ପ୍ରେମ ବିବାହ ପରେ ବହୁ ସମୟରେ ଝଗଡା କାହିଁକି ଲାଗିଥାଏ ? ଏହା ପଛରେ କ’ଣ ରହିଥାଏ ମୂଳ କାରଣ
ପ୍ରେମ ସତ୍ୟ, ଶାଶ୍ଵତ ଓ ଚିରନ୍ତନ ଅଟେ । ପ୍ରତ୍ଯେକଟି ବ୍ୟକ୍ତି ନିଜ ଜୀବନରେ କେବେ ନା କେବେ ପ୍ରେମ ନିଶ୍ଚୟ କରିଥାଏ । ହେଲେ କିଛି ଲୋକନ୍କାଉ ତାଙ୍କ ପ୍ରେମରେ ସଫଳତା ମିଳିବା ବେଳେ ଅନ୍ୟ କିଛି ଜଣଙ୍କର ପ୍ରେମ ସଫଳ ହୋଇପାରିନଥାଏ । ତେବେ ଅନେକ ଜଣ ପ୍ରେମ ବିବାହ କରିବା ସତ୍ବେ ମଧ୍ୟ କାହିଁକି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥାଏ । ଏ ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷାଜ୍ଞ ଡାକ୍ତର ସମ୍ରାଟ କରଙ୍କ ମତ ଏଠାରେ ଆଲୋଚନା କରିବା ।
ପିଲାଟି ମ୍ଯାଚ୍ୟୁଅର ହେବା ପରେ ଟେଷ୍ଟୋଷ୍ଟିରନ, ଇସଟ୍ରୋଜେନ ନାମକ କିଛି ହରମୋନ ତା’ ଶରୀରରେ ନିର୍ଗତ ହୋଇଥାଏ । ଯାହା ଦ୍ଵାରା ଜଣେ ପୁଅ ଅନ୍ୟ ଗୋଟେ ଝିଅ ପ୍ରତି ବା ଝିଅ ଅନ୍ୟ ଗୋଟେ ପୁଅ ପ୍ରତି ଆକର୍ଷିତ ହୋଇଯାଇଥାଏ । ଶରୀରରେ ଥିବା କିଛି ସ୍ନାୟୁ ରସ ତାହାକୁ ଉତ୍ତେଜିତ କରିବା ଦ୍ଵାରା ଜଣଙ୍କର ଅନ୍ୟ ଜଣଙ୍କ ପାଇଁ ହାର୍ଟବିଟ ସ୍ପିଡ ହେବା ସହ ନିଦ ମଧ୍ୟ ହୋଇନଥାଏ । ଯାହାକୁ ପ୍ରେମ ବୋଲି ଅନେକ କହିଥାନ୍ତି ।
आप शायद यें पसंद करें
जानिए क्यों नीता अंबानी है ब्यूटी और ब्रेन का परफेक्ट कॉम्बिनेशन
Herbeauty
बस 1 महीने में उगाएं नए बाल, कोई केमिकल नहीं, एकदम नैचुरल उपाय
Alpha Hair Oil
दुनिया की 9 ऐसी जगह जहां ग्रैविटी काम नहीं करती!
Brainberries
एक मजेदार तथ्य जो बताता है आपके व्यक्तित्व से जुड़े
Brainberries
ତେବେ କେବଳ ଶାରୀରିକ ରୂପେ ନୁହେଁ, ବଂର ମାନସିକ ରୂପେ ଯଦି ଆମେ ଅନ୍ୟ ଜଣଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗିଥାଉ । ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥାଏ । ହେଲେ ଅନେକ ପ୍ରେମ ସମ୍ପର୍କରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ମଧ୍ୟ ପ୍ରେମ ବିବାହ ପରେ ସେମାନଙ୍କ ମଧ୍ୟରେ ଝଗଡା କଣ ପାଇଁ ହୋଇଥାଏ ?
ଯଦି ଜଣେ ଅନ୍ୟ ଜଣଙ୍କର ମନକୁ ନୁହେଁ, ବଂର ତା’ ର ଶାରୀରିକ ଗଠନ, ଟଙ୍କାପଇସା ଆଦି ଜିନିଷକୁ ଦେଖିକି ତା’ ପ୍ରତି ଆଟ୍ରାକ୍ଟ ହୋଇଥାଏ । ତେବେ ତାକୁ ପ୍ରକୃତ ଲଭ କୁହାଯାଇନଥାଏ । ଯାହା ଫଳରେ ସେହିଭଳି ଲଭ ରିଲେସନ ରହି ବାହା ଘର କରୁଥିବା ଅଧିକାଂଶ କପୁଲ୍ ଙ୍କର ବିବାହ ପରେ ଝଗଡା ବାରମ୍ବାର ଲାଗିଥାଏ । ଯାହା ଫଳରେ ଉଭୟଙ୍କର ଅନେକ ସମୟରେ ଡିଭୋର୍ଷ ମଧ୍ୟ ହୋଇଯାଇଥାଏ ।
କପୁଲ୍ସ ମାନଙ୍କ ମଧ୍ୟରେ ସବୁଦିନ ପାଇଁ ରିଲେସନ ରହିବା ପାଇଁ ହେଲେ । ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣାର ନିହାତି ଆବଶ୍ୟକ ହୋଇଥାଏ । ଯଦି 2 ପ୍ରେମୀ ଯୁଗଳଙ୍କ ମଧ୍ୟରେ ପ୍ରତ୍ଯେକଟି କଥା ବେଳେ ବୁଝାମଣା ରହିଥାଏ । ତେବେ ସେପରି ସମ୍ପର୍କକୁ କେବେବି ଅଲଗା କରାଯାଇ ପାରେନାହିଁ ।
ସେମାନଙ୍କ ମଧ୍ୟରେ ଉଭୟ ଉଭୟଙ୍କ ପ୍ରତି ଥିବା ଭଲ ପାଇବା ସବୁଦିନ ପାଇଁ ଚୀରସ୍ଥାୟୀ ହୋଇ ରହିଥାଏ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ