ସ୍ୱାସ୍ଥ୍ୟ

ଚର୍ବିରେ ଗଣ୍ଠି (Lipoma) କାହିଁକି ବନିଯାଏ ? ଏହାକୁ କେମିତି ଦୂର କରିବେ ଜାଣନ୍ତୁ

ଆଜି ଆମେ ଜାଣିବା ଲିମ୍ପୋମା ସମ୍ବନ୍ଧରେ । ଆମେ ଅନେକ ସମୟରେ ଦେଖିଥାଉ ଯେ ଶରୀର ଗୋଟିଏ ସ୍ଥାନ ଫୁଲିଯାଇଥାଏ । ଅଧିକାଂଶ ଏହା ବେକ ପାଖରେ ହୋଇଥାଏ । ଏହାକୁ ଚର୍ବି ଜମା ହୋଇଯିବା କହିଥାଏ । କିନ୍ତୁ ଡାକ୍ତରଙ୍କ ପାଖକୁ ଗଲେ ସେ ଏହାକୁ ଦେଖି ଏହାକୁ ଲିମ୍ପୋମା କହିଥାନ୍ତି । ଏହା କଣ ପାଇଁ ହୋଇଥାଏ , ଏହା ଏକ ଏପରି ସମସ୍ଯା ଅଟେ ଯାହା ଶରୀରର ଯେକୋଣସି ସ୍ଥାନରେ  ହୋଇପାରେ ।

 

ଏହା ଆମ ଶରୀର ବେକରେ ହୋଇଥାଏ , ହାତ ରେ ହେଇପାରେ ଏବଂ ପାଦ ରେ ମଧ୍ୟ ଏହା ହୋଇପାରେ । ଆମ ଶରୀର ଯେବେ ଲିମ୍ପୋମା ହୋଇଥାଏ ତେବେ ଆମ କୁ ଲାଗିଥାଏ ଯେ ପେଣ୍ଡୁ ପରି କିଛି ଜିନିଷ ଆମ ଚରମ ଭିତରେ ରହିଛି । ଏହା ଆମକୁ କୋଣସି ପ୍ରକାରର ଯନ୍ତ୍ରଣା ହେଇନଥାଏ , କିନ୍ତୁ ଏହା କଣ ପାଇଁ ହୋଇଥାଏ । ଡାକ୍ତରଙ୍କ ସୂଚନା ଅନୁସାରେ ଏହା ପ୍ରାୟତ ସମସ୍ତକୁ ହୋଇନଥାଏ ।

ବହୁତ କମ୍  ଲୋକକୁ ଏହା ହୋଇଥାଏ ।  ଆସନ୍ତୁ ଜାଣିବା ଏହା କଣ ପାଇଁ ହୋଇଥାଏ । ଆମ ଶରୀର ହାତ , ଗୋଡ , ମଥାରେ ଏବଂ ବେକ ଏସବୁ ସ୍ଥାନରେ ହୋଇଥାଏ ଏହି ଲିମ୍ପୋମା । ଏହା ମୁଖ୍ୟ ଦୁଇ ପ୍ରକାରର ଗୋଟିଏ ଆମକୁ  ଯନ୍ତ୍ରଣା ଦେଇଥାଏ ଏବଂ ଅନ୍ୟଟି ହେଉଛି ଏହାକ ଆମକୁ କୋଣସି ପ୍ରକାରର ଯନ୍ତ୍ରଣା  ଦେଇନଥାଏ ।

 

ଏହା ଆମ ଶରୀରରେ ଚର୍ବି ଜମା ହେଇଯିବା ଯୋଗୁ ହୋଇଥାଏ , କିନ୍ତୁ ଏହା କୋଣସି କ୍ୟାନ୍ସର ର ରୂପର ଧାରଣ କରନ୍ତି ନାହିଁ । ଏହା ଅଧିକାଂଶ ମହିଳାମାନଙ୍କୁ ହୋଇଥାଏ । ପ୍ରଥମତ ଏହା ଆପଣଙ୍କୁ ବଂଶ ଗତ ଭାବରେ ଆସିଥାଏ ଯଦି ଆପଣଙ୍କ ମାତାଙ୍କୁ ଏହା ହୋଇଥାଏ । ତେବେ ଏହା ନିଶ୍ଚିତ ଆପଣଙ୍କୁ ହେଇପାରେ।ଦ୍ବିତୀଯରେ ଆପଣଙ୍କୁ ଯଦି କୋଣସି ରୋଗ ହୋଇଥାଏ ତେବେ ତାହା ଆପଣଙ୍କ ମୋଟାପା ଟିସୁ କୁ ଗୋଟିଏ ଜାଗାରେ ଏକତ୍ରିତ କରିଥାଏ ,ଯାହା ଫଳରେ ଆପଣଙ୍କୁ ଲିମ୍ପୋମା ହେବାର ସମ୍ଭାବନା  ରହିଥାଏ ।

 

ମୁଖ୍ୟତ ଏହା କମ ଲୋକମାନଙ୍କୁ ହୋଇଥାଏ , କିନ୍ତୁ ଯଦି ଏହା ହୋଇଯାଇଥାଏ ଏଥିରେ ଯନ୍ତ୍ରଣା ମଧ୍ୟ ଦେଖାଯାଇଥାଏ । ଯଦି ଆପଣଙ୍କୁ ଲିମ୍ପୋମା ହୋଇଥାଏ ଯନ୍ତ୍ରଣା ହୋଇଥାଏ ଯେବେ ଆପଣ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି । ତେବେ ଆପଣଙ୍କର ପ୍ରଥମ ଶରୀର ପରୀକ୍ଷା ହୋଇଥାଏ ।ଏଥିରେ ଡାକ୍ତର ରୋଗୀ ବାହାରୁ ଦେଖିଥାନ୍ତି ଯେ ତାହାର କେଉଁ ସ୍ଥାନରେ ଏହି ଲିମ୍ପୋମା ହୋଇଛି ବୋଲି ।

ଏହା ପରେ ଡାକ୍ତର ଯେବେ ଜାଣିଥାନ୍ତି ଯେ ଏହା ଲିମ୍ପୋମା ଦ୍ଵିତୀୟରେ BIOPSY  ପରୀକ୍ଷା କରନ୍ତି ।  ଏହା ଜାଣିବାକୁ ଯେ ତାହା କ୍ୟାନ୍ସର ରେ ତ ପରିଣତ ହୋଇନି । ଏହି ପରୀକ୍ଷାରେ ରୋଗୀ ର ଯେଉଁ ସ୍ଥାନରେ ଚର୍ବି ଜମି ହୋଇକି ରହିଥାଏ ସେଥିରୁ ଅଳ୍ପ ଅଂଶ କାଟି ପରୀକ୍ଷା ପାଇଁ ପଠାଯାଇଥାଏ । ଶେଷରେ ଆମେ Liposuntion  କରିପାରୁ ଯେ ଏହାକୁ କାଟି ଏହା ଉପଚାର କରିପାରିଥାଉ ।

Related Articles

Leave a Reply

Your email address will not be published. Required fields are marked *

Back to top button