ଯେଉଁ ସ୍ତ୍ରୀର ଶରୀରରେ ଏହି ୯ଟି ଲକ୍ଷଣ ଦେଖାଯାଏ ସେ ମା ଲକ୍ଷ୍ମୀଙ୍କ ରୁପ ହୋଇଥାଏ
ବନ୍ଧୁଗଣ ଆମର ହିନ୍ଦୁଧର୍ମରେ ନାରୀମାନଙ୍କୁ ଦେବୀର ଆଖ୍ୟା ଦିଆଯାଇଛି। ମହିଳା ମାନଙ୍କୁ ମା ଲକ୍ଷ୍ମୀ ମା ସ୍ୱରସ୍ୱତୀ ମା ପର୍ବତୀଙ୍କର ରୂପ ମାନାଯାଏ। ପ୍ରତ୍ୟକ ପୁରୁଷର ଅର୍ଦ୍ଧା-ଙ୍ଗିନୀ ତାଙ୍କର ସ୍ତ୍ରୀ ହିଁ ହୋଇଥାନ୍ତି । ପୁରୁଷଙ୍କର ଜୀବନର ଉନ୍ନତିର କାରଣ ତାଙ୍କର ସ୍ତ୍ରୀଙ୍କୁ ହିଁ ମାନାଯାଏ। ଗରୁଡ଼ ପୁରାଣରେ ଜଣେ ଶ୍ରେଷ୍ଠ ନାରୀର ବିର୍ଣ୍ଣନା କରାଯାଇଛି। ଯେଉଁ ସ୍ତ୍ରୀଙ୍କର ଏହି ୯ ଟି ଲକ୍ଷଣ ଥାଏ ତାଙ୍କୁ ସାକ୍ଷତ ମା ଲକ୍ଷ୍ମୀଙ୍କ ସ୍ୱରୂପ ହିଁ ମାନାଯାଏ। ଏପରି ମହିଳାଙ୍କ ଚରଣ ଯେଉଁ ଘରେ ପଡେ ବା ସେ ଯେଉଁ ଘରକୁ ପାଦ ଥୋଇ ପ୍ରବେଶ କରେ ସେହି ଘରୁ ସବୁ ପ୍ରକାରର ଦୁଃ-ଖର ନା-ଶ ହୋଇଥାଏ। ଏପରି ସ୍ତ୍ରୀ ଘରେ ପ୍ରବେଶ କରିବା ମାତ୍ରେ ହିଁ ସେହି ଘରୁ ସବୁ ନକା-ରାତ୍ମ-କ ଉର୍ଜା ଖରାପ ଶକ୍ତି ନ-ଷ୍ଟ ହୋଇଯାଏ ଏବଂ ଘରେ ସୁଖ ସମୃଦ୍ଧି ଏବଂ ବୈଭବରେ ଭରିଯାଏ। ସେହି ଘରେ ରହୁଥିବା ଲୋକଙ୍କର ଶୋଇଥିବା ଭାଗ୍ୟ ଉଠିବାକୁ ଲାଗେ। ଗରୁଡ଼ ପୁରାଣ ଅନୁସାରେଦେବୀ ଲକ୍ଷ୍ମୀ ରୂପୀ ସ୍ତ୍ରୀଙ୍କର ଆଗମନରେ ହିଁ ସକା-ରାତ୍ମକ ଉ-ର୍ଜାର ସଂଚାର ହୋଇଥାଏ। ଏହା ଦେଖାଯାଏ କି ଅତ୍ୟନ୍ତ ଦୁଃ-ଖୀ ଦରିଦ୍ର ଏବଂ ମୃ-ତ୍ୟୁ ପାଖରେ ଠିଆ ହୋଇଥିବା ଭିକାର ବି ଲକ୍ଷ୍ମୀ ରୂପୀ ସ୍ତ୍ରୀର ପ୍ରାପ୍ତି କରି ଚକ୍ରବର୍ତ୍ତି ରାଜାଙ୍କର ପଦ ପ୍ରାପ୍ତି କରିନିଅନ୍ତି। ଏହା ମହା ଲକ୍ଷ୍ମୀଙ୍କର ମାୟା ଅଟେ।ସେ ନିଜର ଭକ୍ତ ଉପରେ କୃପା ବର୍ଷା କରିଥାନ୍ତି। ଭାତୃ ଘରେ ଯେପରି ରାଜା ଭି-କ୍ଷୁକ ହୋଇଯାଇଥିଲେ ଯେପରି ସତୀ ସାବିତ୍ରୀ ସ୍ତ୍ରୀ ନିଜର ପତିକୁ ଯମ ଲୋକରୁ ମଧ୍ୟ ଜୀବିତ କରି ନେଇ ଆସିଥିଲେ।ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣେଇବୁ କି ଗରୁଡ଼ ପୁରାଣରେ କୁହାଯାଇଥିବା ଏପରି ସ୍ତ୍ରୀଙ୍କର ଲକ୍ଷଣ ବିଷୟରେ ଯାହାର ଲକ୍ଷଣ କାରଣରୁ ତାର ପତି ସଂସାରରେ ନାମ ପାଇଥାନ୍ତି। ଘରେ ସୁଖ ସମୃଦ୍ଧି ଏବଂ ଐଶ୍ଵର୍ଯ୍ୟ ପ୍ରାପ୍ତି କରିଥାନ୍ତି।ଏପରି ସ୍ତ୍ରୀ ନିଜର ଗୁଣରେ ହିଁ ଐଶ୍ଵ-ର୍ଯ୍ୟସା-ଳିନୀ ହୋଇଥାନ୍ତି। ତ ଆସନ୍ତୁ ଜାଣିନେବା ଲକ୍ଷ୍ମୀ ରୂପୀ ସ୍ତ୍ରୀଙ୍କ ବିଷୟରେ। ତା ସହିତ ସେମାନଙ୍କ ଲକ୍ଷଣ ବିଷୟରେ।
ପ୍ରଥମ ଲକ୍ଷଣ। ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା। ଗରୁଡ଼ ପୁରାଣ ଅନୁସାରେ ଯେଉଁ ମହିଳା ବ୍ରହ୍ମ ମୁହୂର୍ତ୍ତ ପୂର୍ବରୁ ଉଠୁଥାଏ ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ସବୁବେଳେ ବର୍ଷୁ ଥାଏ। ଯେଉଁ ମହିଳା ସୂର୍ଯ୍ୟ ଉଦୟ ପରେ ମଧ୍ୟ ଶୋଇ ରହୁଥାଏ ସେ ପା-ପ କର୍ମ କରିବା ଭଳି ହୋଇଥାଏ।ସୂର୍ଯ୍ୟ ଉଦୟ ଆଗରୁ ଉଠୁଥିବା ମହିଳା ସବୁ ଦେବୀ ଦେବତାଙ୍କର କୃ-ପା ପ୍ରା-ପ୍ତ କରିଥାନ୍ତି ଏବଂ ତାଙ୍କର ଏହି ଅଭ୍ୟା-ସ କାରଣରୁ ଘରେ ସୁଖ ସମୃଦ୍ଧି ବାସ କରିଥାଏ।
ଦ୍ୱିତୀୟ ଲକ୍ଷଣ। ଦେବ ପୂଜା କରୁଥିବା ସମହିଳା। ଯେଉଁ ମହିଳା ନି-ତ୍ୟକ-ର୍ମ ସାରିକି ସବୁ କାର୍ଯ୍ୟ ସମ୍ପର୍ଣ୍ଣ କରିକି ସ୍ୱଚ୍ଛ ବ-ସ୍ତ୍ର ଧାରଣ କରିକି ବିଧି ବିଧାନ ଅନୁସାରେ ସବୁ ଦେବୀ ଦେବତାଙ୍କର ପୂଜା ଆରୋ-ଧନା କରିଥାଏ ଏବଂ ଆଳତି କରି ଧୂପ ଦୀ-ପ କରିଥାଏ ଏପରି ମହିଳାଙ୍କ କାରଣରୁ ହିଁ ଘରେ ସୁଖ ସମୃଦ୍ଧି ବାସ କରିଥାଏ। ଯେଉଁ ମହିଳା ନିତ୍ୟ ସ୍ନା-ନ କରେ ନାହିଁ ଦେବ ପୂଜା କରେ ନାହିଁ ଦେବୀ ଦେବତାଙ୍କୁ ବିଶ୍ୱାସ କରେନାହିଁ ସେ ଅବଶ୍ୟ ହିଁ ପା-ପକ-ର୍ମ ବାଲୀ ହୋଇଥାଏ
ତୃତୀୟ ଲକ୍ଷଣ। ସ୍ୱଚ୍ଛତା ପ୍ରିୟ। ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ମହିଳା ସ୍ୱଚ୍ଛତା ପ୍ରିୟ ହୋଇଥାନ୍ତି। ଯେଉଁ ମହିଳାଙ୍କର ଘର ସବୁବେଳେ ଅସନା ରହୁଥାଏ ବୁଢିଆଣି ଜା-ଲ ରହୁଥାଏ ଅଗଣା ଅପ-ରିଷ୍କାର ରହୁଥାଏ ପ୍ରତ୍ୟକ ଜାଗାରେ ଅଳିଆ ଆବ-ର୍ଜନା ପଡି ରହୁଥାଏ ସେ ମହିଳା ଦୁ-ର୍ଭାଗ୍ୟ ଆଣିଥାଏ ବୋଲି ମାନାଯାଏ। ଏପରି ମହିଳା ଘରେ ଥିଲେ ଦୁଃ-ଖ ଏବଂ ଶୋ-କ ଘରକୁ ପ୍ରବେଶ କରିଥାଏ। ଯେଉଁ ମହିଳା ନୀତି ଅଗଣା ସଫା କରିକି ର-ଙ୍ଗଲି ପକାଇଥାଏ ଦେବୀ ଦେବତାଙ୍କୁ ଆମ-ନ୍ତ୍ରଣ କରିଥାଏ, ସେ ମହିଳା ସୌଭା-ଗ୍ୟଶା-ଳୀ ହୋଇଥାଏ।
ଚତୁର୍ଥ ଲକ୍ଷଣ। ଦେବତାଙ୍କୁ ଜଳ ଅର୍ପଣ କରିବା। ଯେଉଁ ମହିଳା ନି-ତ୍ୟକ-ର୍ମ ସାରିସବୁବେଳେ ଦେବୀ ଦେବତାଙ୍କୁ ଜଳ ଅର୍ପଣ କରିଥାନ୍ତି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାନ୍ତି ତୁଳସୀଙ୍କୁ ଜଳ ଅର୍ପଣ କରି ତାଙ୍କୁ ନମସ୍କାର କରନ୍ତି ତାଙ୍କୁ ସାକ୍ଷତ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଏ। ଏପରି ମହିଳାଙ୍କର ଘରେ ରୋଗ ଶୋ-କ ଏବଂ ଗରିବ କେବେବି ପ୍ରବେଶ କରେନାହିଁ।
ପଞ୍ଚମ ଲକ୍ଷଣ। ପତି-ଙ୍କର ସେବା କରିବା। ଯେଉଁ ମହିଳା ସବୁଦିନ ପତିଙ୍କର ଚରଣ ଛୁଇଁ ଆଶୀର୍ବାଦ ନେଇଥାଏ ଶୋଇବା ପୁର୍ବରୁ ନିଜର ପତିର ପାଦ ଚିପିଥାଏ ସେ ମା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ।ସମସ୍ତ ସଂସାରର ଲକ୍ଷ୍ମୀ ନିଜର ପତି ଭଗବାନ ବିଷ୍ଣୁଙ୍କର ଚରଣ ଚିପି ଥାନ୍ତି କିନ୍ତୁ ଯେଉଁ ମହିଳା ସାଧାରଣ ମାନବ ହୋଇ ମଧ୍ୟ ମା ଲକ୍ଷ୍ମୀଙ୍କର ଅନୁସରଣ କରେ ନାହିଁ ସେ ଦୁର୍ଭା-ଗ୍ୟଶା-ଳୀ ହୋଇଥାଏ। ମହିଳାଙ୍କୁ ସବୁଦିନ ନିଜ ପତିର ସେବା କରି ପୁ-ଣ୍ୟ ପ୍ରାପ୍ତ କରିବା ଉଚିତ।
ଷଷ୍ଠ ଲକ୍ଷଣ। ମିଠା କଥା କହିବା। ଯେଉଁ ମହିଳା ସବୁବେଳେ ମିଠା କଥା କହୁଥାଏ କେବେ ଅନ୍ୟକୁ କଟୁ କଥା କହୁନଥାଏ ସେ ହିଁ ମା ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାଏ।ଯେଉଁ ମହିଳା କଟୁ କଥା କହୁ ଥାଏ କପଟ କରୁଥାଏ ଏବଂ ସବୁବେଳେ ଅନ୍ୟକୁ ଭଲ ଖରାପ କହୁଥାଏ ଏପରି ମହିଳାଙ୍କ ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ
ସପ୍ତମ ଲକ୍ଷଣ। ସ୍ୱାଦି-ଷ୍ଟ ଭୋଜନ। ଯେଉଁ ସ୍ତ୍ରୀଙ୍କ ହାତରେ ସ୍ୱାଦି-ଷ୍ଟ ଅନ୍ନ ବନିଥାଏ ସେ ସ୍ତ୍ରୀ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିଥାଏ। ଯେଉଁ ସ୍ତ୍ରୀ ଦ୍ୱାରା ବଢ଼ା ଯାଇଥିବା ଅନ୍ନର ପ୍ରଶଂସା କରାଯାଏ ସେ ଭାଗ୍ୟଶାଳୀ ହୋଇଥାଏ। ଏପରି ସ୍ତ୍ରୀଙ୍କର ଘରେ ସ୍ଵୟଂ ଦେବତା ଅନ୍ନ ଗ୍ରହଣ କରିବା ପାଇଁ ଆସନ୍ତି। କିନ୍ତୁ ଯେଉଁ ସ୍ତ୍ରୀରର ଖାଦ୍ୟ ସ୍ୱାଦ ହୋଇନଥାଏ ଯେଉଁ ସ୍ତ୍ରୀ ଅନ୍ନକୁ ଥୁପି ଥାଏ ଅଥବା ଜଣା ଅଜଣାତରେ ଅପବିତ୍ର ଭୋଜନ ବନାଇଥାଏ ଏପରି ମହିଳା ଘରକୁ ଦୁର୍ଭା-ଗ୍ୟ ଆଣିଥାଏ।