ରାଜ୍ୟ

ନାବାଳିକା ଶାଳୀଙ୍କୁ ଗର୍ଭବତୀ କରି ବନ୍ଧା ହେଲା ଅଭିଯୁକ୍ତ

ମାଲକାନଗି: ମାଲକାନଗିରିରେ ଜଣେ ଲୋକ ନିଜର ନାବାଳିକା ଶାଳୀଙ୍କୁ ଗର୍ଭବତୀ କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଅଭିଯୁକ୍ତର ଶାଶୂ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଅଭିଯୁକ୍ତ ଅମିତ ବିଶ୍ବାସକୁ ଗିରଫ କରିଥିବା ଜଣାଯାଇଛି।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଅମିତ ବିଶ୍ବାସ ଆନ୍ଧ୍ରରେ କାମ କରାଇବା ଲାଗି ଶାଳୀଙ୍କୁ ନେଇଥିଲା।

ହେଲେ ନିଶା ଦେଇ ନାବାଳିକା ଶାଳୀ ସହ ଦୁଷ୍କର୍ମ କରିଆସୁଥିଲା। ଶାଳୀ ଗର୍ଭବତୀ ହେବା ଜାଣିବା ପରେ ଶାଶୂ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ଅଭିଯୁକ୍ତ ଅମିତ ବିଶ୍ବାସକୁ ଗିରଫ କରିଥିବା ଜଣାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button