ଜ୍ୟୋତିଷ

Fଭୂଲରେ ମଧ୍ୟ କାହାକୁ କୁହନ୍ତୁ ନାହିଁ ଏହି ୭ଟି ଜିନିଷ , ହୋଇଯାଇପାରେ ବଡ଼ କ୍ଷତି

ଅନେକ ଲୋକ ଏଭଳି ଥାଆନ୍ତି , ଯେଉଁମାନଙ୍କ ପେଟରେ କୌଣସି କଥା ରହେ ନାହିଁ। ସେମାନେ ନିଜ ଘରର ସବୁ କଥା ଅନ୍ୟମାନଙ୍କୁ କହିଦିଅନ୍ତି। ତେବେ ଏଭଳି କରିବା ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ଆମର ଧର୍ମଗ୍ରନ୍ଥରେ ମଧ୍ୟ ଏଭଳି ୭ଟି କଥା ବିଷୟରେ ଉଲ୍ଲେଖ କରାଯାଇଛି , ଯାହାକୁ ଭୂଲରେ ମଧ୍ୟ ଅନ୍ୟ କାହାକୁ କହିବା ଉଚିତ ନୁହେଁ। ସ୍ତ୍ରୀ ହୁଅନ୍ତୁ କିମ୍ବା ପୁରୁଷ ଉଭୟଙ୍କୁ ନିଜ ସହ ଜଡିତ କୌଣସି କଥା ଅନ୍ୟମାନଙ୍କ ସହ ସେୟାର କରିବା ଉଚିତ ନୁହେଁ।

Google

୧) ମନ୍ତ୍ର:-

ଆପଣଙ୍କ ଗୁରୁ ଆପଣଙ୍କୁ ଯେଉଁ ମନ୍ତ୍ର ଦିଅନ୍ତି , ତାହାକୁ ସଦା ସର୍ବଦା ଗୁପ୍ତ ରଖିବା ଉଚିତ। ଆପଣ ଏଭଳି କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିଥାଏ। ବାସ୍ତବରେ ଗୁରୁ ମନ୍ତ୍ରକୁ ଗୁପ୍ତ ରଖାଯିବା ଦ୍ୱାରା ହିଁ ତାହାର ଲାଭ ମିଳିଥାଏ

ପମାନ:-

ଯଦି ଆପଣଙ୍କ ସହ କୌଣସି ଅପମାନଜନିତ ଘଟଣା ଘଟିଛି , ତେବେ ତାହାକୁ ଗୁପ୍ତ ରଖିବା ଦ୍ୱାରା ହିଁ ଭଲ ହୋଇଥାଏ। ଅନ୍ୟ ବ୍ୟକ୍ତି ମାନଙ୍କୁ ଏ ବିଷୟରେ ଜଣା ପଡିବା ଦ୍ୱାରା ସେମାନେ ଆପଣଙ୍କର ମଜା ଉଡାଇ ପାରନ୍ତି। ସେମାନେ ଏହାକୁ ଆପଣଙ୍କର ଦୁର୍ବଳତା ରୂପରେ ବ୍ୟବହାର କରିପାରନ୍ତି।

୩) ଶାରୀରିକ ସମ୍ପର୍କ:-

ଯେତେବେଳେ ସ୍ତ୍ରୀ ଏବଂ ପୁରୁଷ ପରସ୍ପର ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତି , ତେବେ ସେମାନଙ୍କୁ ଏହା ସହିତ ଜଡିତ କଥା ଗୁପ୍ତ ରଖିବା ଉଚିତ। ଯଦି ଆପଣ ଅନ୍ୟ କାହାକୁ ଏହା ବିଷୟରେ ଜଣାଇବେ , ତେବେ ତାହା ଆପଣଙ୍କ ଚରିତ୍ର ଏବଂ ସାମାଜିକ ଜୀବନ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ।

୪) ପଦବୀ-ପ୍ରତିଷ୍ଠା:-

ଯଦି ଆପଣଙ୍କୁ କୌଣସି ବଡ଼ ପଦବୀ କିମ୍ବା ପ୍ରତିଷ୍ଠା ମିଳିଛି , ତେବେ ତାହାକୁ ଗୁପ୍ତ ରଖିବା ଉଚିତ। ଆପଣ ଯଦି ଅନ୍ୟ କାହାକୁ ଏ ବିଷୟରେ କହିବେ , ତେବେ ଏହାଦ୍ବାରା ଆପଣଙ୍କ ମନରେ ଅହଙ୍କାର ଭାବ ଉତ୍ପନ୍ନ ହେବ। ଏହି ଅହଙ୍କାର ଆପଣଙ୍କର ପତନର କାରଣ ହୋଇଥାଏ। ଏହାଦ୍ବାରା ଆପଣଙ୍କ ପ୍ରତିଷ୍ଠାରେ ବାଧା ସୃଷ୍ଟି ହୋଇପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button