ମହିଳାମାନେ ଏହି ଦିନ ଭୁଲରେ ଧୁଅନ୍ତୁ ନାହିଁ ନିଜର ବାଳ ନଚେତ ଘରକୁ ଆସିବ ଭୟଙ୍କର ଦରିଦ୍ରତା ,ଦାଣ୍ଡର ଭିକାରି ହୋଇଯିବେ

ନମସ୍କାର ବନ୍ଧୁଗଣ ମହିଳାମାନଙ୍କୁ ଏହି ଦିନ ନିଜ ମୁଣ୍ଡର ବାଳ ନ ଧୋଇବା ଉଚିତ୍। ଭାରତରେ କେତେ ଏମିତି ଧାରଣ ପ୍ରଚଳିତ ଅଛି ଯାହାର ସମ୍ବନ୍ଧ ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ସହିତ ରହିଛି। ଏହି ପରମ୍ପରା ଆସୁସରେ କିଛି ଏମିତି କାର୍ଯ୍ୟ ଅଛି ଯାହାକୁ କରିବାକୁ ବର୍ଜିତ କରାଯାଇଛି। କାହିଁକି ନା ଆମର ଧର୍ମରେ ପ୍ରତ୍ୟେକ ଦିନର ଅଲଗା ହିଁ ମହତ୍ତ୍ଵ ରହିଥାଏ। ଏହିସବୁ ଦିନମାନଙ୍କର ମହତ୍ତ୍ଵ ଗ୍ରହ ସହିତ ବି ଯୋଡ଼ା ହୋଇ ରହିଥାଏ। ଆମର ପ୍ରାଚୀନ ହିନ୍ଦୁ ଧର୍ମରେ ସମୟର ପରିଣାମ ଦେବତା ଏବଂ ମନୁଷ୍ୟ ପାଇଁ ଅଲଗା ଅଲଗା ହୋଇଥାଏ। ଦେବତାଙ୍କର ଗୋଟେ ଦିନ ମନୁଷ୍ୟଙ୍କର ହଜାର ଦିନ ସହିତ ସମାନ ହୋଇଥାଏ। ଏହି ପ୍ରକାରରେ ଦେବତାଙ୍କର ଆୟୁ ଲମ୍ବା ହୋଇଥାଏ ଏବଂ ମନୁଷ୍ୟଙ୍କ ଆୟୁ କମ୍ ହୋଇଥାଏ। ଏହି ପ୍ରକାରରେ ସୃଷ୍ଟିର ସଞ୍ଚାଳନ ଚାଲିଥାଏ। ତାହା ସହିତ ଆମ ଶାସ୍ତ୍ରରେ କେଉଁ ଦିନ କେଉଁ କାର୍ଯ୍ୟ କରିବା ଦରକାର ଏହା ବିଷୟରେ ମହତ୍ତ୍ଵପୂର୍ଣ୍ଣ କଥା ଦେଖିବାକୁ ମିଳିଥାଏ। ସେଥିପାଇଁ ଆଜି ଆମେ ଜାଣିବା କି ଏମିତି କେଉଁ ଦିନ ଅଛି ଯେଉଁ ଦିନ ମହିଳାମାନଙ୍କୁ ନିଜର ବାଳ ନଧୋଇବା ଉଚିତ୍ ଏବଂ କେଉଁ ବ୍ରତ କରିବା ସମୟରେ ବି ଏହି କଥାର ଧ୍ୟାନ ରଖିବା ଉଚିତ୍।
ଜ୍ୟୋତିଷଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବାଳ କାଟିବା, ସେଭିଂ ହେବା ଏବଂ ନଖ କରିବା ଅଶୁଭ ମାନାଯାଇ ଥାଏ। ଏହାଦ୍ଵାରା ପୁତ୍ର ଉପରେ ସଙ୍କଟ ଆସିଥାଏ। ଆମର ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଅମାବାସ୍ୟା, ଏକାଦଶୀ, ପୂର୍ଣ୍ଣିମା ତିଥିର ଦିନରେ ଚନ୍ଦ୍ରମା ଉଚ୍ଚ ସ୍ଥିତିରେ ରହିଥାଏ, ନୀଚ ସ୍ଥିତିରେ ରହିଥାଏ। ଏହିପରି ପରିସ୍ଥିତିରେ ଯଦି କୌଣସି ସୁହାଗିନି ମହିଳା ନିଜର ବାଳ ଧୋଇଥାଏ ତ ଏହାର ପରିଣାମ ନିଜକୁ ସ୍ଵଂୟ ଭୋଗିବାକୁ ପଡ଼ିଥାଏ। ତାଙ୍କର ଘର ପରିବାରରେ ଅଶାନ୍ତି ଉତ୍ପନ୍ନ ହୋଇପାରେ।
ସୋମବାର ଦିନ ସୂହାଗିନି ସ୍ତ୍ରୀମାନେ ନିଜର ବାଳକୁ ଧୋଇପରିବେ। ଯଦି ସୋମବାର ଦିନ ସୁହାଗିନି ସ୍ତ୍ରୀ ବ୍ରତ ରଖିଥାଏ ତ ବାଳ ନ ଧୋଇବା ଉଚିତ୍। ଏହାର ଅତିରିକ୍ତ ଯଦି ସୁହାଗିନୀ ମହିଳାର ଛୁଆର ଜନ୍ମ ସୋମବାର ଦିନ ହିଁ ହୋଇଥାଏ ତେବେ ଏହି ଦିନ ବି ସୂହାଗିନୀ ସ୍ତ୍ରୀ ନିଜର ବାଳ ନ ଧୋଇବା ଉଚିତ୍। କାହିଁକି ନା ଏମିତି କରିବା ଦ୍ବାରା ତାଙ୍କ ପିଲାର ଅମଙ୍ଗଳ ହୋଇପାରେ। ଏଥିପାଇଁ ଯଦି ଆପଣଙ୍କ ପିଲାର ଜନ୍ମ ସୋମବାରକୁ ହୋଇଥାଏ ତେବେ ବିଲକୁଲ୍ ବି ସୋମବାର ଦିନ ନିଜର ମୁଣ୍ଡର ବାଳ ନ ଧୋଇବା ଉଚିତ୍।




