ଦେଶ- ବିଦେଶ

ଶନିବାର ଦିନ ବରଗଛ ତଳେ ରଖିଆସନ୍ତୁ ଏହି ଜିନିଷ ! ରାତାରାତି ହୋଇଯିବେ କୋଟିପତି

ଶନିବାର ଦିନ ବରଗଛ ତଳେ ଏହି ଜିନିଷ ରଖିଲେ ଭାଗ୍ୟ ଚମକି ଉଠିବ ! ବନ୍ଧୁଗଣ ଟଙ୍କା କାହାକୁ ଅବା ଦରକାର ନଥାଏ । ସମସ୍ତେ ଏକ ଭଲ ଲାଇଫ ବଞ୍ଚିବାକୁ ଚାହିଁଥାନ୍ତି । ଯେଉଁଥିରେ ଟଙ୍କା ପଇସାର ଅଭାବ ନଥାଏ । ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କହି ରଖିବା ପାଇଁ ଚାହୁଁଛୁ । ଯେ ଟଙ୍କା ରୋଜଗାର କରିବା ପାଇଁ ଆମ ସମସ୍ତଙ୍କୁ କିଛି ନା କିଛି କାମ ତ ନିହାତି ଭାବେ କରିବାକୁ ପଡିବ । ହେଲେ ଅନେକ ସମୟରେ ବ୍ୟକ୍ତି ବହୁତ କାମ କରି ସୁଦ୍ଧା ତା’ ପ୍ରତି ବଦଳରେ ସେ ବିଳାସପୂର୍ଣ୍ଣ ଭାବେ ରହିବା ବଦଳରେ ନିରାଶା ପାଇଥାଏ ।

 

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ । ସେହି ଉପାୟକୁ ଯଦି ଆପଣ ବରଗଛ ନିକଟରେ ଶନିବାର ଦିନ କରିବେ । ତେବେ ଆପଣଙ୍କର ଅର୍ଥକୁ ନେଇ ରହୁଥିବା ସମସ୍ଯା ଗୋଟି ଗୋଟି କରି ଦୂର ହେବାକୁ ଲାଗିବ ।

ଆସନ୍ତୁ । ଏହି ଉପାୟ କରିବାର କିଛି ଦିନ ପରେ ଆପଣଙ୍କ ବ୍ୟବସାୟରେ ହେଉଥିବା ଉନ୍ନତିକୁ ଆପଣ ନିଜେ ହିଁ ଜାଣିପାରିବେ ।

 

ଶନିବାର ଦିନ ବରଗଛକୁ ହଳଦୀ ଏବଂ କେଶର ଚଢାଇବା ଫଳରେ ବହୁତ ଲାଭ ମିଳିଥାଏ । ବରଗଛରେ ହଳଦିଆ ସୂତା ବାନ୍ଧିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ମଧ୍ୟ ଚମକି ଉଠିଥାଏ । ବ୍ୟବସାୟରେ ଭଲ ଲାଭ ଦେଖିବାକୁ ମିଳିଥାଏ ।

2- ନାଲି କପଡାରେ ନଡିଆ ବାନ୍ଧି ବରଗଛ ମୂଳରେ ରଖିଦେଇ ଆସନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କ କର୍ମ କ୍ଷେତ୍ରରେ ନିହାତି ଭାବେ ସଫଳତା ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button