ଜ୍ୟୋତିଷ
-
ବିଲେଇ ଦେଇଥାଏ ଶୁଭ ଓ ଅଶୁଭ ର ସଂକେତ, ଜାଣନ୍ତୁ କିପରି…
ଆପଣ ଯେତେବେଳେ ରାସ୍ତାରେ ଅଟୋ କିମ୍ଵା କୌଣସି ଗାଡ଼ିରେ ଯାଉଛନ୍ତି ସେତେବେଳେ ବିଲେଇ ରାସ୍ତା କାଟିଲା ତାକୁ ଅଶୁଭ ବୋଲି ସମାଜରେ ମାନ୍ୟତା ଅଛି । ଏହିଭଳି…
Read More » -
ବେଦ ଅନୁସାରେ ଆଉ କେତେ ଦିନ ରହିଲା କଳିଯୁଗ ଶେଷ ହେବାପାଇଁ ? ଶେଷରେ କଣ ହେବ
ବେଦ ଅନୁସାରେ କହିବାକୁ ଗଲେ ଆମେ ଏବେ କଳିଯୁଗରେ ଅଛୁ ଓ ଆଉ ଏକ କଥା ହେଉଛି ଯେତେବେଳେ ପାପର ଭାର ବଢିବାରେ ଲାଗିବ ସେତେବେଳେ କଳିଯୁଗର…
Read More » -
ଶରୀରର ଏହି ସ୍ଥାନରେ କଳାଯାଇ ଥିଲେ ହୋଇଥାଏ ଅଶୁଭ, ଜାଣନ୍ତୁ ଭୟଙ୍କର କଥା…
ସମୁଦ୍ର ଶାସ୍ତ୍ର ରେ କୁହା ଯାଇଛି କି ଯେଉଁ ମଣିଷ ଦେହରେ କଳାଯାଇ ଥିବ ତାହାର ଧନବାନ ହେବାର ଯୋଗ ରହିଛି। ଯେଉଁ ବ୍ୟକ୍ତି ର ନାଭିରେ…
Read More » -
ଯେଉଁଠି ବି ମିଳେ ଏହି ଫୁଲ ବାସ ଛିଣ୍ଡାଇ ଆଣନ୍ତୁ, ଭାଗ୍ୟ ବଦଳିଯିବ
ଆଜି ଆମେ ଆଲୋଚନା କରିବା ଗୋଟେ ସରଳ ଉପାୟ ବିଷୟରେ । ଏହି ଉପାୟ ଅବଲମ୍ବନ କଲେ ଆପଣଙ୍କ ଜୀବନ ବଦଳିବା ନିଶ୍ଚିତ ଅଟେ । ଏହାକୁ…
Read More » -
କୁକୁର ମାନେ ରାତିରେ କଣ ପାଇଁ କାନ୍ଦିଥାନ୍ତି
କଣ ଆପଣ ଜାଣନ୍ତି କୁକୁର ମାନେ କାହିଁକି ରାତିରେ କାନ୍ଦନ୍ତି? ମୁହଁ ଉପରକୁ କରି ବୋବାଇ ଥାନ୍ତି ଲମ୍ବା ସ୍ୱର ରେ? କଣ ସେମାନେ ଆତ୍ମା କୁ…
Read More » -
ଜାଣନ୍ତୁ ଘରକୁ ପିମ୍ପୁଡି ଆସିବା ଭଲ ନା ଖରାପ
ବାସ୍ତୁ ଅନୁସାରେ ଏମିତି କିଛି ସଙ୍କେତ ଅଛି ଯାହାକୁ ଶୁଭ ମାନି ନିଆଯାଇ ନଥାଏ। ସେଥିପାଇଁ ବନ୍ଧୁଗଣ ଆପଣ ମାନଙ୍କୁ ମୋର ଏହି ବିନମ୍ର ଅନୁରୋଧ କି…
Read More » -
ଭଗବାନ ରାମ ପୃଥିବୀକୁ କେମିତି ତ୍ୟାଗ କରିଲେ
ଆପଣ ସମସ୍ତଙ୍କୁ କହିଦେଉଛୁ କି ଶାସ୍ତ୍ର ଓ ପୁରାଣ ଅନୁସାରେ ଭଗବାନ ଶ୍ରୀ ରାମ ୧୦,୦୦୦ରୁ ବି ଅଧିକ ବର୍ଷ ପୃଥିବୀରେ ଶାସନ କରିଛନ୍ତି । ଏହି…
Read More » -
କଳିଯୁଗକୁ ନେଇ ଶ୍ରୀକୃଷ୍ଣ ପାଣ୍ଡବଙ୍କୁ କହିଥିଲେ ଏହି ୫ଟି ସତକଥା
ଭଗବାନ ଶ୍ରୀକୃଷ୍ଣ ମହାଭାରତ ସମୟରେ ହିଁ କଳିଯୁଗ ବିଷୟରେ ବିସ୍ତାର ପୂର୍ବକ ବର୍ଣ୍ଣନା କରି ଦେଇଥିଲେ । କଳିଯୁଗରେ ଲୋକ କେଉଁ ପ୍ରକାରର ହେବେ, ସେମାନେ ନିଜର…
Read More » -
ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଅବତାର ରାମ ଓ ସୀତା ରାଜା ଦଶରଥଙ୍କ ମୃତ୍ୟୁ ପରେ ତାଙ୍କର ପିଣ୍ଡ ଦାନ ପାଇଁ ବିହାର ସ୍ଥିତ ବୋଧ ଗୟା ଯାଇଥିଲେ । ସେହି ସମୟରେ ଏମିତି କିଛି ଘଟଣା ଘଟିଲା ଯେଉଁଥିପାଇଁ ମାତା ସୀତା ୪ ଜଣ ଲୋକଙ୍କୁ ଏମିତି ଅଭିଶାପ ଦେଲେ କି ଜାହର ପ୍ରଭାବ ଆଜି ପର୍ଯ୍ୟନ୍ତ ସେହି ଲୋକମାନଙ୍କ ଉପରେ ଅଛି । ଆଜି ଆମେ ସେହି ଲୋକମାନଙ୍କ ବିଷୟରେ ଜାଣିବା ଯେଉଁମାନଙ୍କୁ ମାତା ସୀତା ଅଭିଶାପ ଦେଇଛନ୍ତି । ବୋଦ୍ଧ ଗୟା ପହଞ୍ଚିବା ପରେ ଭଗବାନ ରାମ ଓ ଭାଇ ଲକ୍ଷ୍ମଣ ପିଣ୍ଡଦାନ ସାମଗ୍ରୀ ଆଣିବାକୁ ଯାଇଥିଲେ । କିନ୍ତୁ ଦୁଇ ଭାଇଙ୍କ ଆସିବାରେ ବିଳମ୍ବ ହେବା କାରଣରୁ ପିଣ୍ଡଦାନର ସମୟ ବିତି ଯାଉ ଥିଲା । ସେହି ସମୟରେ ଅଚାନକ ରାଜା ଦଶରଥ ଆବିର୍ଭାବ ହେଲେ ଓ ସେ ସୀତାଙ୍କୁ ପିଣ୍ଡଦାନ କରିବାକୁ ପାଇଁ କହିଲେ । ସେ କହିଲେ କି ତାଙ୍କୁ ଭୋକ ଲାଗିଛି । ସେଠୁ ମାତା ସୀତା କହିଲେ କି ତାଙ୍କୁ ତାଙ୍କର ପୁତ୍ରମାନଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । କାରଣ ସେମାନେ ଆପଣଙ୍କୁ ଚାଉଳ ଓ ତେଲର ପିଣ୍ଡ ତିଆରି କରି ଦାନ କରି ପାରିବେ । କିନ୍ତୁ ଦଶରଥ ଅପେକ୍ଷା କରିବାକୁ ମନା କରି ଦେଲେ । ମାତା ସିତାଙ୍କୁ ଫଲଗୁ ନଦୀର କୁଳର ବାଲିରେ ପିଣ୍ଡ ତିଆରି କରି ଦାନ କରିବା ପାଇଁ କହିଲେ । ରାମ ଓ ଲକ୍ଷ୍ମଣଙ୍କ ଆସିବା ପୂର୍ବରୁ ହିଁ ମାତା ସୀତା ସମସ୍ତ ବିଧି ବିଧାନ ସହ ପିଣ୍ଡ ଦାନ କରି ଦେଲେ । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ପାଞ୍ଚ ଜଣ ବ୍ୟକ୍ତି ଯିଏ ସାକ୍ଷୀ ଥିଲେ କି ମାତା ସୀତା ପିଣ୍ଡଦାନ କରିଛନ୍ତି, ସେମାନେ ହେଉଛନ୍ତି ଯଥା ବଟ ବୃକ୍ଷ, ଫଲ୍ଗୁ ନଦୀ, ଗାଈ, ତୁଳସୀ ଗଛ ଓ ଜଣେ ବ୍ରାହ୍ମଣ ଥିଲେ । କିନ୍ତୁ ଯେତେବେଳେ ରାମ ଓ ଲକ୍ଷ୍ମଣ ଫେରି ଆସି ପିଣ୍ଡଦାନ ବିଷୟରେ ସୀତାଙ୍କୁ ପଚାରିଲେ ତେବେ ମାତା ସୀତା ସମୟର ଗୁରୁତ୍ଵ ମହତ୍ଵ ବିଷୟରେ କହିଲେ ଓ ସେ ପିଣ୍ଡ ଦାନ କରି ଦେଇଛନ୍ତି ବୋଲି କହିଲେ । ନିଜ କଥାର ପ୍ରମାଣ ଦେବା ପାଇଁ ମାତା ସୀତା ସେହି ପାଞ୍ଚ ଜଣଙ୍କୁ ରାମଙ୍କୁ ସତ କହିବାକୁ କହିଲେ । କିନ୍ତୁ କେବଳ ବଟ ବୃକ୍ଷ ଛଡା ଆଉ କେହି ବି ସତ କହିଲେ ନାହିଁ । ନଦୀ, ଗାଈ, ତୁଳସୀ ଗଛ, ବ୍ରାହ୍ମଣ କହିଲେ କି ମାତା ସୀତା ପିଣ୍ଡଦାନ କରି ନାହାନ୍ତି । ଏହି ସମୟରେ ସ୍ଵୟଂ ଦଶରଥଙ୍କ ଆତ୍ମା ଭଗବାନ ରାମ ଓ ଲକ୍ଷ୍ମଣଙ୍କ ସାମ୍ନାରେ ଆସି କହିଲେ କି ସୀତା ସମସ୍ତ ବିଧି ବିଧାନ ସହିତ ତାଙ୍କୁ ପିଣ୍ଡଦାନ କରିଛନ୍ତି । ଏହା ପରେ ସିତାଙ୍କ ସତ୍ୟର ପ୍ରମାଣ ମିଳିଗଲା । କିନ୍ତୁ ସୀତା ସେହି ୪ ସାକ୍ଷୀଙ୍କୁ ଅଭିଶାପ ଦେଲେ । ଫଲ୍ଗୁ ନଦୀକୁ ଅଭିଶାପ ଦେଲେ କି ଗୟା ନଦୀ କେବଳ ପୃଥିବୀ ତଳେ ହିଁ ପ୍ରବାହିତ ହେବ ଓ ପୃଥିବୀ ଉପରେ ସବୁବେଳେ ଶୁଖିଲା ରହିବ । ଗାଈକୁ ଅଭିଶାପ ଦେଲେ କି ଗାଈକୁ ସମସ୍ତେ ପୂଜା କରିବେ କିନ୍ତୁ ତାକୁ ଅଇଁଠା ଖାଦ୍ୟ ଖାଇବାକୁ ପଡିବ । ତୁଳସୀ ଗଛକୁ ଅଭିଶାପ ଦେଲେ କି ଗୟାରେ କୌଣସି ତୁଳସୀ ଗଛ ରହିବ ନାହିଁ । ବ୍ରାହ୍ମଣ ଅଭିଶାପ ଦେଲେ କି ଗୟାର ବ୍ରାହ୍ମଣ ଜୀବନରେ କେବେ ସନ୍ତୁଷ୍ଟ ହେବେ ନାହିଁ ଓ ସବୁବେଳେ ଦରିଦ୍ରତାରେ ରହିବେ । ଶେଷରେ ମାତା ସୀତା ବଟ ବୃକ୍ଷକୁ ବରଦାନ ଦେଲେ କି ଯେ କୌଣସି ବି ବ୍ୟକ୍ତି ଗୟାରେ ପିଣ୍ଡ ଦାନ କରିବାକୁ ଆସିବେ ସେମାନେ ବଟ ବୃକ୍ଷକୁ ବି ପିଣ୍ଡ ଦାନ କରିବେ । ଏହି ଭଳି ଭାବରେ ମାତା ସୀତା ଅଭିଶାପ ସେଠି ଉପସ୍ଥିତ ଥିବା ୪ ସାକ୍ଷୀ ଆଜି ପର୍ଯ୍ୟନ୍ତ ଭୋଗୁଛନ୍ତି ।
ଗୋଟିଏ ବ୍ୟକ୍ତିର ପସନ୍ଦ ଓ ନା ପସନ୍ଦ ତାହାର ବ୍ୟକ୍ତିତ୍ବ ଓ ସ୍ଵଭାବର ଆଇନା ହୋଇଥାଏ । ଏହା ସହିତ ତାହାର ଜୀବନର କେତେକ ରହସ୍ୟ ବିଷୟରେ…
Read More » -
ମାତା ସୀତାଙ୍କ ଅଭିଶାପ କାରଣରୁ ଆଜି ବି ପୀଡିତ ଅଛନ୍ତି ଏହି ୪ଜଣ
ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଅବତାର ରାମ ଓ ସୀତା ରାଜା ଦଶରଥଙ୍କ ମୃତ୍ୟୁ ପରେ ତାଙ୍କର ପିଣ୍ଡ ଦାନ ପାଇଁ ବିହାର…
Read More »