ସ୍ୱାସ୍ଥ୍ୟ

କ୍ୟାଲସିୟମର ଅଭାବ, ଆଁଠୁ ଗଣ୍ଠି ବିନ୍ଧା, ଅଣ୍ଟା, ହାତ, ଗୋଡ ବିନ୍ଧା 80 ବର୍ଷ ପର୍ଯ୍ୟନ୍ତ ହେବ ନାହିଁ

ବନ୍ଧୁଗଣ ଶରୀରରେ କ୍ୟାଲସିୟମର ଅଭାବ କାରଣରୁ ଅନେକ ସମସ୍ଯା ଦେଖାଯାଏ । ଯେମିତିକି ଅଣ୍ଟା ବିନ୍ଧା ହେବା, ଆଁଠୁ ଗଣ୍ଠି ଯନ୍ତ୍ରଣା ହେବା, ହାତ ଗୋଡ ଫୁଲିଯାଏ, ଉଠିବା ବସିବାରେ ଅଧିକ ଯନ୍ତ୍ରଣା ଅନୁଭବ ହୁଏ । 30 ବର୍ଷ ପରେ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଏ । ଆଉ 40 ବର୍ଷ ପରେ ଆମ ହାଡ ବହୁତ ଦୁର୍ବଳ ହୋଇଯାଏ । କ୍ୟାଲସିୟମର ଅଭାବ କାରଣରୁ ଦୁର୍ବଳତା ଲାଗିଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରିଲେ 80 ବର୍ଷ ଯାଏଁ ଆଁଠୁ ଗଣ୍ଠି ଯନ୍ତ୍ରଣା ସମସ୍ଯା ହେବ ନାହିଁ । ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା ଓ ସେବନ କିପରି କରିବା । ଏହି ରେମେଡି ବନାଇବା ପାଇଁ ପଦ୍ମ ମଞ୍ଜି ର ଆବଶ୍ୟକତା ଅଛି । ଏଥିରେ ଭରପୁର ମାତ୍ରାରେ ପୋଷାକ ତତ୍ତ୍ଵ ମିଳିଥାଏ ।

ଏଥିରେ ଆଇରନ, ଜିଙ୍କ ଭଳି ପୋଷାକ ତତ୍ତ୍ଵ ରହିଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ପାନମଧୁରୀ । ଏହା ଶରୀର ପାଇଁ ବହୁତ ଲାଭଦାୟକ । ଏହା କ୍ୟାଲସିୟମର ଅଭାବ ଦୁର କରିଥାଏ । ତୃତୀୟ ସାମଗ୍ରୀ ହେଉଛି ଗୋଲମରୀଚ । ଏହା ଆଁଠୁ ଗଣ୍ଠି ଯନ୍ତ୍ରଣା ଏପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଯଦି ଛୋଟ ପିଲାଙ୍କ ପାଇଁ ଏହା ବନାଇବେ ତେବେ କମ ମାତ୍ରାରେ ଗୋଲମରୀଚ ନିଅନ୍ତୁ ।

ଚତୁର୍ଥ ସାମଗ୍ରୀ ହେଉଛି ମିଶ୍ରି । ମିଶ୍ରି କୁ ଗୁଣ୍ଡ କରି ଏଥିରେ ପ୍ରୟୋଗ କରନ୍ତୁ । 3ଟି ସାମଗ୍ରୀକୁ ସମାନ ମାତ୍ରାରେ ନିଅନ୍ତୁ । ଏବେ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଯେଉଁ ମାନଙ୍କୁ ମଧୁମେହ ରୋଗ ଅଛି ସେମାନେ ମିଶ୍ରି ର ସେବନ କରନ୍ତୁ ନାହିଁ । ଏଥିପାଇଁ ଏକ ଚାମଚ ଘିଅ ରେ ପଦ୍ମ ପାଞ୍ଜି କୁ ରୋଷ୍ଟ କରନ୍ତୁ । ଯେବେ ଏହା ଥଣ୍ଡା ହୋଇଯିବ ଏହା ସଂପୂର୍ଣ୍ଣ ରୂପେ ଗୁଣ୍ଡ ହୋଇଯିବ ।

ଏହାକୁ ଅଧିକ ବନାଇ 15 ଦିନ ଯାଏଁ ଷ୍ଟୋର କରି ରଖିପାରିବେ । ଗୋଟେ ଦିନରେ 15ରୁ 20ତ ପଦ୍ମ ମଞ୍ଜି ଖାଇ ପାରିବେ । ପ୍ରଥମେ ପଦ୍ମ ମଞ୍ଜି ଚୋବାଇ ଖାଇବା ପରେ ଏକ ଗ୍ଳାସ କ୍ଷୀର ର ସେବନ କରନ୍ତୁ । ଯେଉଁ ମାନଙ୍କୁ ଡାଇବେଟିସ ସମସ୍ଯା ଅଛି । ଫଳରେ ଆଁଠୁ ଗଣ୍ଠି ସମସ୍ଯା ଆଉ ହେବ ନାହିଁ । ଏହାକୁ ଦିନର କୌଣସି ବି ସମୟରେ ସେବନ କରି ପାରିବେ ।

ପୂର୍ବରୁ ପ୍ରସ୍ତୁତ କରିଥିବା ଗୁଣ୍ଡ ର ଏକ ଚାମଚ କ୍ଷୀର ସହ ମିଶାଇ ସେବନ କରନ୍ତୁ । ପ୍ରତି ଦିନ ଏହାକୁ 2 ଚାମଚ ଖାଇ କ୍ଷୀର ରେ ଖାଇ ପାରିବେ । ପ୍ରଥମ 15 ଦିନ ଏହାକୁ 2 ଚାମଚ ଖାଇପାରିବେ । ଏହା ପରେ 1 ଚାମଚ କ୍ଷୀର ସହ ସେବନ କରି ପାରିବେ । ଦେଖିବେ ଆଳସ୍ୟ ଶରୀରରୁ ଦୂର ହେବ । ଆଁଠୁ ଗଣ୍ଠି ସମସ୍ଯା ଦୂର ହୋଇଯିବ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button