– ମହିଳା ଗର୍ଭବସ୍ଥାରେ ଏହି ସବୁ ଖାଦ୍ୟ ଖାଇଲେ, ପିଲା ତକ ତକ ଗୋରା ହୋଇ ଜନ୍ମ ହୁଏ, ସୁସ୍ଥ, ସୁନ୍ଦର ସନ୍ତାନ ପାଇଁ ଏହାକୁ ଖାଆନ୍ତୁ…
ସବୁ ଦମ୍ପତ୍ତି ବିବାହ ପରେ ସନ୍ତାନ ପ୍ରାପ୍ତିର ଆଶା ରଖିଥାନ୍ତି । ତେବେ ସେହି ସନ୍ତାନଟି ସୁସ୍ଥ, ସୁନ୍ଦର, ବୁଦ୍ଧିମାନ ଆଉ ଗୋରା ହୋଇକି କିଭଳି ଯତ୍ନ ନେବ ? ସେଥିପ୍ରତି ମଧ୍ୟ ଅଧିକ ଧ୍ୟାନ ଦେବାକୁ ପଡିଥାଏ । ତେବେ ପିଲାଟି ଗୋରା ଓ ବୁଦ୍ଧିମାନ ହୋଇ କିଭଳି ଜନ୍ମ ହେବ ? ଏହି କଥା ପାଇଁ ଅନେକ କିଛି କାରଣ ରହିଥାଏ । ହେଲେ ସେଥିମଧ୍ୟରୁ ଗର୍ଭାବସ୍ଥାରେ ମହିଳା ଜଣଙ୍କ କଣ କଣ ଖାଉଛନ୍ତି ତାହା ମଧ୍ୟ ଅତି ଜରୁରୀ ଅଟେ ।
କାରଣ ଗର୍ଭାବସ୍ତାରେ ମା’ ଯାହା ସବୁ ଖାଇଥାଏ । ସେହି ଖାଦ୍ୟ ମଧ୍ୟ ପିଲାକୁ ମିଳିଥାଏ । ତେବେ ଗର୍ଭାବସ୍ଥା ମହିଳା କଣ କଣ ସବୁ ଖାଇଲେ, ପିଲାର ରଙ୍ଗ ଗୋରା ହୋଇଥାଏ, ସେ ବିଷୟରେ ଚାଲନ୍ତୁ ଆଲୋଚନା କରିବା । 1- ତେବେ ମହିଳା ଗର୍ଭବତୀ ଥିବା ଅବସ୍ଥାରେ 3 ମାସ ହେବା ପର ଠାରୁ ମହିଳାଙ୍କୁ ଡାଳିମ୍ବ ଖାଇବା ଉଚିତ । ତେବେ ଡାଳିମ୍ବ ଖାଇବା ଦ୍ଵାରା ଶରୀରରେ ରକ୍ତର ଅଭାବ ହୋଇନଥାଏ । ପିଲା ମଧ୍ୟ ସୁସ୍ଥ, ସବଳ ହୋଇ ଜନ୍ମ ହୋଇଥାଏ ।
2- ଗର୍ଭବତୀ ମହିଳା ମାନେ କମଳା ମଧ୍ୟ ଖାଇବା ଦ୍ଵାରା ତାହାର ଭଲ ପ୍ରଭାବ ତାଙ୍କ ଗର୍ଭସ୍ଥ ପିଲା ଉପରେ ପଡିଥାଏ । କାରଣ କମଳା ଖାଇବା ଦ୍ଵାରା ପିଲାର ରଙ୍ଗ ଗୋରା ହୋଇଥାଏ ।
3- କ୍ଷୀରରେ କେଶର ମିଶାଇ ସେବନ ମଧ୍ୟ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । କାରଣ କେଶର ମିଶା କ୍ଷୀର ମହିଳାଙ୍କ ଗର୍ଭରେ ଥିବା ସନ୍ତାନର ରଙ୍ଗକୁ ଗୋରା କରାଇବାରେ ସାହାଜ୍ଯ କରାଇଥାଏ । ତେଣୁ ରାତିରେ ଶୋଇବାର କିଛି ସମୟ ପୂର୍ବରୁ କ୍ଷୀରରେ କିଛି କେଶର ଅର୍ଥାତ କେଶରର 1 କିମ୍ବା 2 ଟି ପାଖୁଡା ମିଶାଇ ତାହାର ସେବନ କରନ୍ତୁ । କାରଣ କେଶରରେ ଏଭଳି କିଛି ପୋଷକ ତତ୍ଵ ରହିଥାଏ ।
ଯାହା ପିଲାର ରଙ୍ଗକୁ ଗୋରା କରିବା ଓ ବୁଦ୍ଧିମାନ କରିବା ପାଇଁ ମଧ୍ୟ ସାହାଜ୍ଯ କରିଥାଏ । ତେଣୁ ଗର୍ଭବତୀ ମହିଳା ମାନେ ନିଜର ଗର୍ଭସ୍ଥ ସନ୍ତାନକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ଏହି ଖାଦ୍ୟର ସେବନ କରିବା ଜରୁରୀ ହୋଇଥାଏ । ଯାହା ଦ୍ଵାରା ପିଲା ସୁନ୍ଦର ହୋଇବା ସହ ତା’ ର ମାନସିକ ବିକାଶ ଭଲ ଭାବେ ହୋଇଥାଏ ।