ପ୍ରତିଦିନ ଗରମ ଚା’ ର ସେବନ କରୁଛନ୍ତି କି ! ତେବେ ଏହି କଥା ନିହାତି ଜାଣି ରଖନ୍ତୁ, ନହେଲେ ବହୁତ ବଡ ଅସୁବିଧା ହୋଇଯିବ –

ବନ୍ଧୁଗଣ ଚା’ ପିଇବାକୁ ପ୍ରାୟ ଅଧିକାଂଶ ଲୋକ ପସନ୍ଦ କରନ୍ତି । ଏମିତିକି ସକାଳୁ ଉଠିବା ପରେ ଆଗ ମୁହଁ ନଧୋଇ କି ପାଣି ନପିଇ କିଛି ଲୋକେ ଆଗେ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଭାରତରେ ଚା’ ଏକ ଏମିତି ପାନୀୟ ପଦାର୍ଥ ଅଟେ ଯାହାକୁ ଅଧିକାଂଶ ଲୋକ ପିଇବା ପାଇଁ ପସନ୍ଦ କରନ୍ତି । ଶିତଦିନେ ବେଶୀ ପିଇବା ଦ୍ଵାରା ସମସ୍ତଙ୍କୁ ଭଲ ଲାଗିଥାଏ । ଯେଉଁ ଲୋକଙ୍କର ଚା’ ପିଇବାର ଏକ ଅଭ୍ଯାସ ହୋଇଯାଇଥିବ । ସେମାନେ ଚା’ ନପିଇ ଗୋଟେ ଦିନ ମଧ୍ୟ ରହି ପାରିନଥାନ୍ତି ।
ଜଦି ଆପଣ ବି ଚା ପିଇବାର ସଉକିନ ରଖିଥାନ୍ତି । ତେବେ କିଛି ରିସର୍ଚରୁ ଜଣାପଡିଛି କି ଏହା ବିଷୟରେ ଜାଣିବା ବହୁତ ଜରୁରୀ ଅଟେ । ସବୁବେଳେ ଚା’ ପିଉ ଥିବା ଲୋକଙ୍କ ଦିମାଗ ଚା ପିଉ ନଥିବା ଲୋକଙ୍କ ଦିମାଗ ଠାରୁ ବେଶୀ ସୁସ୍ଥ ରହିଥାଏ । ହେଲେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ ।
ଯେ ଅଧିକ ଗରମ ଚା’ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ଶିଙ୍ଗାପୁରରେ ହୋଇଥିବା ରିସର୍ଚରେ ଦାବି କରାଯାଇଛି କି ସବୁବେଳେ ଚା’ ପିଉଥିବା ଲୋକଙ୍କ ଦିମାଗ, ଚା’ ପିଉ ନଥିବା ଦୀମାଗ ତୁଳନାରେ ବେଶୀ କାମ କରିଥାଏ । ପୂର୍ବରୁ ହୋଇଥିବା ରିସର୍ଚରୁ ଏହି କଥା ପ୍ରମାଣ ହୋଇଛି କି ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ । ଏହା କେବଳ ଦିମାଗକୁ ଠିକ କରେନି, ବଂର ହୃଦୟ ଓ ନିଶା ସମ୍ବଦ୍ଧିତ ବେମାରୀ ଠାରୁ ବଞ୍ଚାଇଥାଏ ।
ବେଶୀ ଲୋକଙ୍କୁ ଗରମ ଚା’ ଓ କଫି ଭଲ ଲାଗେ, କିନ୍ତୁ ଏହା ସ୍ୱାସ୍ଥ୍ୟ ଉପରେ କୁ- ପ୍ରଭାବ ପକାଇଥାଏ । ରିସର୍ଚ ଅନୁଯାଇ ଗରମ ଚା’ ପିଉଥିବା ଲୋକଙ୍କର କ୍ୟାନ୍ସର ହେବାର ସମ୍ଭାବନା ଅଧିକ ଥାଏ । ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି ।
ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।