ରାଜନୀତି
-
ସରଣ୍ଡାରେ ଦୁଇ ଓଡ଼ିଶା ଯୁବକଙ୍କୁ ହତ୍ୟା: ଘଟଣାର ରିପୋର୍ଟ ମାଗିଲେ ରାଷ୍ଟ୍ରପତି
ବିଶ୍ରା: ସୁନ୍ଦରଗଡ଼ ଜିଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ପଶ୍ଚିମସିଂଭୂମ ଜିଲ୍ଲାର ଗୋଇଲକେରା ଏବଂ ସୋନୁଆ ସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଗ୍ରାମବାସୀ ଚଳାଇଥିବା ‘ସେନ୍ଦ୍ରା’ ଅପରେସନରେ…
Read More » -
ଆର୍ଜିଏଚ୍କୁ ମିଳୁ ଜିଲ୍ଲା ଡାକ୍ତରଖାନା ମାନ୍ୟତା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ
ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ଜିଲ୍ଲା ଡାକ୍ତରଖାନାର ମାନ୍ୟତାଦେବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି। ପଡୋଶୀ ଛତିଶଗଡ,…
Read More » -
୩୭୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୭୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ…
Read More » -
ବିଜେଡି ନେତାଙ୍କ ଚାପରେ ଏତଲା ଦେଇଥିଲୁ’
ବ୍ରହ୍ମପୁର: ‘ସେ ସମୟରେ ଆମ ଉପରେ ଚାପ ପକାଯାଇ ମାମଲା ରୁଜୁ କରିବାକୁ ବାଧ୍ୟ କରାଯାଇଥିଲା। ବିଜେଡିର କିଛି ନେତା, ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରାଶାସନିକ…
Read More » -
ବିଧାନସଭାରେ ପୋଲାଭରମ୍ ଝଡ଼: ପ୍ରଥମାର୍ଦ୍ଧରେ ଅଚଳାବସ୍ଥା
ଭୁବନେଶ୍ବର: ବିଧାନସଭାରେ ଆଜି ପୋଲାଭରମ୍ ଝଡ଼ ବହିଛି। କଂଗ୍ରେସ ସଭ୍ୟମାନେ ପୋଲାଭରମ୍ ପ୍ରସଙ୍ଗରେ ହୋହଲ୍ଲା କରିବାରୁ ପ୍ରଥମାର୍ଦ୍ଧରେ ଆଦୌ ଗୃହ କାର୍ଯ୍ୟ ହୋଇପାରି ନଥିଲା। ଗୃହ ବାହାରେ…
Read More » -
ଏଇ ମାଟିର ଝିଅ ଭାବେ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି: ରାଷ୍ଟ୍ରପତି
ବାରିପଦା:: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସେ ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ନ୍ୟୁ ଜାମଶୋଳା ପ୍ରକଳ୍ପ, ବାଦାମପାହାଡ-କେନ୍ଦୁଝରଗଡ…
Read More » -
ରାଜ୍ୟରେ ମଦ ବିକ୍ରି ସହିତ ବଢୁଛି ଅବକାରୀ ରାଜସ୍ବ: ଅବକାରୀ ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ମଦ ବିକ୍ରି ସହିତ ଅବକାରୀ ରାଜସ୍ବ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଶନିବାର ବିଧାନସଭାରେ ଏକ ପ୍ରଶ୍ନ ନେଇ ଆଇନ…
Read More » -
ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି, ବାଧ୍ୟବାଧକତାରେ ଅତିରିକ୍ତ ବଜେଟ୍ ଆଣିଛନ୍ତି: ବିରୋଧୀ
ଭୁବନେଶ୍ବର: ରାଜ୍ୟ ସରକାର ମୂଳ ବଜେଟ୍କୁ ଯେପରି ଖର୍ଚ୍ଚ କରିବା କଥା କରିପାରିନାହାନ୍ତି। ହେଲେ ବାଧ୍ୟବାଧକତାରେ ଅତିରିକ୍ତ ବଜେଟ୍ ଆଣିଛନ୍ତି। ଯୋଜନାରେ ଅର୍ଥ ଖର୍ଚ୍ଚ ନକରି ଖାଲି…
Read More » -
ଡକ୍ଟର ବି ଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜଧାନୀରେ ସମ୍ବିଧାନ ପ୍ରଣେତା ଡକ୍ଟର ବି ଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଡକ୍ଟର ବି ଆର୍ ଆମ୍ବେଦକରଙ୍କ ୬୮ତମ…
Read More » -
ବିଧାନସଭାରେ ଉଠିଲା ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ବର: ପୁଣି ଆଜି ଗୃହରେ ଉଠିଛି ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ। କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗରେ ଆଲୋଚନା ଲାଗି ଦାବି କରିଥିଲେ। କିନ୍ତୁ ଏହାକୁ ବାଚସ୍ପତି ଅଗ୍ରାହ୍ୟ…
Read More »