ଜ୍ୟୋତିଷ

R ଓ S ନାମ ଲୋକ ଯଦି ଆପଣଙ୍କ ପାଖରେ ଅଛନ୍ତି, ତେବେ ନିଶ୍ଚୟ ପଢି ନିଅନ୍ତୁ ଏହି ଖବର

ସଂସାର ରେ ଲୋକ ଅଲଗା ଅଲଗା ପରିଚୟ ଦ୍ଵାରା ଅଛନ୍ତି ଠିକ ସେମିତି ଲୋକଙ୍କ ସ୍ଵଭାବ ମଧ୍ୟ ଅଲଗା ଅଲଗା ଅଛି ଯାହା ବୁଝି ପାରିବା ବହୁତ କଷ୍ଟ ଅଟେ । ସେଥିପାଇଁ କେତେକ ଥରେ ଆପଣ ଦେଖିଥିବେ ଯେ ଲୋକ ପ୍ରଥମ ଦେଖା ରେ ଲୋକ ଲୋକଙ୍କୁ ଭୁଲ ବୁଝି ଦିଅନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଲୋକଙ୍କ ସ୍ଵଭାବ ଜାଣି ପାରିବେ ।

ବହୁତ କମ ଦେଖା ରେ କାହା ସ୍ଵଭାବ ଜାଣିବା ଅସମ୍ଭବ ଅଟେ କାହିଁକିନା ହେଇ ପାରେ ସେହି ଲୋକ ଆପଣଙ୍କ ସହ ଦେଖା କଲା ବେଳେ ନିଜ ଅସଲ ସ୍ଵଭାବ ଦେଖଊ ନଥାଏ । ଜ୍ୟୋତିଷ ଶାସ୍ତ୍ର ରେ ଏହି ଅସୁବିଧାର ସମାଧାନ ମଧ୍ୟ ଅଛି, ଏହି ଉପାୟ ରେ ନାମର ପ୍ରଥମ ଅକ୍ଷର ଦ୍ଵାରା ବ୍ୟକ୍ତିର ସ୍ଵଭାବ ଜଣା ପଡିଥାଏ ଓ ଆଜି ଆମେ ଆପଣଙ୍କୁ ଏହି ଦୁଇଟି ଅକ୍ଷରରେ ଆରମ୍ଭ ହେଉଥିବା ନାମ ଲୋକଙ୍କ ସ୍ଵଭାବ ବିଷୟରେ କିଛି ବିଶେଷ କହିବାକୁ ଯାଉଛୁ ।

ପ୍ରଥମେ R ଅକ୍ଷର ଲୋକଙ୍କ ବିଷୟରେ :

ଯଦି ଆପଣଙ୍କ ସମ୍ବନ୍ଧ କୌଣସି R ଅକ୍ଷର ନା ଝିଅ ବା ପୁଅ ସହ ଅଛି ତେବେ ଆମେ ଆପଣଙ୍କୁ ଏହା କହିଦବାକୁ ଚାହୁଁଛୁ ଯେ ଏହି ନାମର ଲୋକ ବହୁତ ସ୍ଵାର୍ଥପର ହୋଇଥାନ୍ତି । ଏମିତି ଲୋକ କେବଳ ନିଜ ଲାଭ ପାଇଁ ଲୋକଙ୍କ ସହ ସମ୍ପର୍କ ରଖନ୍ତି, ଏହି ନାମର ଲୋକଙ୍କ ବିଶେଷତା ଏହା ଥାଏ ଯେ ସେ ସବୁବେଳେ କିଛି ନୂଆ ଖୋଜିବାରେ ଲାଗି ରୁହନ୍ତି । ଏହି ନାମର ଲୋକ ଜ୍ଞାନ ପାଇବା ପାଇଁ କିଛି ବି କରିବା ପାଇଁ ରେଡି ଥାନ୍ତି ।

S ନାମ ଲୋକ :

S ନାମର ଲୋକ ବହୁତ ଖୋଲା ମନର ଥାନ୍ତି ସେ ଯେଉଁ ଜାଗାରେ ଯାନ୍ତି ନିଜ ଅସ୍ତିତ୍ଵ ପାଇଁ ଲୋକଙ୍କ ମନରେ ଘର କରି ରହି ଯାଆନ୍ତି, ଲୋକ ଏହି ଲୋକଙ୍କୁ ବହୁତ ପସନ୍ଦ କରନ୍ତି । S ନାମର ଲୋକ ମନ ଧ୍ୟାନ ଦେଇ ନିଜ କାମ ପୂର୍ଣ କରିବା ପାଇଁ ଚେଷ୍ଟା କରନ୍ତି ଓ ମୁଣ୍ଡ ଖର୍ଚ କରି କାମ ସମ୍ପୂର୍ଣ କରନ୍ତି ।

ଆଜିକା ସମୟରେ ଏହି ନା ଲୋକ ସୋଶିଅଲ ମିଡିଆ ରେ ବହୁତ ଏକଟିବ ରୁହନ୍ତି । ପ୍ରାୟତଃ ଏହି ନାମ ଲୋକ ଅନ୍ୟ ଲୋକଙ୍କ ଠାରୁ ସାହାଯ୍ୟ ନବା ପସନ୍ଦ କରନ୍ତି ନାହିଁ, ଅନ୍ୟ ଲୋକଙ୍କୁ ଦୁଃଖି କରନ୍ତି ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button