ସ୍ୱାସ୍ଥ୍ୟ

ଧଳା ବାଳକୁ ସବୁ ଦିନ ପାଇଁ କରନ୍ତୁ ମୂଳରୁ କଳା, ଏହି ଚମତ୍କାରୀ ଉପାୟ ଦ୍ଵାରା

ଆଗ ସମୟରେ ବୁଢୀ ମା ମାନଙ୍କର ମଧ୍ୟ ଚୁଟି ଦେଖିବାକୁ ବହୁତ ସୁନ୍ଦର ଥିଲା ଷେ ସେହି ସମୟରେ ଯାହା ଲଗାଉଥିଲେ ତାହା ଅସଲ ହାଉଥିଲା କିନ୍ତୁ ବର୍ତମାନ ସବୁ ନକଲି ମିଳୁଛି, ତେଲ ଠାରୁ ଆରମ୍ଭ କରି ଶ୍ୟାମ୍ପୁ ସବୁ ନକଲି ଆଉ ଖାଇବା ଜିନିଷ ସବୁ ସାର ଦିଆ କିଛି ଭଲ ନଥାଏ । ତେବେ ଖାଇବା କଣ ଉଚିତ ଆଉ କଣ କରିବା ଦ୍ଵାରା ଚୁଟି କଲା ଗହବା ଆଉ ସୁନ୍ଦର ହୋଇ ରହିବ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ କଣ ଉପାୟ କଲେ ଆପଣଙ୍କ ଚୁଟି ବଢିବା ସହ କଲା ହବ ଆଉ ସୁନ୍ଦର ହବ ।

ଆପଣ ମାନେ ଭୁଶୁଙ୍ଗ ପତ୍ର ନିଜ ଖାଇବାରେ ବ୍ୟବହାର କରୁଥିବେ ତେବେ ଏହାକୁ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିଥାଏ ସବୁ ଦିନ ୪ରୁ ୫ ପତ୍ର ଭୁଶୁଙ୍ଗ ପତ୍ର ଖାଇବା ଉଚିତ ହୋଇଥାଏ । ତେବେ ଆପଣ ପତ୍ର ତୋଳି ଆଣନ୍ତୁ ଆଉ ଛୋଟ ଗିନାରେ ତାକୁ ରଖନ୍ତୁ ଏହା ପରେ ଗୋଟେ ଗ୍ଳାସ ପାଣି ନିଅନ୍ତୁ ସେଥିରେ ପତ୍ର ଗୁଡିକ ପକାଇ ଗ୍ଯାସ ଉପରେ ଚଢେଇ ଦିଅନ୍ତୁ ଏହାକୁ କମ ଆଞ୍ଚରେ ବସେଇବେ କେବେ ହାଇ କରିବେ ନାହିଁ ଏହା ପରେ ପାଣିରେ ପତ୍ର ପକାଇ ଦିଅନ୍ତୁ ।

ଏହା ପରେ ତାକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ ଏହା ପରେ ଆପଣ ଭଲ ଭାବରେ ଗୋଟେ ଗ୍ଳାସ ପାଣି ଫୁଟି ଫୁଟି ଅଧା ହେଲା ପରେ ତାକୁ ଗ୍ଯାସ ବନ୍ଦ କରି ଦିଅନ୍ତୁ ଏହା ପରେ ଆପଣ ତାକୁ ଥଣ୍ଡା ହବା ପାଇଁ ଛାଡି ଦିଅନ୍ତୁ । ମନେ ରଖନ୍ତୁ ଏହା ସବୁ କରିବା ଆଗରୁ ପତ୍ର ଭଲ ଭାବରେ ଧୋଇବେ କାହିଙ୍କିନା ଆଜିକା ସମୟରେ ଯେତେ ଧୁଳି ହାଉଛି ଆପଣ ଭଲ କରିବା ପାଇଁ ଗଲେ ଧୁଳି ସବୁ ନଷ୍ଟ କରି ଦବ ସେଥିପାଇଁ ଆଗ ଧୋଇ ଆଣନ୍ତୁ । ଏହା ଥଣ୍ଡା ହେଲା ପରେ ତାକୁ ଛାଣି ଗୋଟେ ବୋତଲରେ ରଖନ୍ତୁ ।

ଆଉ ଯେଉଁ ଦିନ ଆପଣଙ୍କୁ ଚୁଟି ଧୋଇବାର ଥିବ ତା ପୂର୍ବ ଦିନ ରାତିରେ ଆପଣ ଏହାକୁ ନିଜ ଚୁଟିରେ ଲଗାନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ ଆପଣଙ୍କ ଚୁଟି କଲା ଗହବା ଆଉ ସୁନ୍ଦର ହବ । ଆପଣ ଏହାର ପେଷ୍ଟ ମଧ୍ୟ ତିଆରି କରି ପାରିବେ ଆପଣ କଞ୍ଚା ଭୁଶୁଙ୍ଗ ପତ୍ର ନିଅନ୍ତୁ ତାକୁ ଗ୍ରାଇଣ୍ଡ କରି ନିଅନ୍ତୁ ଏହା ପରେ ଆପଣ ସେଥିରେ ଦହି ମିଶାନ୍ତୁ ଆଉ ମୁଣ୍ଡ ଧୋଇବା ୨ ଘଣ୍ଟା ଆଗରୁ ମୁଣ୍ଡରେ ଲଗାଇ ଦିଅନ୍ତୁ ଏହା ପରେ ଚୁଟି ଧୁଅନ୍ତୁ ଦେଖିବେ ଆପଣଙ୍କ ଚୁଟି ବହୁତ ସୁନ୍ଦର ହବ ଆଉ ଝଡିବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button