ସ୍ୱାସ୍ଥ୍ୟ

ରକ୍ତ ତିଆରି କରିବାର ମେଶିନ ଅଟେ ଏହି ଶସ୍ତା ଜିନିଷ, ଏହାର ଗୋଟେ ଦାନା ରେ ଅଛି ୧୨ଟି ଡାଳିମ୍ବର ଶକ୍ତି, ରୋଗ ରହିବ ବହୁତ ଦୂରେ

ଏହି କଥାରେ କୌଣସି ସନ୍ଦେହ ନାହିଁ, ଯେ ଆମେ ନିଜ ଆମେ ସ୍ୱାସ୍ଥ୍ୟ ଧ୍ୟାନ ନରଖିଲେ ଓ ଖାଇବା ପିଇବା ଉପରେ ଧ୍ୟାନ ନଦେଲେ ଆମକୁ ଅସୁବିଧା ହୋଇ ଥାଏ । ଯଦି ଆମେ ଖାଇବା ରେ ପ୍ରୋଟିନ ଜିନିଷ ନ ଖାଇଲେ ଆମକୁ ବହୁତ ପ୍ରକାର ରୋଗ ହୋଇ ଥାଏ, କୁହା ଯାଏ ଯେ ସ୍ୱାସ୍ଥ୍ୟ ସବୁ ଠାରୁ ବଡ ପୁଞ୍ଜି ହୋଇ ଥାଏ । ଆଜିକା ଲୋକ ସ୍ୱାସ୍ଥ୍ୟ ପାଇଁ କମ ଓ ଧନ ପଛରେ ଅଧିକ ଦୌଡୁଛନ୍ତି ସେଥିପାଇଁ ଲୋକଙ୍କ ଜୀବନ ରେଖା କମି କମି ଚାଲିଛି | ଯଦି ଆମେ ପୋଷ୍ଟିକ ଆହାର ନ ଖାଇବୁ ତେବେ ଆମ ଶରୀର ରେ ଆଇରନ ମାତ୍ରା କମି ଯାଇ ଥାଏ, ଏହା ଦ୍ଵାରା ଶରୀର ରେ ରକ୍ତ କମି ଯାଇ ଥାଏ ।

ସେଥିପାଇଁ ଯଦି ଆପଣ ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ଚାହାଁନ୍ତି ତେବେ ଆପଣଙ୍କୁ ପୋଷ୍ଟିକ ଖାଦ୍ୟ ଖାଇବା ଆରମ୍ଭ କରିବା ଉଚିତ ଅଟେ । ଏହା ଛଡା ଆପଣ ନିଜ ଖାଦ୍ୟ ସହ କିଛି ଡ୍ରାଇ ଫୃଟ ମଧ୍ୟ ଖାନ୍ତୁ, ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭ ପ୍ରଦ ହୋଇ ଥାଏ । ଆପଣଙ୍କୁ ଆମେ କହିବାକୁ ଯାଉଛୁ ଯେ ଡ୍ରାଇ ଫୃଟ ଆମ ଶରୀର ରେ ଆଇରନ ମାତ୍ରା ବଢେଇ ଥାଏ, ଯାହା ଦ୍ଵାରା ଆପଣଙ୍କ ରକ୍ତ ଅଭାବ ସମସ୍ୟା ଦୂର ହୋଇ ଥାଏ ।

ଏହା ଛଡା ଡକ୍ଟରମାନଙ୍କ ଅନୁଯାଇ ଯଦି ଦିନ ଆରମ୍ଭ ଡ୍ରାଇ ଫୃଟ ଦ୍ଵାରା ହୋଇ ଥାଏ ତେବେ ଆପଣଙ୍କ ପୁରା ଦିନ ବାହୁତ ଭଲ ରେ ଜୀବ ଆପଣ ନିଜକୁ ବହୁତ ସ୍ଵସ୍ଥ ଅନୁଭବ କରିବେ । ଡ୍ରାଇଫୃଟ ସେବନ ଦ୍ଵାରା ବ୍ରେନ ଷ୍ଟ୍ରୋକ, କ୍ୟାନ୍ସର ଏବଂ ହାର୍ଟ ସମସ୍ୟା ଭଳି ଭୟଙ୍କର ରୋଗରୁ ବି ମୁକ୍ତି ମିଳି ଥାଏ, ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ପିସ୍ତା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇ ଥାଏ ।

ପିସ୍ତା ଗୋଟେ ଦାନା ରେ ୧୨ଟି ଡାଳିମ୍ବ ଶକ୍ତି ହୋଇ ଥାଏ, ଗୋଟେ ଅଧ୍ୟୟନ ଅନୁଯାଇ ପ୍ରତି ଦିନ ଡ୍ରାଇ ଫୃଟ ଖାଇଲେ ହାର୍ଟ ରୋଗ ପ୍ରାୟତଃ ୩୦% କମି ଯାଇ ଥାଏ ଓ କ୍ୟାନ୍ସର ଭଳି ରୋଗ ମଧ୍ୟ ୧୧% କମ ହୋଇ ଯାଏ । ଯଦି ଆପଣ ପ୍ରତି ଦିନ ଖାଦ୍ୟ ସହ ଡ୍ରାଇ ଫୃଟ ସେବନ କରନ୍ତି ତେବେ ଆପଣଙ୍କୁ ବହୁତ ପ୍ରକାର ରୋଗ ଠାରୁ ମୁକ୍ତି ମିଳି ଥାଏ ଓ ଆପଣ ନିଜକୁ ବହୁତ ସ୍ଵସ୍ଥ ମନେ କରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button