ସ୍ୱାସ୍ଥ୍ୟ

କେବଳ ୩ ଦିନରେ ୫ କିଲୋ ପର୍ଯ୍ୟନ୍ତ ଓଜନ କମ କରିପାରେ ଏହି ଚମତ୍କାରୀ ଚା !

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏମିତି ଏକ ଅଦ୍ଭୁତ ଫେଟ କଟର ଡ୍ରିଙ୍କ ଯାହାଦ୍ୱାରା ଆପଣ କେବଳ ୩ ଦିନରେ ୫ କିଲୋ ପର୍ଯ୍ୟନ୍ତ ଓଜନ କମ କରି ପାରିବେ । ବନ୍ଧୁଗଣ ଆଜି କାଲି ମୋଟାପଣ ସମସ୍ୟା ପାଇଁ ଅନେକ ଲୋକ ଚିନ୍ତିତ ଅଛନ୍ତି । ପିଲାଙ୍କଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟା ନେଇ ଚିନ୍ତିତ ଅଛନ୍ତି । ଏହି ସମସ୍ୟାର ମୁଖ୍ୟ କାରଣ ଆମ ଜୀବନଶୈଳୀ ଏବଂ ଖାଦ୍ୟ ପେୟ ।

ଯେଉଁ କାରଣରୁ ଦିନ ପ୍ରତିଦିନ ଆମ ମୋଟାପଣ ବଢିବାକୁ ଲାଗିଛି ଏବଂ ଆମ ବ୍ୟସ୍ତବହୁଳ ଜୀବନ ପାଇଁ ଆମେ ଏହି ସମସ୍ୟା ପାଇଁ ଅଧିକ ଧ୍ୟାନ ଦେଇ ପାରୁନାହାନ୍ତି ଏବଂ ଏହି ମୋଟାପଣ ବହୁ ରୋଗର କାରଣ ପାଲଟିଯାଏ ।

ଯେମିତିକି ବ୍ଳଡପ୍ରେସର, ସୁଗାର,କୋଲେଷ୍ଟ୍ରୋଲ, ଆଣ୍ଠୁଗଣ୍ଠି ବିନ୍ଧା ଆଦି । ଏଥିପାଇଁ ଏହି ସମସ୍ୟା ଆଡକୁ ଗମ୍ଭିରତାର ସହ ଧ୍ୟାନ ଦେବା ଆବଶ୍ୟକ । ମାର୍କେଟରେ ଓଜନ କମ କରିବା ପାଇଁ ବହୁ ପ୍ରଡକ୍ଟ ଅଛି । କିନ୍ତୁ କିଛିବି କାମକୁ ନୁହେଁ । ଯଦି କିଛି କାମ ଆସେ ତାହାଲେ ତାହା ବହୁତ କଷ୍ଟଲି ଅଟେ । ଆଜି ଆମେ ଆପଣଙ୍କ ପାଇଁ ମୋଟାପଣ କମ କରିବାର ସହଜ ଘରୋଇ ଉପଚାର ନେଇ ଆସିଛୁ । ଯାହା ବଜାର ପ୍ରଡକ୍ଟ ତୁଳନାରେ ୨ ଗୁଣା ଅଧିକ ଲାଭଦାୟକ ଅଟେ ଏବଂ ତାହା ଅଟେ ଧଣିଆ ଚା ।

 

ଧଣିଆ ପତ୍ର ଆପଣଙ୍କୁ ବହୁ ସହଜରେ ମିଳିଯିବ । ଆଜି ଆମେ ଆପଣଙ୍କୁ କହିବି ଧଣିଆ କିପରି ୩ ଦିନରେ ୫ କିଲୋ ପର୍ଯ୍ୟନ୍ତ ଆପଣଙ୍କ ଓଜନ କମ କରିପାରିବ । ଓଜନ କମ କରିବା ସହ ସହ ଏହା ଆପଣଙ୍କ ଶରୀରର ଅନାବଶ୍ୟକ ପଦାର୍ଥକୁ କାଢିଦିଏ । ଏହି ଚା କୁ ବନେଇବା ପାଇଁ ଯେଉଁ ସାମଗ୍ରୀ ଆମକୁ ଆବଶ୍ୟକ ତାହା ଅଟେ । ୫ ଚାମଚ କଟା ହେଇଥିବା ଧଣିଆ ପତ୍ର,ଦ୍ୱିତୀୟରେ ୧ ଲିଟର ଶୁଦ୍ଧ ପାଣି, ତୃତୀୟରେ ୧ ଚାମଚ ଳେମ୍ବୁ ରସ, ଚତୁର୍ଥରେ ମହୁ ସ୍ୱାଦ ଅନୁସାରେ । ତେବେ ଆସନ୍ତୁ ଜାଣିବା ଏହି ଚା କୁ ବନେଇବା କିପରି ?

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button