ଜ୍ୟୋତିଷ

ଇଶ୍ଵରଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ମଞ୍ଜି ଓ ଜାଣନ୍ତୁ ଆପଣଙ୍କର କେଉଁ ଇଛା ବହୁତ ଶୀଘ୍ର ପୁରା ହେବାକୁ ଯାଉଛି

ନମସ୍କାର ବନ୍ଧୁଗଣ, ନିଜ ଭାଗ୍ୟ ବା ଆଗାମୀ ସମୟ ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ଯାହାଦ୍ୱାରା ମନକୁ ଟିକେ ଆଶ୍ଵସ୍ତି ମିଳିଥାଏ ଏହି ଦୌଡୁଥିବା ଜୀବନରେ । ଯଦି ଭଲ ଥିବ ତ ଖୁସି ଯଦି ଖରାପ ଥିବ ତେବେ ମନ ଦୁଃଖ ନକରି ତାକୁ ସଜାଡିବାର ରାସ୍ତା ଖୋଜିବେ ଏହା ତ ବହୁତ ସହଜ ନା ବନ୍ଧୁଗଣ । ତେବେ ଡେରି ନକରି ଆସନ୍ତୁ ଜାଣିବା ଆପଣ ବାଛିଥିବା ଦୁଦୁରା ମଞ୍ଜିରୁ ଆପଣଙ୍କ ଭାଗ୍ୟ ।

ପ୍ରଥମ ଦୁଦୁରା ମଞ୍ଜି: ଆପଣଙ୍କ ପରିଶ୍ରମ ଏବେ ଆପଣକ ଜୀବନରେ ରଙ୍ଗ ଭରିଦେବ । ଭାଗ୍ୟ ଏବେ ଆପଣଙ୍କର ଫାଇଦାର ରାସ୍ତା ଖୋଲୁଅଛି । ପରିଶ୍ରମର ଦୁଇ ଗୁଣ ଲାଭ ପାଇବେ । ଚାକିରି କ୍ଷେତ୍ରରେ ଦରମା ବଢିବାର ଯୋଗ ରହିଛି । ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆପଣ ନିଜ ମନ ନିବେଶ କରିବେ । ଯାହା ଆପଣଙ୍କୁ ବହୁତ ବଡ ସଫଳତା ଆଣିଦେବ । ନିଜ ମନରେ ଥିବା କୌଣସି ଗୋଟିଏ ଖାସ ଇଚ୍ଛା ଏବେ ଆପଣଙ୍କର ପୁରା ହେବାକୁ ଯାଉଛି ।

ଚାଲୁଥିବା ସମସ୍ୟାର ଚିନ୍ତା କରନ୍ତୁ ନାହିଁ । ସମ୍ପତି ଭାଗ ବାଣ୍ଟ ହେବାର ଯୋଗ ଦେଖାଉଛି ତେବେ ଏହି ସମସ୍ୟାର ବହୁତ ଶୀଘ୍ର ଆଉ ସହଜରେ ସମାଧାନ ହୋଇଯିବ । ସବୁବେଳେ ଅନୁଭବି ବ୍ୟକ୍ତିଙ୍କ ସହ ମିଳା ମିଶା କରନ୍ତୁ । ତାଙ୍କଠାରୁ ହିଁ ଜୀବନର ରାୟ ନିଅନ୍ତୁ ସମସ୍ତ କ୍ଷେତ୍ରରେ । ସବୁବେଳେ ନିଜ ପାଠ ପଢା ଓ କ୍ଯାରିଅରକୁ ହିଁ ଆଗରେ ରଖନ୍ତୁ ।

ଯଦି ପାଠ ପଢୁଛନ୍ତି ତେବେ ପ୍ରେମରେ ସମ୍ପର୍କ ଠାରୁ ଦୂରେଇ ରୁହନ୍ତୁ । ଦିତୀୟ ଦୁଦୁରା ମଞ୍ଜି: ପ୍ରତିଷ୍ଟିତ ବ୍ୟକ୍ତି ସହ ଆପଣ ସମ୍ପର୍କ ରଖିବେ । ଆର୍ଥିକ ଅସୁବିଧା ସମୟରେ ଆପଣଙ୍କ ବନ୍ଧୁ ଆପଣଙ୍କ ପାଇଁ ଠିଆ ହେବେ ଆପଣଙ୍କୁ ସାହାର୍ଯ୍ୟ କରିବେ । ସବୁବେଳେ ଧ୍ୟାନ ରଖନ୍ତୁ ଲୋକଙ୍କ ସହ ମିଳା ମିଶା କରିବା ସମୟରେ ନିଜ ବାଣୀ ଉପରେ ନିୟନ୍ତରଣ ରଖିବେ ।

କାରଣ ଏହି କାରଣ ପାଇଁ କିଛି ଲୋକ ଆପଣଙ୍କଠାରୁ ଦୂରେଇ ରହୁଛନ୍ତି । ସମୟ ଅନୁଯାୟୀ ନିଜ ଆଚାର ବ୍ୟବହାରରେ ପରିବର୍ତ୍ତନ ଆଣନ୍ତୁ । ସବୁଦିନ ସକାଳୁ ଉଠି ମନ୍ଦିର ଆଜି ଶିବଙ୍କ ଉପରେ ପାଣି ଚଢାନ୍ତୁ । ଏହାଦ୍ବାର ଆପଣଙ୍କ ମନରେ ସକାରାତ୍ମକ ଊର୍ଜାର ପ୍ରାପ୍ତି ହେବ । ଭବିଷ୍ୟତରେ ଆପଣ ଚାହୁଁଥିବା ନିବେଶରେ ଉନ୍ନତି ପାଇବେ ।

ସନ୍ତାନ ମାନଙ୍କର ସମସ୍ୟା ସକାରାତ୍ମକ ଭାବେ ସମାଧାନ କରନ୍ତୁ । ବ୍ୟର୍ଥ ଲାଗୁଥିବା କାମରେ ପଇସା ଏବଂ ସମୟ ନଷ୍ଟ କରନ୍ତୁ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button