ଜ୍ୟୋତିଷ

ତୁଳସୀ କୁ ଛୁଇଁ କି ଚୁପ ଚାପ କହିଦିଅ ଏହି 3 ନାମ – ଯାହା ବି ମାଗିବେ ହାତକୁ ହାତ ମିଳିଯିବ

ନମସ୍କାର ବନ୍ଧୁଗଣ ତୁଳସୀ ଗଛ ପ୍ରତ୍ୟେକ ହିନ୍ଦୁ ବ୍ୟକ୍ତିଙ୍କ ଘରେ ରହିଥାଏ । ପ୍ରାଚୀନ ହିନ୍ଦୁ ଧର୍ମ ର ଗ୍ରନ୍ଥ ରେ ତୁଳସୀ ଗଛର ମହତ୍ତ୍ୱ ସମ୍ବନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି । ତୁଳସୀ ଗଛ ପୃଥିବୀ ରେ ସ୍ଥିତ ସମସ୍ତ ବନସ୍ପତି ଙ୍କ ମଧ୍ୟରୁ ଅନ୍ୟତମ ଅଟେ । ତୁଳସୀ ଗଛ ବିଭିନ୍ନ ପ୍ରକାର ରୋଗକୁ ନା-ଶ କରିଥାଏ ଏବଂ ଘରେ ସକରାତ୍ମକ ଉର୍ଜା କୁ ସୃଷ୍ଟି କରିଥାଏ । ଏହା ସହିତ ଘରେ ତୁଳସୀ ଗଛ ରହିବା ଦ୍ଵାରା ସୁଖ ଏବଂ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଏହା ସହିତ ଘର ବିଭିନ୍ନ ରୋଗରୁ ମୁ-କ୍ତ ରହିଥାଏ ।ଏହି କାରଣରୁ ପ୍ରାଚୀନ ଋଷିମୁନି ମାନେ ତୁଳସୀ ଗଛର ପୂଜା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଯଦି କୌଣସି ବ୍ୟକ୍ତି ପ୍ରତିଦିନ ତୁଳସୀ ଗଛର ପତ୍ର ଖାଇଥାଏ ତେବେ ସେ ବିଭିନ୍ନ ପ୍ରକାର ରୋଗରୁ ମୁ-କ୍ତି ପାଇଥାଏ । ବୈଜ୍ଞାନିକ ଦୃଷ୍ଟିକୋଣ ରୁ ମଧ୍ୟ ତୁଳସୀ ଗଛର ଉପକାରୀତା ସମ୍ବନ୍ଧରେ ବର୍ଣ୍ଣିତ ରହିଛି । କିନ୍ତୁ ବନ୍ଧୁଗଣ ଶା-ସ୍ତ୍ର ଅନୁସାରେ ଘରେ ତୁଳସୀ ଗଛ ଲଗାଇବାକୁ ନେଇ ମଧ୍ୟ କିଛି ନୀତି ନିୟମ ରହିଛି ଯାହାକୁ ମାନିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।ବନ୍ଧୁଗଣ ତୁଳସୀ ଗଛ କୁ ବୃହସ୍ପତି ବାରରେ ଲଗାଇବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । କାର୍ତ୍ତିକ ମାସରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଅନୁକୂଳ ସମୟ ହୋଇଥାଏ । କାର୍ତ୍ତିକ ମାସରେ ତୁଳସୀ ଗଛର ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ତୁଳସୀ ଗଛ କୁ ଘରର ଅଗଣାରେ ଲଗାଇବା ଶୁଭ ଅଟେ । ପ୍ରତିଦିନ ସକାଳ ସମୟରେ ତୁଳସୀ ଗଛରେ ପାଣି ଅର୍ପଣ କରି ପରିକ୍ରମା କରିବା ଏବଂ ସନ୍ଧ୍ୟା ସମୟରେ ତୁଳସୀ ଗଛ ତଳେ ଘିଅ ଦୀପ ଜାଳିବା ସର୍ବୋତ୍ତମ ଅଟେ । ଚନ୍ଦ୍ର ଗ୍ରହଣ ସମୟରେ ଅନ୍ନରେ ତୁଳସୀ ପତ୍ର ରଖିବା ଦ୍ୱାରା ଗ୍ରହଣ ଲାଗି ନଥାଏ । ବନ୍ଧୁଗଣ ସଂକ୍ଷେପରେ କହିବାକୁ ଗଲେ ଘରେ ତୁଳସୀ ଗଛ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହେବା ସହ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ ।ଆମ ହିନ୍ଦୁ ଧର୍ମ ରେ ତୁଳସୀ ପୂଜାର ମହତ୍ତ୍ୱ ବହୁତ ଅଧିକ ତୁଳସୀ ଗଛ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ମଧ୍ୟ କୁହାଯାଏ । ମାନ୍ୟତା ଅଛିକି ଯାହା ଘରେ ପ୍ରତ୍ୟେକ ଦିନ ତୁଳସୀ ର ପୂଜା କରାଯାଏ ସେହି ଘରେ କେବେବି ଦାରିଦ୍ର୍ୟ ଏବଂ ଦୁ-ର୍ଭା-ଗ୍ୟ ରୁହେ ନାହିଁ । ତା’ ଛଡା ସେହି ଘରେ ସର୍ଵଦା ମାତା ଲକ୍ଷ୍ମୀ ଙ୍କ ବାସ ରହିଥାଏ । ତୁଳସୀ ଗଛ କୁ ପ୍ରତିଦିନ ପୂଜା କରିବା ଦ୍ୱାରା ଆମକୁ ମୋ-କ୍ଷ ପ୍ରାପ୍ତ ହୋଇଥାଏ । ଆଉ ପା-ପ ର ନା-ଶ ମଧ୍ୟ ହୋଇଥାଏ ।ତୁଳସୀ ଗଛ ଘରେ ଥିବା ସମସ୍ତ ନ-କ-ରା-ତ୍ମ-କ ଦୋଷ କୁ ଦୁର କରି ଦେଇଥାଏ ଏବଂ ସକରାତ୍ମକ ଉର୍ଜା କୁ ଆକର୍ଷିତ କରିଥାଏ ଯାହା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ର ସହ ଶାନ୍ତି ମଧ୍ୟ ରହିଥାଏ ।
ପୌରାଣିକ ଅନୁସାରେ ପ୍ରତିଦିନ ଘରେ ତୁଳସୀ ଗଛ କୁ ପୂଜା ଅର୍ଚ୍ଚନା କଲେ ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ପଦ୍ମ ପୁରାଣ ଅନୁସାରେ ଯେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ବ୍ରହ୍ମା, ବିଷ୍ଣୁ, ଏବଂ ମହେଶ୍ବର ରହିଥାନ୍ତି ।ଏବଂ ରାମ ନବମୀ ରେ ତୁଳସୀ ଗଛ କୁ ପୂଜା କଲେ ସବୁ ପ୍ରକାର ର ପା-ପ ଦୁର ହୋଇ ଯାଇଥାଏ ।
ଘରେ ଯଦି ସର୍ଵଦା କ-ଳି, ଝ-ଗ-ଡା ଏବଂ ଅଶାନ୍ତି ର ପରିବେଶ ରହୁଛି କିମ୍ବା ଧନ ର ଅଭାବ କିମ୍ବା ଧନ ରହୁନାହିଁ ତେବେ ଆପଣ ତୁଳସୀ ଗଛ ମୂଳରେ ଏକ ମନ୍ତ୍ର କୁ ଜପିବା ଦ୍ୱାରା ତାହା ସବୁ ଦୁର ହୋଇ ଯିବ ।
ସେହି ମନ୍ତ୍ର ହେଉଛି-: ମହା ପ୍ରସାଦ ଜନନୀ । । ସର୍ଵ ଶୌଭାଗ୍ୟ ବର୍ଦ୍ଧିନି । । ଆଦି ବ୍ୟାଧି ହରାନିତ୍ୟମ । । ତୁଳସୀ ତ୍ଵଂ ନମୋସ୍ତୁତେ । ।
ଏହି ମନ୍ତ୍ର ର ଜପ ଅତି କମରେ ୧୧ ଥର କରନ୍ତୁ । ଏହା ଦ୍ୱାରା ଆପଣଙ୍କ ସମସ୍ତ ଦୁଃ-ଖ ଦୂ-ର ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button