ଜ୍ୟୋତିଷ

ହିନ୍ଦୁ ଧର୍ମ ଅନୁସାରେ ଏହି 7ଟି ଅଭ୍ଯାସ ହେଉଛି ସବୁଠୁ ବଡ ପୂଣ୍ୟ

ବନ୍ଧୁଗଣ, ଆପଣ ମାନେ ହିନ୍ଦୁ ଧର୍ମ ର ଗ୍ରନ୍ଥ ମାନଙ୍କ ମଧ୍ୟରୁ ଗରୁଡ ପୁରାଣ ସମ୍ବନ୍ଧରେ ନିଶ୍ଚିତ ଶୁଣିଥିବେ । ଯାହାକୁ ବ୍ୟକ୍ତି ଜଣଙ୍କ ଦେ-ହ-ତ୍ୟା-ଗ କରିବା ସମୟରେ ପାଠ କରାଯାଇଥାଏ । ଗରୁଡ ପୂରଣ ଦ୍ଵାରା ଆମ୍ଭକୁ ଜ୍ଞାନ, ନୀତି, ଧର୍ମ, ସମୁଦ୍ର ଶାସ୍ତ୍ର, ଜ୍ଯୋତିଷ, ଆୟୁର୍ବେଦ ସମ୍ବନ୍ଧରେ ସୂଚନା ମିଳିଥାଏ । ବନ୍ଧୁଗଣ ଏହି ଗରୁଡ ପୁରାଣରେ ୭ କଥା ଗୁଡିକ ର ଉଲ୍ଲେଖ କରାଯାଇଛି, ଯାହାକୁ ଧର୍ମମୟ ବର୍ଜିତ ମାନାଯାଇଅଛି । ଯଦି ଆପଣ ଏହାକୁ କରନ୍ତି ତେବେ ଆପଣଙ୍କ ଠାରୁ ବଡ ପାପୀ ଆଉ କେହି ନୁହନ୍ତି । ଆସନ୍ତୁ ଜାଣିବା ଯେ ଗରୁଡ ପୁରୁଣା ର ସେହି ୭ଟି କଥା କଣ ଅଟେ ।

୧- ସଯମ ଏବଂ ସତର୍କତା;- ଗରୁଡ ପୁରାଣରେ କୁହାଯାଇଛି ଯେ, ସତୃଙ୍କ ସହିତ ଲଢିବା ପାଇଁ ଆମ୍ଭକୁ ସର୍ବଦା ସତର୍କ ଏବଂ ଚତୁରତାର ସହିତ ରହିବାକୁ ହେବ । କାରଣ ଶତ୍ରୁ ସର୍ବଦା ଆମ୍ଭକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥାନ୍ତି । ଏଭଳି କ୍ଷେତ୍ରରେ ଯଦି ଆମ୍ଭେ ସତର୍କତା ର ସହିତ ନ ରହିଥାଉ ତେବେ, ଆମ୍ଭେ ଶତ୍ରୁଠାରୁ ପରାଜୟ ହୋଇଥାଉ ।

୨- ସଫା ଏବଂ ସୁଗନ୍ଧିତ ପୋଷାକ ପିନ୍ଧିବା;- ବନ୍ଧୁଗଣ ଯଦି ଆପଣ ଧନୀ, ଏବଂ ସୌଭାଗ୍ୟଶାଳୀ ହେବାକୁ ଚାହୁଞ୍ଚନ୍ତି ତେବେ ଆପଣ ସଫାସୁତରା, ସୁନ୍ଦର ବସ୍ତ୍ର ର ପରିଧାନ କରନ୍ତୁ । ଗରୁଡ ପୁରାଣ ଅନୁସାରେ ସେହି ଲୋକମାନଙ୍କର ସୌଭାଗ୍ୟ ନଷ୍ଟ ହୋଇଯାଇ ଥାଏ, ଯେଉଁମାନେ ଅପରିଷ୍କାର ବସ୍ତ୍ର ପରିଧାନ କରିଥାନ୍ତି । ଏଭଳି ଗୃହରୁ ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଯାହା କାରଣରୁ ସୌଭାଗ୍ୟ ମଧ୍ୟ ଚାଲିଯାଇଥାଏ । ଏହାସହିତ ଦରିଦ୍ରତାର ନିବାସ ମଧ୍ୟ ହୋଇଥାଏ ।

୩- ଜ୍ଞାନ ରେ ନିତ୍ୟ ଅଭ୍ଯାସ ଜରୁରୀ;- ବନ୍ଧୁଗଣ ଅଭ୍ଯାସ ବିନା ବିଦ୍ୟା ନଷ୍ଟ ହୋଇଯାଇଥାଏ । ଅର୍ଥାତ ଯଦି ଆପଣ ଜ୍ଞାନ ଅଥବା ବିଦ୍ୟାର ସମୟ ସମୟ ରେ ଅଭ୍ଯାସ ନକରନ୍ତି ତେବ, ଆପଣ ତାହାକୁ ଭୁଲିଯିବେ, ଗରୁଡ ପୁରାଣରେ ଏହା ମଧ୍ୟ କୁହାଯାଇଛି,- ଯାହା ମଧ୍ୟ ଆମେ ପାଠ କରିଥାଉ ତାହାକୁ ଆମକୁ ସମୟ ସମୟ ରେ ଅଭ୍ଯାସ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଯଦି ଗୋଟିଏ ରଶି କୁ ପଥରରେ ଘଷିବାରୁ ଯଦି ପଠାରରେ ଦାଗ ପଡିପାରେ ତେବେ ନିରନ୍ତର ଅଭ୍ଯାସ କରିବା ଦ୍ଵାରା ମଧ୍ୟ ମୂର୍ଖ ବ୍ୟକ୍ତି ମଧ୍ୟ ବୁଦ୍ଧିମାନ ହୋଇପାରେ ।

୪- ନିରୋଗୀ କାୟା;- ସନ୍ତୁଳିତ ଭୋଜନ ଦ୍ଵାରା ହିଁ ନିରୋଗୀ କାୟା ପ୍ରାପ୍ତ ହୋଇଥାଏ । ଅର୍ଥାତ ଭୋଜନ କରିବା ଦ୍ଵାରା ହିଁ ବ୍ୟକ୍ତିଟିର ସ୍ୱାସ୍ଥ୍ୟ ଉତ୍ତମ ହୋଇଥାଏ ଏବଂ ସେହି ଭୋଜନ ଦ୍ଵାରା ହିଁ ସେ ରୋଗାବସ୍ଥା କୁ ମଧ୍ୟ ଚାଲି ଯାଇଥାଏ । ଏହା ଏଥିପାଇଁ ହୋଇଥାଏ କାରଣ ଆମେ ଅସନ୍ତୁଳିତ ଖାଦ୍ଯ ର ସେବନ କରିଥାଉ । ଏହା କାରଣରୁ ଆମର ପାଚନ କ୍ରିୟା ସଠିକ ଭାବେ କାମ କରି ନଥାଏ । ଏଥିପାଇଁ ଆମ୍ଭକୁ ସର୍ବଦା ସୁପାଚି ଭୋଜନର ସେବନ କରିବା ଆବଶ୍ୟକ ।

୫- ଏକାଦଶୀ ବ୍ରତ ସମ୍ବନ୍ଧରେ;- ବନ୍ଧୁଗଣ ଏକାଦଶୀ ବ୍ରତ କୁ ଗ୍ରନ୍ଥ ଏବଂ ପୁରାଣରେ ଶ୍ରେଷ୍ଠ ବୋଲି ମାନା ଯାଇଅଛି । ଯେଉଁ ବ୍ୟକ୍ତି ଏକାଦଶୀ ର ବ୍ରତ ରଖିଥାଏ, ସେ ସବୁ ପ୍ରାକାରର କଷ୍ଟ ରୁ ଉଦ୍ଧାର ପାଇଥାଏ । ଯଦି ବ୍ୟକ୍ତି ଜଣକ ଏକାଦଶୀ ବ୍ରତ କୁ ଉତ୍ତମ ଭାବେ ପାଳନ କରିଥାଏ ତେବେ ତାହାକୁ ସୁନିଶ୍ଚିତ ଫଳ ପ୍ରାପ୍ତ ହୋଇଥାଏ ।

୬- ତୁଲସୀ ଗଛ ର ମହତ୍ଵ;- ବନ୍ଧୁଗଣ ତୁଲସୀ ଗଛର ମହତ୍ଵ ଗରୁଡ ପୁରାଣ ବ୍ଯତୀତ ଅନ୍ୟ ପୁରାଣରେ ମଧ୍ୟ ଦର୍ଶାଯାଇଅଛି । ତୁଲସୀ ଗଛକୁ ଘରେ ରଖିବା ଦ୍ଵାରା ଆପଣ ସମସ୍ତ ପ୍ରକାରର ରୋଗରୁ ଦୂରରେ ରହିଥାନ୍ତି । ଏହା ସହିତ ଏହାକୁ ଭଗବାନ ଙ୍କ ପ୍ରସାଦରେ ସେବନ କରିବା ଦ୍ଵାରା ଶାରୀରିକ ଏବଂ ମାନସିକ ଚିନ୍ତା ଦୂର ହୋଇଯାଇଥାଏ । ଏହା ସହିତ ବିଷ୍ଣୁ ଙ୍କର ପୂଜା କରିବା ପରେ ଯଦି ଆପଣ ମାତା ତୁଲସୀ ଙ୍କର ପୂଜା କରିଥାନ୍ତି ତେବେ ଆପଣଙ୍କୁ ତାହାର ବହୁତ ବଡ ଲାଭ ମିଳିଥାଏ ।

୭- ମନ୍ଦିର ଏବଂ ଧର୍ମ ର ସନ୍ନମାନ କରିବା;- ବନ୍ଧୁଗଣ ଗରୁଡ ପୂରଣ ଅନୁସାରେ ପବିତ୍ର ସ୍ଥାନ ମାନଙ୍କରେ ଖରାପ କାମ କରୁଥିବା ଲୋକମାନେ ଅଥବା ନିରୀହ ଲୋକ, ମାନଙ୍କୁ ଧୋକା ଦେଉଥିବା ଲୋକେ, କାହାର ସାହାଜ୍ଯ ବଦଳରେ ତାକୁ ଗାଳି ଦେବା, ଏବଂ ତାଙ୍କର ଦୁର୍ପଯୋଗ କରୁଥିବା ଲୋକେ, ଧର୍ମ, ବେଦ, ପୁରାଣ, ଏବଂ ଶାସ୍ତ୍ର ଙ୍କର ଅସ୍ତିତ୍ଵ ଉପରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ନର୍କ ରେ ଜାଗା ମିଳିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button