ରାଜ୍ୟ
ପୁରୀ ସମୁଦ୍ରରେ ଭାସି ଜଣେ ପର୍ଯ୍ୟଟକ ନିଖୋଜ

ପୁରୀ ସମୁଦ୍ରରେ ଅଘଟଣ l ସ୍ନାନ ବେଳେ ପର୍ଯ୍ୟଟକ ନିଖୋଜ l ବରଗଡ଼ ଅଞ୍ଚଳର ଶୁଭ ପାତ୍ର ସାଙ୍ଗମାନଙ୍କ ସହ ଗାଧଉଥିବା ବେଳେ ସମୁଦ୍ରରେ ଭାସି ନିଖୋଜ । ବରଗଡର ଆକାଶ ମାର୍ସଲ କ୍ଲବର ୧୦ଜଣ ପୁରୀ ବୁଲିବାକୁ ଆସିଥିଲେ। ପୁରୀ ତକ୍ରତୀର୍ଥ ସମୁଦ୍ରରେ ସ୍ନାନ କରୁଥିବା ବେଳେ ନିଖୋଜ ହୋଇଯାଇଥିଲେ ଶୁଭ। ପୁରୀ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଉଦ୍ୟମ ଜାରି ରଖିଛି।