ଦେଶ- ବିଦେଶ

ଯଦି ଆପଣଙ୍କ ନାମ ବି S,R,P,B,M,N ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ ଆପଣଙ୍କ ପାଇଁ ବଡ ଖୁସିଖବର

ମନୁଷ୍ୟ ଜନ୍ମ ନେଲା ବେଳେ ନିଜ ଭାଗ୍ୟ ରେଖା ସହ ଏହି ସଂସାର କୁ ଆସିଥାଏ । ଯେତେବେଳେ ସେ ଜନ୍ମ ହୁଏ ଜନ୍ମ ହେବାର ୨୦ ଦିନ ପରେ ତାର ନାମକରଣ ହୋଇଥାଏ । ତେବେ ନାମକରଣ ପାଇଁ ବହୁତ ବଡ଼ ଆୟୋଜନ ବି ହୋଇଥାଏ । ତେବେ କଣ ଆପଣମାନେ ଜାଣିଛନ୍ତି ଏହି ନାମ ର ଜ୍ୟୋତିଷ ଶାସ୍ତ୍ର ରେ ବହୁତ ମହତ୍ୱ ରହିଛି । ବହୁତ ଗଣନା କରାଯାଇ ଏହି ନାମ ଗୁଡିକ ଦିଆଯାଏ ।

ସେଥିପାଇଁ ପାଇଁ ନାମ ଗୁଡିକରୁ ମଧ୍ୟ ବ୍ୟକ୍ତି କେମିତି ହୋଇଥାଏ ତାହା ଜଣାଯାଏ । ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତି ମାନଙ୍କ ବିଷୟରେ ଯାହାଙ୍କ ନାମ ଇଂରାଜୀ ଅକ୍ଷର S,P,R,B,M,N ରୁ ଆରମ୍ଭ ହୋଇଥାଏ ।

ଏବେ ଜାଣିବା B ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ଙ୍କ ବିଷୟରେ । ଯେଉଁମାନେ ଏହି ଅକ୍ଷର ନାମଧାରୀ ସେମାନେ ନିଜ କଥା କାହା ସହ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ ସେଥିପାଇଁ ବହୁତ ସମୟରେ ହଇରାଣ ରେ ପଡନ୍ତି । ସମସ୍ତଙ୍କୁ ସାହାଯ୍ୟ କରନ୍ତି । ଏମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି କିନ୍ତୁ ବାହାରକୁ ଦେଖାନ୍ତିନି ।

ଏବେ ଜାଣିବା P ନାମ ଥିବା ଲୋକଙ୍କ ବିଷୟରେ । ଯାହାଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭଲ ହୋଇଥାନ୍ତି । ଅନ୍ୟ ର ସାହାଯ୍ୟ କରିବାକୁ ସବୁବେଳେ ଭଲ ପାନ୍ତି । କେବେ ବି କାହା ବିଷୟରେ ଖରାପ କୁହନ୍ତିନି କି ଖରାପ ଭାବନ୍ତିନି । ନିଜ ଜୀବନ ଉପରେ ଅଧିକ ଧ୍ୟାନ ଦେବାକୁ ପସନ୍ଦ କରନ୍ତି ।

ଏବେ ଜାଣିବା R ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ଙ୍କ ବିଷୟରେ । ଯେଉଁ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ସେମାନେ ନିଜ କଥା ଭାବିବା ପୂର୍ବରୁ ଅନ୍ୟ କଥା ଭାବନ୍ତି । ଏମାନେ ଖୁସି ମିଜାଜ ର । ନିଜେ ଯେମିତି ବି ଥାନ୍ତୁ ଅନ୍ୟକୁ ସବୁବେଳେ ହସାଉଥାନ୍ତି ।

ପ୍ରଥମେ ଜାଣିବା S ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ବିଷୟରେ । ଏହି ବ୍ୟକ୍ତି ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ପରିଶ୍ରମ ଦ୍ୱାରା ସେ ଅତି କଷ୍ଟ କାର୍ଯ୍ୟ କୁ ବି ସହଜ କରି ଦିଅନ୍ତି ପ୍ରେମ ମାମଲା ରେ ଏମାନେ ଟିକେ ଲାଜକୁଲା ସ୍ୱଭାବ ର । ନିଜ ଭଲ ପାଇବାକୁ କାହାକୁ କହିପାରନ୍ତି ନାହିଁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button