ଜ୍ୟୋତିଷ

10 ଜୁନ ସୂର୍ଯ୍ୟ ପରାଗ ରେ 7ଟି ରାଶିର ବଦଳିବ ଭାଗ୍ୟ, 5ଟି ରାଶିର ହେବ ଭୟଙ୍କର କ୍ଷତି…. ଦେଖନ୍ତୁ ଆପଣଙ୍କ ରାଶିର କଣ ଅଛି

ସୂର୍ଯ୍ୟ ପରାଗ ଦ୍ଵାରା କେଉଁ ରାଶି ମାନଙ୍କୁ କିଭଳି ପରିଣାମ ମିଳିବ ଆସନ୍ତୁ ଜାଣିବା । ସୂର୍ଯ୍ୟ ପରାଗ ୧୦ ତାରିଖ ଦିନ ହେବାକୁ ଯାଉଛି ତେବେ ଆପଣ କଣ କଣ କରିବେ ଏହି ସମୟ ମଧ୍ୟରେ । ବିଶ୍ୱ ବ୍ରମହାଣ୍ଡ ପାଇଁ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ବର୍ଷରେ ୫ ରୁ ୭ ଟି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ହୋଇଥାଏ ।

କିନ୍ତୁ ଚଳିତ ବର୍ଷ ୨ ଟି ଚନ୍ଦ୍ରଗ୍ରହଣ ଓ ୨ ଟି ସୂର୍ଯ୍ୟପରାଗ ପୃଥିବୀ ପୃଷ୍ଠ ରେ ଦେଖାଯିବ । ଆସନ୍ତା ୧୦ ତାରିଖ ଗୁରୁବାର ର ଦିନ ମହାକାଶ ରେ ଚଳିତ ବର୍ଷ ର ୧ମ ସୂର୍ଯ୍ୟପରାଗ ଦୃଷ୍ଟିପାତ ହେବ । ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁସାରେ ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟପରାଗ ପର ଠାରୁ ଗ୍ରହ ନକ୍ଷତ୍ର ମଧ୍ୟରେ ଘଟିବାକୁ ଯାଉଛି ବଡ଼ ମହାସଂଯୋଗ । ଯାହାଫଳରେ ରାଶି ଚକ୍ର ରେ 12 ଟି ରାଶି ମାନଙ୍କ ଭାଗ୍ୟ ସମ୍ପୂର୍ଣ ବଦଳିଯିବ ।

ମେଷ ରାଶି – ଆପଣ ସୂର୍ଯ୍ୟ ପରାଗ ସମୟରେ ନିଜ ଇଷ୍ଟ ଦେବଙ୍କୁ ପୂଜା କରନ୍ତୁ । ଯଦି ଆପଣ ନିଜ ଇଷ୍ଟ ଦେବଙ୍କ ବିଷୟରେ ଜାଣି ନାହାନ୍ତି ତେବେ ଆପଣ ଏହି ସମୟ ରେ ଭଗବାନ ହନୁମାନ ଜି ଙ୍କୁ ଆରାଧନା କରନ୍ତୁ ।

ବୃଷ ରାଶି – ଏହି ରାଶିଙ୍କ ପାଇଁ ଏହି ପରାଗ ସମୟ ଖୁବ ଖରାପ ଅଟେ । କାରଣ ଆପଣଙ୍କ ରାହି ଉପରେ ହିଁ ଏହି ପରାଗ ହେବାକୁ ଯାଉଛି । ତେଣୁ କରି ଆପଣ ପରାଗ ଆରମ୍ଭରୁ କିଛି ନାଲି ସିନ୍ଦୁର ଦାନ କରନ୍ତୁ ଗଣେଶ ଭଗବାନ ଙ୍କୁ ଅର୍ପଣ କରନ୍ତୁ । ଓ ଗ୍ରହଣ ସମୟ ମଧ୍ୟରେ ଆପଣ ଗଣେଶ ଙ୍କୁ ଆରାଧନା କରନ୍ତୁ ।

ମିଥୁନ ରାଶି – ଏହା ଆପଣଙ୍କ ବୈବାହିକ ଜୀବନରେ ପ୍ରତିକୂଳ ପରିସ୍ଥିତି ଆଣିବ । ଏହି ସମୟରେ ଆପଣ ଭଗବାନ ବିଷ୍ଣୁ ଙ୍କର ଆରାଧନା କରନ୍ତୁ ।

କର୍କଟ ରାଶି – ଆପଣଙ୍କ ପାଇଁ ଏହି ପରାଗ କିଛି ମାତ୍ରା ରେ ଭଲ ଓ କିଛି ମାତ୍ରାରେ ଖରାପ ମଧ୍ୟ ଅଛି । ଆପଣ ନିଜ ଖରାପ କୁ କମ କରିବା ପାଇଁ ଭଗବାନ ଶିବଙ୍କୁ ଏହି ଗ୍ରହଣ କାଳରେ ସୁମରଣା କରନ୍ତୁ ।

ସିଂହ ରାଶି – ଏହି ରାଶିରେ ଆପଣଙ୍କ ୫ ଭାବରେ ଏହି ପରାଗ ଲାଗିବା ପାଇଁ ଯାଉଛି ତେଣୁ କରି ଏମାନଙ୍କ ସନ୍ତାନ ଓ ପ୍ରେମ ସମ୍ପର୍କ ପାଇଁ ଖୁବ ଖରାପ ସମୟ ଅଛି । ଆପଣ ଭଗବାନ ଶିବ ଙ୍କର ଆରାଧନା କରନ୍ତୁ ।

କନ୍ୟା ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ସୂର୍ଯ୍ୟ ପରାଗ ଖୁବ ଖରାପ ଅଟେ । ଏହା ପାଇଁ ଆପଣ ସୂର୍ଯ୍ୟ ପରାଗ ସମୟରେ ଭଗବାନ ସୂର୍ଯ୍ୟଙ୍କ ବୀଜ ମନ୍ତ୍ର ଜପ କରନ୍ତୁ ।

 

ତୁଳା ରାଶି – ଆପଣ ଙ୍କ ପାଇଁ ଏହା ଭଲ ଅଟେ ମାତ୍ର ପରାଗ ଲାଗିବା ପରେ ଆପଣ ମା ଦୂର୍ଗା ଙ୍କ ଆରାଧନା କରନ୍ତୁ । ଦେଖିବେ ଯେତିକି ଭଲ ଥିବ ତା ଅପେକ୍ଷା ଅଧିକ ଭଲ ହେବ ଆପଣଙ୍କ ଜୀବନରେ ।

ବିଛା ରାଶି – ଏହି ପରାଗ ଆପଣଙ୍କୁ ଆର୍ଥିକ ପରିସ୍ଥିତି ଭଲ ରହିବ ନି ଆପଣଙ୍କ ପରିବାରରେ ଖୁବ ଖରାପ ପ୍ରଭାବ ପଡିଆଣ ସର୍ବଦା ଝଗଡା ଲାଗି ରହିବ । ଆପଣ ସୁନ୍ଦରା କାଣ୍ଡ ର ପାଠ କରନ୍ତୁ । ଦେଖିବେ ଆପଣ ଖୁବ ଭଲ ଫଳ ପାଇବେ ।

ଧନୁ ରାଶି – ଏହି ପରାଗ ଆପଣଙ୍କ ପାଇଁ ଅଧିକ କ୍ଷତି ଆଣି ଦେବ । ଏହି ସମୟରେ ଆପଣ ନିଜକୁ ସମ୍ଭାଳି ବିଷ୍ଣୁ ସହସ୍ର ନାମ ଜପ କରନ୍ତୁ ଏହା ଆପଣଙ୍କ ପାଇଁ ଖୁବ ଭଲ ଅଟେ ।

ମକର ରାଶି – ଏହି ରାଶିରେ ପରାଗର ଖୁବ ଖରାପ ପ୍ରଭାବ ହେବାକୁ ଯାଉଛି । ହୁଏ ତ ଆପଣ ଦେହ ଖରାପ ରେ ପଡି ପାରନ୍ତି । ନ ହେଲେ ଆପଣ ଖୁବ ଆର୍ଥିକ ସଙ୍କଟ ଭୋଗ କରିବେ । ଏଥିରୁ ବଞ୍ଚିବା ପାଇଁ ଆପଣ ଭଗବାନ ଶିବଙ୍କ ଆରାଧନା କରନ୍ତୁ ।

କୁମ୍ଭ ରାଶି – ଏହି ରାଶି ପାଇଁ ପରାଗ ଖୁବ ଫଳ ଦାୟୀ ଅଟେ । ଏହା ପାଇଁ ଆପଣ କିଛି କରିବା ଆବଶ୍ୟକ ନାହିଁ ଯଦି ଆପଣ ଆହୁରି ଭଲ ଫଳ ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଓସ୍ତ ଗଛ ମୂଳରେ ପରାଗ ସାରିଲା ପରେ କିଛି ସୋରିଷ ତେଲ ନେଇ ଢାଳି ଦେଇ ଆସନ୍ତୁ ।

ମୀନ ରାଶି – ଏହି ରାଶିର ଲୋକମାନଙ୍କ ସମ୍ପର୍କ ଖରାପ ହୋଇ ପାରେ ନିଜ ମାତା ପିତା ଙ୍କ ସହ । ଆପଣ ଦେଖିବେ କି ଜେଭଳି ଆପଣ କିଛି ଗହମ ଦାନ କରି ପାରନ୍ତି ପରାଗ ଶେଷ ହେବା ପରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button