ଏମିତି ପୁରୁଷଙ୍କ ପତ୍ନୀ ଅନ୍ୟ ବ୍ୟକ୍ତି ସହ ରକହନ୍ତି ପ୍ରେମ ସମ୍ପର୍କ- Shukra Niti

ଶୁକ୍ରାଚର୍ଯ୍ୟ ମହତ୍ଵପୂର୍ଣ ଜ୍ଞାନ ଦେଇଛନ୍ତି, ଏହାର ଅଧ୍ୟୟନ କରି ସାଧାରଣ ମନୁଷ୍ୟବି ଶକ୍ତିଶାଳୀ ଧନବାନ ଓ ଶତ୍ରୁ ଉପରେ ବିଜୟ ପାଇପାରିବ । ଯଦି ଆପଣଙ୍କ ଜୀବନରେ ଯଦି କଠିନ ରହିଛି, ଯେଉଁ ବ୍ୟକ୍ତି ଜାଣିଶୁଣି ଆପଣଙ୍କୁ ଦୁଃଖ ଦେବାକୁ ଚେଷ୍ଟା କରିଥାଏ । କି ଯଦି ଆପଣଙ୍କ ଅପମାନ କରିଥାଏ, ଯଦି କେହି ସ୍ତ୍ରୀ ଆପଣଙ୍କ ଉପଯୋଗ କରି ଆପଣଙ୍କୁ ତିରସ୍କାର କରିଥାଏ । ଯଦି ଆପଣଙ୍କ ନିଜ ଲୋକ ଆପଣଙ୍କ ସହିତ ପର ବ୍ୟକ୍ତିଭଳି ବ୍ୟବହାର କରିଥାଏତ ଆପଣ ଶୁକ୍ରନୀତିକୁ ଅବଶ୍ୟ ପଢନ୍ତୁ। ଆପଣଙ୍କୁ ଏହି ବିକଟ ପରସ୍ତିତିରୁ କେମିତି ବାହାରିବେ ଜାଣିପାରିବେ ଓ ଆପଣ ନିଜକୁ ଏତେ ସକ୍ଷମ ବନାଇଦେବେ କେହି ସ୍ତ୍ରୀ, ଶତ୍ରୁ, କି ଦୁଷ୍ଟ ପୁରୁଷ ଆପଣଙ୍କ କିଛି ବିଗାଡି ପାରିବ ନାହିଁ ।
ଶୁକ୍ରାଚାର୍ଜ୍ୟ ପୁରୁଷ ମାନଙ୍କ ବିଷୟରେ କହିଛନ୍ତିକି ଯେଉଁ ପୁରୁଷ ଅତ୍ୟନ୍ତ କ୍ରୋଧୀ ହୋଇଥାଏ । ସ୍ତ୍ରୀର ଛୋଟ ଛୋଟ ଭୁଲ ଉପରେ କ୍ରୋଧ କରିଥାଏ ଏମିତି ପୁରୁଷ ସହିତ ସେହି ସ୍ତ୍ରୀ ମନରେ ଭଲ ପାଇନଥାଏ । ଏମିତି ସ୍ତ୍ରୀକୁ ଯଦି ଭଲପାଇବା ବାଲା ଓ ତ ପାଇଁ ଚିନ୍ତା କରୁଥିବା ପୁରୁଷ ମିଳିଥାଏ ସେ ତା ସ୍ଵାମିଠାରୁ ତାକୁ ଅଧିକ ଭଲପାଇବା ଦେଇଥାଏ । ସ୍ଵାମୀକୁ ସ୍ତ୍ରୀ ଉପରେ ବେସୀ ରାଗିବା ଠିକ ହୋଇନଥାଏ ।
ଯେଉଁ ପୁରୁଷ ନପୁଂସକ ଭଳି ବ୍ୟବହାର କରିଥାଏ ନିଜ ସ୍ତ୍ରୀକୁ ଶାରୀରିକ ସମ୍ପର୍କ ଦ୍ଵାରା ସନ୍ତୁଷ୍ଟ କରିନଥାଏ । ସେଥି ପାଇଁ ସ୍ତ୍ରୀ ସବୁବେଳେ ବିରକ୍ତ ହୋଇଥାଏ । ସ୍ତ୍ରୀକୁ ସବୁବେଳେ ନିଜର କରି ରଖିବା ପାଇଁ ତାର କାମନାକୁ ପୂରା କରିବା ଆବଶ୍ୟକ ହୋଇଥାଏ । ପଟିକୁ ଏହି କଥା ଧ୍ୟାନରେ ରଖିବା ଉଚିତ । ଦେଇଥାଏ ଯେଉଁ ପୁରୁଷ ଛୋଟ ଛୋଟ କଥାରେ ସ୍ତ୍ରୀକୁ ଦଣ୍ଡ ଦେଇଥାଏ ଓ ତା ସହିତ ହିଂସା କରିଥାଏ । ଏମିତି ସ୍ଵାମୀକୁ ତ୍ୟାଗ କରିବା ହିଁ ଉଚିତ ହୋଇଥାଏ ।