବର: ଆଜି ପୁଣି ହେବ କ୍ଷେପଣାସ୍ତ୍ର ପରୀକ୍ଷଣ। ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ସ୍ବଳ୍ପ ଦୂରଗାମୀ ମିସାଇଲ ପରୀକ୍ଷଣ କରାଯିବ। କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା…
Read More » -
ବାର୍ଡ ଫ୍ଲୁ: ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପ୍ରଶାସନର କଟକଣା
ପୁରୀ: ପୁରୀ ଜିଲ୍ଲାରେ ଏବେ ବି ବାର୍ଡ ଫ୍ଲୁ ଆତଙ୍କ ଜାରି ରହିଛି। ତେଣୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ କରିବାକୁ ନିର୍ଦ୍ଦେଶ…
Read More » -
ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ପ୍ରସଙ୍ଗ: ୭ ଦିନରେ ରିପୋର୍ଟ ମାଗିଲେ ମୁଖ୍ୟ ପ୍ରଶାସକ
ପୁରୀ: ଶ୍ରୀମନ୍ଦିରରେ ଲୁହା କଡେଇରେ ରୋଷେଇ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ତୁରନ୍ତ ଲୁହା କଡ଼େଇ ଜବତ…
Read More » -
ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ, ୧୭ ବ୍ୟବସାୟୀ ଅଟକ
ଭୁବନେଶ୍ୱର: ପୁଣି ଭୁବନେଶ୍ବର ବିମାନବନ୍ଦରରୁ ୨୦ କେଜି ସୁନା ଜବତ କଲା ସିଟି ଜିଏସଟି (CT GST)। ୧୭ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ରିପୋର୍ଟ…
Read More » -
ସୃଷ୍ଟି ହେଲା ଲଘୁଚାପ: ଆହୁରି ୩ ଦିନ ବର୍ଷିବ, ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ
ଭୁବନେଶ୍ବର: ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ତୁହାକୁ ତୁହା ବର୍ଷା ଜାରି…
Read More » -
୧୮ରେ ଏଏସଆଇ ଦ୍ବାରା ଯାଞ୍ଚ ହେବ ରତ୍ନଭଣ୍ଡାର
ପୁରୀ: ଆସନ୍ତା ୧୮ ତାରିଖ ପୁଣି ରତ୍ନ ଭଣ୍ଡାର ଯାଞ୍ଚ ହେବ । ଏଥିପାଇଁ ନୀତି ନିର୍ଘଣ୍ଟ ହୋଇସାରିଛି । ଆସନ୍ତା ୧୮ ତାରିଖରେ ଏଏସଆଇ ଅତିରିକ୍ତ…
Read More » -
ମହୋଦଧିରେ ଖୋଲିବନି ମଦ କୁଡିଆ: ପଛ ଘୁଞ୍ଚା ଦେଲେ ସରକାର
ପୁରୀ: ଆଉ ମହୋଦଧିରେ ଖୋଲିବନି ମଦ କୁଡିଆ । ବିରୋଧ ଓ ବିକ୍ଷୋଭ ପରେ ଏବେ ପଛ ଘୁଞ୍ଚା ଦେଇଛନ୍ତି ରାଜ୍ୟ ସରକାର । ଅବକାରୀ ନୀତିରେ…
Read More » -
ଗଣେଶ ଭସାଣିରେ ଅଘଟଣ: ବୁଡିଗଲେ ୪ ଛାତ୍ର, ୨ ନିଖୋଜ
ବାରିପଦା: ବାରିପଦାରେ ବଡ ଅଘଟଣ । ଗଣେଶ ମୂର୍ତ୍ତି ଭସାଣି ବେଳେ ବୁଡ଼ିଗଲେ ୪ ଛାତ୍ର । ସେମାନଙ୍କ ମଧ୍ୟରୁ ତୁରନ୍ତ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ…
Read More »