ରାଜ୍ୟ
-
ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ; କାଲି ବସ୍ ଚଳାଚଳ ବନ୍ଦ ଡାକରା
ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ତେଜିଲା ବିବାଦ। ଘରୋଇ ବସ୍ ବନ୍ଦ କରିବେ ପଶ୍ଚିମାଞ୍ଚଳ ଓ ଦକ୍ଷଣାଞ୍ଚଳର ବସ୍ ମାଲିକ ସଂଘ। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ…
Read More » -
ବିଜେଡିର ପୂର୍ବତନ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ
ଖୋର୍ଦ୍ଧା ମାଟି ହେଉଛି ବୀରଙ୍କ ମାଟି। ଏ ମାଟି କେତେ ରକ୍ତ ରଞ୍ଜିତ ହୋଇଛି, ତାହାର ହିସାବ କାହା ପାଖରେ ନାହିଁ। ହେଲେ ରାଜନୀତିରେ ଅନ୍ଧ ହୋଇ…
Read More » -
ସିମୁଳିଆରେ ଚାଞ୍ଚଲ୍ୟ: ତାରିଣୀ ମନ୍ଦିରରେ ମା’ଙ୍କ ଲକ୍ଷାଧିକ ଟଙ୍କାର ଗହଣା ଚୋରି
ସୋର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ସାନ ମଇତାପୁରରେ ଥିବା ମା ତାରିଣୀ ମନ୍ଦିର ଗତକାଲି ରାତିରେ ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡ଼ିଛି। ନବରାତ୍ରୀ ପୂଜା ଚାଲିଥିବାରୁ…
Read More » -
ଟୀକରଗଡ଼ିଆ ଅଙ୍ଗନୱାଡି କର୍ମୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ତାତିଲେ ଗ୍ରାମବାସୀ
ବୈଶିଙ୍ଗା: ଅଙ୍ଗନଓ୍ୱାଡି କର୍ମୀଙ୍କ ମନମୁଖୀ କାମ ସାଙ୍ଗକୁ ଦୀର୍ଘଦିନ ଧରି ଚଳାଇ ଆସିଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଶନିବାର ବେତନଟୀ ବ୍ଳକ ଅନ୍ତର୍ଗତ ନଡପୁର ପଞ୍ଚାୟତ ଅଧୀନ…
Read More » -
ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଦିଲ୍ଲୀରେ ମାଓ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ…
Read More » -
ଯୁବକଙ୍କୁ ନିର୍ମମ ହତ୍ୟା: ଅଭିଯୁକ୍ତ ଗିରଫ
ବିଷମ କଟକ: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଗ୍ରାମରେ ମଙ୍ଗଳବାର ଦିନ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ବିଷମ କଟକ ପୁଲିସ୍ ହତ୍ୟାକାରୀକୁ…
Read More » -
ଜଗତସିଂହପୁର ଜିଲାରେ ମୂର୍ତ୍ତି ଚୋରି ରାକେଟ୍ ଠାବ, ଜଣେ ଗିରଫ
ଜଗତସିଂହପୁର: ଜଗତସିଂହପୁର ଜିଲାରେମୂର୍ତ୍ତିଚୋରିରାକେଟ୍ଠାବ ହୋଇଥିବାର ଖବର ମିଳିଛି।ଚଢେଇଗାଁରେସଦରପୁଲିସଚଢ଼ାଉକରିଜଣେମୂର୍ତ୍ତିଚୋରଗିରଫକରିବାସହଅଭିଯୁକ୍ତଘରୁ୫୦ରୁଅଧିକବିଭିନ୍ନ ଧାତୁରମୂର୍ତ୍ତିସହପିତଳନାଗମୂର୍ତ୍ତି, ଘଣ୍ଟାଓଅନ୍ୟାନ୍ୟବହୁସାମଗ୍ରୀଜବତକରାଯାଇଛି,ଯାହାରମୂଲ୍ୟଲକ୍ଷାଧିକଟଙ୍କାହେବ। ଅଭିଯୁକ୍ତ ଘର ଭିତରେ ମାଟି ତଳେ ମୂ ର୍ତ୍ତି ଗୁଡିକୁ ପୋତି ରଖିଥିବା ବେଳେ ଗ୍ରାମବାସୀ ଓ ଜଗତସିଂହପୁର…
Read More » -
କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ଼- ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
ଧର୍ମଗଡ଼: କେନାଲ ପାଣି ଯୋଗାଣ ଦାବିରେ ଧର୍ମଗଡ଼ ବ୍ଲକ ତେଲିପଳାସ ଡିଷ୍ଟିବ୍ୟୁଟାରି ଅଞ୍ଚଳର ଚାଷୀମାନେ ରବିବାର ସକାଳ ୯ ଟାରୁ ଧର୍ମଗଡ଼ ତମ୍ବାଛଡା ମୁଖ୍ୟ ରାସ୍ତା ତେଲିପାଳାସ…
Read More » -
ମିଠା ଦୋକାନୀଙ୍କୁ ୫ଲକ୍ଷ ଦାଦାବଟି ମାଗିଲେ ଜେଲ ଫେରନ୍ତା: ଅଭିଯୁକ୍ତ ଗିରଫ
ଭୁବନେଶ୍ଵର: ରାଜଧାନୀରେ ଦିନକୁ ଦିନ ଚୋରୀ, ରାହାଜାନୀ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। କେବଳ ରାତି ନୁହେଁ ଦିନରେ ମଧ୍ୟ ଲୋକ ସୁରକ୍ଷିତ ନୁହଁନ୍ତି। ଭୁବନେଶ୍ଵର…
Read More » -
ଶଙ୍କରାଚାର୍ଯ୍ୟ ଶ୍ରୀ ଅଭିମୁକ୍ତେଶ୍ବରାନନ୍ଦଜୀ ସରସ୍ୱତୀ ମହାରାଜଙ୍କ ଗୋ ପ୍ରତିଷ୍ଠା ଆନ୍ଦୋଳନ ଆରମ୍ଭ
ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ଶଙ୍କରାଚାର୍ଯ୍ୟ ଶ୍ରୀ ଅଭିମୁକ୍ତେଶ୍ବରାନନ୍ଦଜୀ ସରସ୍ୱତୀ ମହାରାଜଙ୍କ ଦ୍ବାରା ଗୋ ପ୍ରତିଷ୍ଠା ଆନ୍ଦୋଳନ ଆରମ୍ଭ ହୋଇଛି। ଗୋ ଧ୍ବଜା ସ୍ଥାପନ ଭାରତ ଯାତ୍ରାର…
Read More »