ଦେଶ- ବିଦେଶ

ମାତ୍ର 15 ଦିନରେ 7 କିଲୋ ଓଜନ କମିଯିବ, କେବଳ କରନ୍ତୁ ଏହି ଉପାୟ

ଓଜନ ବଢିବ ଏହା ସାଧରଣ କଥା ଅଟେ । ମାତ୍ର ଯଦି ଆପଣ ନିଜ ଓଜନ କମେଇବାର ଅଛି ତାହା ପାଇଁ ଆମେ ଅନେକ ପ୍ରକାର ଉପଚାର କରିଥାଉ । ମାତ୍ର ଏହାର ଉପଚାର କରିବା ପାଇଁ ମାତ୍ର ତାଙ୍କର ଓଜନ କମିବାର ନାଁ ନେଉନି । ଆଜି ଆମେ କହିବା କି ଆପଣ କିଭଳି ନିଜ ଓଜନ କାମ କରି ପାରିବେ । ଆପଣ ଯଦି ନିଜ ଘର ଭିତରେ ଥିବା ଏକ ସରଳ ବସ୍ତୁ ଉପରେ ନଜର ପକେଇବେ ତେବେ ଆପଣ ଦେଖି ପାରିବେ କି ଆପଣ କିଭଳି ଭାବେ ଆପଣ ନିଜ ଓଜନ କାମୁଛି । ମୋଟାପଣ ପାଇଁ ଅନେକ ଲୋକ ବହୁତ ଚିନ୍ତିତ ହୋଇଥାନ୍ତି ।

ସମସ୍ତେ ଚାହାନ୍ତି ଗୋଟିଏ ସୁସ୍ଥ ଜୀବନ ବଞ୍ଚିବାକୁ । କିନ୍ତୁ ମୋଟାପଣ ପାଇଁ ଅନେକ ରୋଗ ହୋଇଥାଏ । ଏହି ମୋଟାପଣ ପାଇଁ ଖାଦ୍ୟ ପେୟ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ମୋଟାପଣ ଏକ ଏପରି ଜିନିଷ ଯାହା କି ମଣିଷକୁ ଆରାମ ଦେଇ ନଥାଏ । ତେବେ ଓଜନ ବିଭିନ୍ନ କାରଣରୁ ହୋଇଥାଏ । ତେବେ କାହାର ଅତ୍ୟଧିକ କାହାର କୌଣସି ରୋଗ ପାଇଁ ହୋଇଥାଏ । ତେବେ ଆଜି ଏପରି ଏକ ଘରୋଇ ଉପଚାର ଜାଣିବା ଯାହାଦ୍ୱାରା ଆପଣ ୭ ଦିନରେ ଓଜନ କମାଇ ପାରିବେ । ତେବେ ଏଠି ପାଇଁ ଆପଣଙ୍କୁ ବେଶୀ ସାମଗ୍ରୀ ର ଆବଶ୍ୟକ ହୋଇ ନଥାଏ । ଏହା ଆପଣଙ୍କର ବଜେଟ ରେ ମଧ୍ୟ ହୋଇଥାଏ । ପ୍ରଥମ ସାମଗ୍ରୀ ହେଉଛି ଜୀରା । ଜୀରା ଆମ ହଜମ ପାଇଁ ବହୁତ ଭଲ ହୋଇଥାଏ ।

ଏହା ଆମ ଶରୀରରେ କ୍ୟାଲସିୟମ ମଧ୍ୟ ଯୋଗାଇ ଥାଏ । ଯାହାକି ଆମର ହାଡ ଶାକ୍ତ କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଆପଣ ଜିରାକୁ ରାତି ସାରା ବତୁରେଇବେ । ଏହାର ପାଣି ହିନ ଆପଣଙ୍କ ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ । ତେବେ ଯେକୌଣସି ଓଜନ କମାଇବାର ଡ୍ରିଂକ୍ସ ଆପଣ ପିଇବେ ତାହାକୁ ଗରମ କରିବା ପିଇବା ଉଚିତ ।

ତେବେ ଏହି ଜୀରା ପଣି କୁ ସକାଳେ ଫୁଟାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଜୀରା ର ପୋଷାକ ତତ୍ଵ ସବୁ ସେହି ପାନିରେ ମିଶ୍ରିତ ହୋଇଯାଏ । ଏହା ପରେ ଏହାକୁ ଆପଣ ଛାଣି ନିଅନ୍ତୁ । ଏବେ ଏହି ପାଣିରେ ମହୁ ମିଶାଇ ଦିଅନ୍ତୁ । ଏହା ପରେ ଏଥିରେ ଲେମ୍ବୁ ରସ ଅଳ୍ପ ମିଶାନ୍ତୁ । ଏହାକୁ ଆପଣ ସକାଳେ କ୍ଖାଳି ପେଟରେ ସେବନ କରନ୍ତୁ ।

 

ଏହାକୁ ସେବନ କରିବା ପରେ ଦିନତି ସାରା ଆପଣ ପ୍ରଚୁର ପାଣି ପିଅନ୍ତୁ । ଦେଖିବେ ଆପଣଙ୍କ ଓଜନ ୭ ଦିନ ମଧ୍ୟରେ କମିଯିବ । ତେବେ ଏହି ଡ୍ରିଂକ୍ସ ରେ ଆପଣଙ୍କ ଆଁଠୁ ଗଣ୍ଠି ଜନିତ ସମସ୍ଯା ମଧ୍ୟ ଦୂର ହୋଇଯିବ । ଏହା ଆପଣଙ୍କ ଶରୀର ପାଇଁ ବହୁତ ଉପକାରୀ ଅଟେ । ଗରମ ପାଣି ଆମର ଚର୍ବିକୁ ମିଳାଇ ବାରେ ସାହାର୍ଯ୍ୟ କରେ । ତେନୁ ଏହି ଡ୍ରିଂକ୍ସ କୁ ଆପଣ ଉଷୁମ ଥିବା ବେଳେ ସେବନ କରନ୍ତୁ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button