ଦେଶ- ବିଦେଶ
ନବଜାତ ନାତିକୁ ନେଇ ମହାକୁମ୍ଭରେ ଅମିତ ଶାହ

ଲକ୍ଷ୍ମୌ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ତାଙ୍କ ପୁଅ ତଥା ଆଇସିସି ଚେୟାରମ୍ୟାନ ଜୟ ଶାହା ସୋମବାର (ଜାନୁଆରି ୨୭) ଦିନ ମହାକୁମ୍ଭରେ ପହଞ୍ଚିଛନ୍ତି।
ବାପା ଓ ପୁଅଙ୍କ ସମେତ ସମଗ୍ର ଶାହାଙ୍କ ପରିବାର ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବାକୁ ଆସିଛନ୍ତି। ଅମିତ ଶାହା ତାଙ୍କ ନବଜାତ ନାତିକୁ ମଧ୍ୟ ମହାକୁମ୍ଭକୁ ସାଙ୍ଗରେ ଆଣିଛନ୍ତି। ଏକ ଭିଡିଓରେ ଶାହାଙ୍କ ନାତିକୁ ସନ୍ଥ ଆଶୀର୍ବାଦ କରୁଥିବାର ଦେଖିବାକୁ ମିଳିଛି।




