ଜ୍ୟୋତିଷ

କାହାକୁ କିଛି ନକହି ମହିଳାଙ୍କ ଛୁଇଁ ଦିଅନ୍ତୁ ଏହି ଗୋଟିଏ ଜିନିଷ ରାତାରାତି ହୋଇଯିବେ ମାଲାମାଲ ,ଥରେ ଛୁଇଁକି ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଯେଉଁ ଲୋକ ମହିଳା ମାନଙ୍କ ଏହି ଦୁଇଟି ଜିନିଷ ଛୁଇଁ ଥାଏ ସେ ହୋଇଯାଏ ବହୁତ ଖୁସି ଏବଂ ତାର ମନରୁ ଦେଇଥାଏ ଗୋଟିଏ ଜିନିଷ ଯାହା ଫଳରେ ସେହି ବ୍ୟକ୍ତିର ଭାଗ୍ୟ ଖୋଲି ଯାଇଥାଏ |ତେବେ ଚାଲନ୍ତୁ ବନ୍ଧୁଗଣ ଜାଣିବା କଣ ସେହି ଦୁଇଟି ଜିନିଷ ଏବଂ ତାହାର ଅର୍ଥ କଣ ବିଷୟଟିକୁ ନିଶ୍ଚିତ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଆପଣଙ୍କୁ ଅନୁରୋଧ |ବନ୍ଧୁଗଣ ଯଦି ଗୋଟିଏ ମହିଳାକୁ ଏମିତି କେଉଁ ଜିନିଷ ନାହିଁ ଯାହା ଆପଣ ଦେଇପାରିବେ ନାହିଁ ଆପଣ କେବଳ ଏହି ଗୋଟିଏ କାମ କରନ୍ତୁ ରାତାରାତି ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ | ଏହା ସହିତ ଏହି ଜିନିଷ ପାଇବା ପାଇଁ ଅନେକ ଲାଜ ମଧ୍ୟ କରିଥାଆନ୍ତି ତଥାପି ସେହି ଜିନିଷ ମିଳି ପାରିନଥାଏ | ଆଜି ଆମେ ଆପଣଙ୍କୁ ମହିଳା ମାନଙ୍କ ଏହି ଦୁଇଟି ଜିନିଷ ବିଷୟରେ କହିବାକୁ ଯାଉଛୁ | ଯାହା ଦ୍ୱାରା ଚାଲୁଥିବା ଆପଣଙ୍କ ଖରାପ ସମୟ ଦୁର୍ଭାଗ୍ୟରେ ବଦଳି ଯାଇଥାଏ ଆପଣଙ୍କ ଭାଗ୍ୟ ଉଦୟ ମଧ୍ୟ ହୋଇଯାଇଥାଏ |ଜାଣନ୍ତୁ ଏହି ଦୁଇଟି ଜିନିଷର ପ୍ରଭାବ

ଆମ ଶାସ୍ତ୍ରରେ କୁହାଯାଇଛି ଯେ ମହିଳା ମାନଙ୍କ ପାଦରେ ସୁଖ ସମୃଦ୍ଧି ବାସ କରିଥାଏ ଆପଣଙ୍କୁ କହିରଖୁଛୁ ମହିଳାଙ୍କ ଏହି ଦୁଇଟି ପାଦ ଛୁଇଁବା ଦ୍ୱାରା ବ୍ୟକ୍ତି ପାପ ମୁକ୍ତ ହୋଇ ଯାଇଥାଏ | କୌଣସି ମହିଳା ନିଜ ଦୁଇ ହାତକୁ ଆମର ମୁଣ୍ଡରେ ଆଶୀର୍ବାଦ ଦେବା ପାଇଁ ଯଦି ରଖେ ତେବେ ତାହାର ହାତର ଶକ୍ତି ଏବଂ ମନରେ ରହିଥିବା ଆଶୀର୍ବାଦ ବ୍ୟକ୍ତିର ଉପରେ ବାସ କରିଥାଏ ଯାହା ଦ୍ୱାରା ସେହି ବ୍ୟକ୍ତିକୁ ଭଲ ଭଲ ସୁଫଳ ସବୁ କାର୍ଯ୍ୟରେ ମିଳିଥାଏ | ସର୍ବଦା ମନେରଖନ୍ତୁ ଆପଣ କେବେ ନିଜ ସ୍ତ୍ରୀର ପାଦ ଛୁଅନ୍ତୁ ନାହିଁ ଅନ୍ୟ ବଡ଼ ଗୁରୁଜନ ମହିଳା ମାନଙ୍କ ପାଦକୁ ଛୁଇଁ ପାରିବେ |

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button