ଜ୍ୟୋତିଷ

ଶୋଇବା ଆଗରୁ ସ୍ତ୍ରୀ ସହ କରନ୍ତୁ ଏହି କାମ, ୭ ଦିନରେ ଭାଗ୍ୟ ସଂପୂର୍ଣ୍ଣ ବଦଳିଯିବ

ସ୍ଵାମୀ ଆଉ ସ୍ତ୍ରୀ ସମ୍ପର୍କ ଏମିତି ଗୋଟେ ସମ୍ପର୍କ ଯେଉଁଥିରେ ଭଲ ପାଇବା ଯେତେ ହୋଇଥାଏ ସେତିକି ବୁଝା ମଣା ମଧ୍ୟ ହୋଇଥାଏ, ସବୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଝଗଡା ହବ କିଛି ବଡ କଥା ନୁହେଁ ଏହା ସବୁବେଳେ ଚାଲିଥାଏ କିନ୍ତୁ କିଛି ସ୍ଥାନରେ ଏହି ଛୋଟ ଛୋଟ ଝଗଡା ବହୁତ ବିରାଟ ବଡ ରୂପ ନେଇଥାଏ ଯାହା ପରେ ଦୁହିଙ୍କ ମଧ୍ୟ ପ୍ରେମ କମିଯାଇଥାଏ ଆଉ ଦୁହେଁ ଦୁହିଙ୍କ ଠାରୁ ଅଲଗା ହବାର ବିଚାର କରନ୍ତି । ତେବେ କଣ ଆପଣ ଏମିତି କିଛି ଉପାୟ ଜାଣିଛନ୍ତି ଯାହା ଦ୍ଵାରା ସ୍ଵାମୀ ସ୍ତ୍ରୀ ସମ୍ପର୍କ ଗଭୀର ହୋଇଥାଏ ଆଉ ତାଙ୍କୁ କିଛି ଆସୁବିଧା ସମ୍ମୁଖୀନ ମଧ୍ୟ ହବାକୁ ପଡିନଥାଏ ।  ସ୍ତ୍ରୀ ତା ଜୀବନରେ ନିଜ ଘର ପରିବାର ସବୁ ଛାଡି ନିଜ ସ୍ଵାମୀ ପାଖକୁ ଆସିଥାଏ ତେବେ ସ୍ବାମୀର ଏକମାତ୍ର କର୍ତ୍ତବ୍ୟ ନିଜ ସ୍ତ୍ରୀକୁ ସୁଖ ଦବା ଯଦି ଆପଣ ସେତିକି କରି ପାରିବେ ନାହିଁ ତେବେ କେମିତି ଚଳିବ ।

୧. ପ୍ରଥମ ଉପାୟ ସବୁ ସ୍ଵାମୀ ମାନଙ୍କୁ ନିଜ ସବୁ କାମ ସମାପ୍ତ କରି ସ୍ତ୍ରୀ ଶୋଇବା ବେଳେ ତା ସହ କିଛି ମିଠା କଥା କହିବା ଉଚିତ । ରାତିରେ ରୋମାଣ୍ଟିକ କଥା କହିଲେ ସ୍ତ୍ରୀ ମାନଙ୍କ ମନ ଶାନ୍ତ ହୋଇଥାଏ ଆଉ ସ୍ତ୍ରୀ ମାନେ ନିଜ ଦିନସାରା ଅସୁବିଧା ଭୁଲି ଖୁସି ହୁଅନ୍ତି ।

୨.ଗୋଟେ ଅଧ୍ୟୟନ ଅନୁଯାଇ ଏହା ଜଣା ପଡିଛି ଯେ ଯେଉଁ ଦମ୍ପତି ରାତିରେ ଆଲିଙ୍ଗନ କରି ସୋଇଥାନ୍ତି ତାଙ୍କ ମଝିରେ ଭଲ ପାଇବା ସବୁବେଳେ ବଢିବାକୁ ଲାଗିଥାଏ ଆଉ ଏହି ଭଳି ପୁରୁଷଙ୍କ ସ୍ତ୍ରୀ କେବେ ତାଙ୍କୁ ଧୋକା ଦିଅନ୍ତି ନାହିଁ ।

୩. ଯଦି ଆପଣଙ୍କ ସ୍ତ୍ରୀ ଜଣେ ଗୃହିଣୀ ତେବେ ସେ ଘର କାମ କରି ଥକି ଯାଇଥାନ୍ତି ଆବଶ୍ୟକ ପଡିଲେ ବା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଆପଣଙ୍କୁ ତାଙ୍କୁ ଘଷା ମୋଡା କରି ଦବା ଉଚିତ ହୋଇଥାଏ ।

୪. ଏହା ଛଡା ଯଦି ଆପଣଙ୍କ ସ୍ତ୍ରୀ ବାହାରେ କାମ କରୁଛନ୍ତି ତେବେ ତାଙ୍କୁ ଘର କାମ କରିବା ସହ ଅଫିସ କାମ ମଧ୍ୟ କରିବାକୁ ପଡିଥାଏ ସେଥିପାଇଁ ତାଙ୍କର ବିଶେଷ ଧ୍ୟାନ ରଖନ୍ତୁ ଏହା ସହ ତାଙ୍କ ମୁଡ ଭଲ କରିବା ପାଇଁ ଜୋକ ଇତ୍ୟାଦି ଶୁଣନ୍ତୁ ନଚେତ ଦୁହେଁ ମିଶି କିଛି ଫିଲ୍ମ ଦେଖନ୍ତୁ ଦେଖିବେ ଆପଣଙ୍କ ମଧ୍ୟରେ ଝଗଡା କମ ହବ ଆଉ ଦୁହିଙ୍କୁ ପ୍ରେମ ହବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button