ଜ୍ୟୋତିଷ

ଅତ୍ୟଧିକ ସୁନ୍ଦରୀ ମହିଳାଙ୍କ ଠାରୁ ଦୂରେଇକି ରୁହନ୍ତୁ, ଏମାନଙ୍କୁ ବିବାହ କରିବା ଅନୁଚିତ ! କଣ ରହିଛି ଏହା ପଛର କାରଣ ?

ବନ୍ଧୁଗଣ ହିନ୍ଦୁ ଧର୍ମରେ ବିବାହକୁ 16 ଟି ସଂସ୍କାର ମଧ୍ୟରୁ ଗୋଟିଏ ସଂସ୍କାର ବୋଲି ମନା ଯାଇଥାଏ । ତେବେ ବିବାହ ପରେ 2 ଶରୀର ସହ 2 ମନର ମଧ୍ୟ ମିଳନ ଘଟିଥାଏ । ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାଇ ଏଭଳି କିଛି ବିବାହ ଓ ଦାମ୍ପତ୍ୟ ଜୀବନର ନୀତି ସବୁ ବର୍ଣ୍ଣିତ ରହିଛି । ଯେଉଁ ସବୁ ନୀତିର ପାଳନ ଦ୍ଵାରା ହିଁ ବ୍ୟକ୍ତି ତା’ ଜୀବନରେ ଭଲରେ ରହିଥାଇପାରେ । ଏହା ସହ ସେହି ବ୍ୟକ୍ତିର ଦାମ୍ପତ୍ୟ ଜୀବନ ମଧ୍ୟ ଭଲ ହୋଇଥାଏ ।

 

ତେଣୁ ସେହି ଆଚାର୍ଯ୍ୟଙ୍କ ଦ୍ଵାରା ଲିଖିତ ଚାଣକ୍ୟ ନୀତିରେ ଥିବା କିଛି କଥା ସମ୍ପର୍କରେ ଏଠାରେ ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ । ତେବେ କିଛି ନାରୀ ମାନଙ୍କର ସାମାନ୍ୟ ଲକ୍ଷଣ ବ୍ଯତୀତ ଯଦି କିଛି ଏମିତି କଥା ତାଙ୍କ ଠାରେ ରହିଥାଏ । ତେବେ ସେହି ମହିଳା ବିବାହ ଯୋଗ୍ୟ ହୋଇନଥାଏ । ତେବେ ନାରୀ ମାନଙ୍କ ସହ ପୁରୁଷ ମାନଙ୍କର ବାହାଘର ହେବା ଭଲ ହୋଇନଥାଏ । କାରଣ ପରେ ସେମାନଙ୍କର ଦାମ୍ପତ୍ୟ ଜୀବନ କଷ୍ଟମୟ ହୋଇପାରେ ।

ତେବେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାଇ ବ୍ୟକ୍ତିର ସୁନ୍ଦରତାର ତା’ ର ସବୁକିଛି ହୋଇନଥାଏ । ଯଦି ଜଣେ ବ୍ୟକ୍ତି ବହୁତ ଅଧିକ ସୁନ୍ଦର ମଧ୍ୟ ହୋଇଥାଏ । ତେବେ ସେ ଭଲ କି ଖରାପ ତାହା କହିହେବ ନାହିଁ । ଯଦି କୌଣସି ପୁରୁଷ କେବଳ ଜଣେ ନାରୀର ସୁନ୍ଦରତାକୁ ଦେଖି ଆକୃଷ୍ଠ ହୋଇଯାଇଥାଏ । ଏଥିସହ ସେହି ନାରୀକୁ ବିବାହ କରିବା ପାଇଁ ବାଛି ନେଇଥାଏ ।

ତେବେ ସେହି ବ୍ୟକ୍ତି ଠାରୁ ବଡ ମୁର୍ଖାମୀ କାମ କେହି ମଧ୍ୟ କରିନଥାଏ । ତେଣୁ ନାରୀ ସୁନ୍ଦର ହେବା ଠିକ ଅଟେ । ହେଲେ ଅତ୍ୟଧିକ ସୁନ୍ଦର ହେବା ପଛରେ ବି କିଛି ଖୁଣ ରହିଥାଇ ପରେ । ତେଣୁ ବ୍ୟକ୍ତି ସବୁବେଳେ ଅତି ପଛରେ ଗୋଡାଇବା ଅନୁଚିତ । ତେଣୁ ବାହାଘର ପାଇଁ ଜଣେ ନାରୀର ସଂସ୍କାର, ସ୍ଵଭାବ, ଆଚାର, ବ୍ୟବହାର, ଲକ୍ଷଣ ଓ ଗୁଣ ଏହି ସମସ୍ତ କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ପଡିବ ।

ଏହି ସମସ୍ତ କଥାକୁ ବିଚାର କରିବା ପରେ ହିଁ ଜଣେ ନାରୀକୁ ବିବାହ ପାଇଁ ବାଛିବା ଉଚିତ ଅଟେ । ନଚେତ ଯେଉଁ ମାନେ କେବଳ ଜଣେ ଝିଅର ସୁନ୍ଦରତା କୁ ଆଧାର କରି ତାଙ୍କୁ ବିବାହ କରିନେଇଥାନ୍ତି । ପରେ ସେମାନଙ୍କ ଦାମ୍ପତ୍ୟ ଜୀବନରେ କିଛି ନା କିଛି କାରଣରୁ ବାଧା ଆସିଥାଏ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button