ଜ୍ୟୋତିଷ

ଏହି 5 ଅକ୍ଷରରୁ ଆରମ୍ଭ ନାମର ଝିଅ ପାଣି ଭଳି ଭଳି ନିର୍ମଳ ସ୍ଵଭାବର ହୋଇଥାନ୍ତି, ସାକ୍ଷାତ ଲକ୍ଷ୍ମୀମନ୍ତ ନାରୀ ହୋଇଥାନ୍ତି,

ଏହି ସଂସାରରେ ନାରୀର ମନକୁ ଚିହ୍ନିବା ଏତେ ସହଜ ହୋଇନଥାଏ । କାରଣ କେତେବେଳେ ଯେ କେଉଁ ନାରୀର ମନରେ କଣ ସବୁ ଚାଲିଥିବ ? ତାହା କେହି ବି କହିପାରିବେ ନାହିଁ । କାରଣ ଲୋକକଥା ଅନୁଯାଇ ମନୁଷ୍ୟ ଯେତେବବେଳେ ଏହି ନାରୀର ମାୟାକୁ ବୁଝିପାରିଲେ ନାହିଁ । ସେଥିରେ ଏହି ସାଧାରଣ ମନୁଷ୍ୟ କିଭଳି ନାରୀକୁ ଭଲରେ ବୁଝିପାରିବ । ହେଲେ ଦୁନିଆର ଅନେକ ମହିଳାଙ୍କ ମଧ୍ୟରୁ ଏଭଳି କିଛି ସ୍ଵଭାବର ଝିଅ ରହିଥାନ୍ତି । ଯେଉଁ ମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି । କେଉଁ ଝିଅଙ୍କ ସ୍ଵଭାବ ପାଣି ଭଳି ନିର୍ମଳ ହୋଇଥାଏ, ଚାଲନ୍ତୁ ଜାଣିବା ।

 

1- ଯେଉଁ ଝିଅ ମାନଙ୍କର ନାମ b ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ମାନେ ନିଜ ଜୀବନସାଥିଙ୍କର ବହୁତ ବିଶ୍ଵସ୍ତ ମଧ୍ୟ ଅଟନ୍ତି । ଏମାନେ କୌଣସି ପରିସ୍ଥିତିରେ ବି ନିଜ ପାର୍ଟନରଙ୍କ ହାତ ଅଧା ବାଟରୁ ଛାଡି ଜାଆନ୍ତି ନାହିଁ ।

2- ଯେଉଁ ଝିଅଙ୍କର ନାମ n ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ତେଜସ୍ବୀ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ସ୍ଵାମୀ ତଥା ପରିବାରର ବହୁତ ଯତ୍ନ ନେଇଥାନ୍ତି । ତାଙ୍କ ପରିବାରର ନାମ ବଦନାମ ହେଲା ଭଳି ଏମାନେ କୌଣସି ବି କାମ କରିନଥାନ୍ତି । ଏମାନଙ୍କ ବ୍ୟବହାର ମଧ୍ୟ ଭଲ ହୋଇଥାଏ ।

3- p ଅକ୍ଷରରୁ ଆରମ୍ଭ ଝିଅ ମାନେ ବହୁତ ଭଲ ସ୍ଵଭାବର ହୋଇଥାନ୍ତି । ଏମାନେ ପ୍ରତ୍ଯେକଟି ସମ୍ପର୍କର ମହତ୍ଵକୁ ବହୁତ ଭଲ ଭାବେ ବୁଝିଥାଆନ୍ତି । ତେଣୁ ସବୁ ସମ୍ପର୍କକୁ ବାନ୍ଧି ରଖିବା ପାଇଁ ଚାହିଁଥାନ୍ତି । ଏମାନେ କେବେ କାହାରୀକୁ ଦୁଃଖ ଦେବା କଥା ନିଜ ସ୍ଵପ୍ନରେ ଭାବି ନଥାନ୍ତି । ଏମାନଙ୍କ ବଚନ ମଧ୍ୟ ମିଠା ହୋଇଥାଏ ।

4- s ଅକ୍ଷରରୁ ଆରମ୍ଭ ଝିଅ ମାନେ ମଧ୍ୟ ପବିତ୍ର ସ୍ଵଭାବର ହୋଇଥାନ୍ତି । ଏମାନେ ସାମାନ୍ୟ ଲାଜକୁଳା ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପରିବାରର ମାନ ଓ ମର୍ଯ୍ୟାଦାକୁ ସବୁବେଳେ ଧ୍ୟାନରେ ରଖିଥାନ୍ତି । ଏମାନେ ସବୁ ପରିସ୍ଥିତିରେ ନିଜ ପରିବାରକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି ।

 

5- m ଅକ୍ଷରରୁ ଆରମ୍ଭ ନାମର ଝିଅ ମାନେ ଶାନ୍ତ ସ୍ଵଭାବ ବିଶିଷ୍ଟ ହୋଇଥାନ୍ତି । ଏମାନେ ବହୁତ ଜୋରରେ କଥା କହିଥାନ୍ତି । ସମସ୍ତଙ୍କୁ ମଧ୍ୟ ସ୍ନେହ ଓ ଆଦର ମଧ୍ୟ କରିଥାନ୍ତି । ଏମାନେ ସବୁବେଳେ ଖୁସିରେ ରହିବା ସହ ନିଜ ପରିବାର ମୁହଁରେ ଖୁସି ରଖିବା ପାଇଁ ଚେଷ୍ଟା କରିଥାନ୍ତି । ତେଣୁ ଏହି 5 ନାମର ଝିଅ ମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି । ତେବେ ଆପଣଙ୍କୁ ଏହି ପୋଷ୍ଟଟି ଯଦି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button