ଦେଶ- ବିଦେଶ

ସ୍ଵାମୀ ଏହି ତିନୋଟି କାମ କଲେ, ସବୁବେଳେ ପତିବ୍ରତା ରହିବ ସ୍ତ୍ରୀ, ପର ପୁରୁଷକୁ ଦେଖିବ ବି ନାହିଁ

କୌଣସି ବି ସମ୍ପର୍କରେ ବଫାଦାରି ହେଉଛି ସବୁଠୁ ମହତ୍ତ୍ଵପୂର୍ଣ୍ଣ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ସବୁଠୁ ଅଧିକ ସୂକ୍ଷ୍ମ ହୋଇଥାଏ । ଆଜି କାଲି କୌଣସି ମଣିଷ ନିଜ ଜୀବନ ସହ ବୁଝାବଣା କରି ବଞ୍ଚିବାକୁ ପସନ୍ଦ କରେ ନାହିଁ । ଯଦି କୌଣସି ବ୍ୟକ୍ତି ତା ବିବାହରେ ଖୁସି ନାହିଁ ବା ତାକୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତାହେଲେ ସେ ତାକୁ ଛାଡିଦେଉଛି । ଏହି ଅସୁବିଧାର ସମ୍ମୁଖୀନ ସାଧାରଣତଃ ସ୍ୱାମୀମାନେ ହୋଇଥାନ୍ତି । ସ୍ତ୍ରୀ ମାନଙ୍କ ପାଖରେ ପ୍ରଥମରୁ ହିଁ ବହୁତ ଅପ୍ସନ୍ ଥାଏ ।

ସେମାନଙ୍କୁ ନୂଆ ସ୍ଵାମୀ ଖୋଜିବା ପାଇଁ ଅଧିକ ସମୟ ଲାଗି ନଥାଏ । ହେଲେ ସ୍ଵାମୀ ପାଇଁ ଅଲଗା ସ୍ତ୍ରୀ ଖୋଜିବା ପାଇଁ ଟିକେ ଅସୁବିଧା ହୁଏ, ସେଥିପାଇଁ ସ୍ଵାମୀ ମାନେ ସତର୍କ ହୋଇ ରହିବା ଦରକାର । ସ୍ଵାମୀମାନେ ନିଜ ବୈବାହିକ ଜୀବନରେ ଏମିତି କିଛି ଭୁଲ କରନ୍ତୁ ନହିଁ, ଯାହାଫଳରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯିବେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ, ଏହାକୁ କରିଲେ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ କେବେବି ଛାଡି ଯିବେନାହିଁ ।

Image courtesy: Google

ପ୍ରେମ ର ପଦର୍ଶନ-

ନିଜ ସ୍ତ୍ରୀକୁ କେବଳ ଭଲପାଇବାଟା କାଫି ହୋଇ ନଥାଏ । ଏହି ଭଲ ପାଇବାକୁ ପଦର୍ଶନ କରିବା ମଧ୍ୟ ଜରୁରୀ ଅଟେ । ମହିଳାମାନଙ୍କୁ ଏସବୁ ବହୁତ ଭଲ ଲାଗେ । ପ୍ରାୟତଃ ନୂଆ ପ୍ରେମୀଯୁଗଳ ବିବାହ ପୂର୍ବରୁ ପରସ୍ପରକୁ ଆଇ ଲଭ ୟୁ କହିଥାନ୍ତି, ହେଲେ ପରବର୍ତ୍ତୀ ସମୟରେ ସେମାନଙ୍କର ବ୍ୟବହାର ବଦଳି ଯାଇଥାଏ । ସେଥିପାଇଁ ଜଣେ ସ୍ଵାମୀ ହିସାବରେ ଆପଣ ସବୁବେଳେ ନିଜ ପ୍ରେମର ପଦର୍ଶନ କରନ୍ତୁ । ସ୍ତ୍ରୀକୁ ଭାବିବାକୁ ଦିଅନ୍ତୁ କି ଆପଣଙ୍କ ପାଇଁ ସେ ସବୁଠୁ ଗୁରୁତ୍ଵ ପୂର୍ଣ୍ଣ । ଦେଖିବେ ସେ ଆପଣଙ୍କୁ ଛାଡିବା ପାଇଁ କେବେ ବି ଭାବିବ ନାହିଁ ।

Image courtesy: Google

ରୋମାନ୍ସ ଓ ହଲିଡେ –

ସବୁ ମହିଳାଙ୍କର କିଛି ଶାରୀରିକ ଆବଶ୍ୟକତା ଥାଏ । ବିବାହର କିଛି ବର୍ଷ ପରେ ମଧ୍ୟ ନିଜ ଭିତରେ ଥିବା ରୋମାଣ୍ଟିକ ହିରୋକୁ ଜାଗ୍ରତ କରାଉଥିବେ । ସପ୍ତାହକୁ ଏକ ରୁ ଦୁଇ ଥର ଭଲ ରୋମାନ୍ସ କରନ୍ତୁ, କେବଳ ଘରେ ନୁହେଁ ହଲିଡେରେ ଯାଇ ମଧ୍ୟ ରୋମାନ୍ସ କରନ୍ତୁ । ଏହା ଛଡା ସବୁ ୱିକେଣ୍ଡରେ ସ୍ତ୍ରୀକୁ ବାହାରକୁ ବୁଲେଇବା ପାଇଁ ନିଅନ୍ତୁ । ଏହା ଫଳରେ ଆପଣ ଦୁଇଜଣଙ୍କ ମଧ୍ୟରେ ପ୍ରେମର ବୃଦ୍ଧି ହୋଇଥାଏ, ଯାହା ଫଳରେ ଆପଣଙ୍କ ବୈବାହିକ ଜୀବନରେ କୌଣସି ଅସୁବିଧା ହେବନାହିଁ ।

Image courtesy: Google

ନିଜକୁ ମେଣ୍ଟେନ କରନ୍ତୁ-

ବିବାହ ପୂର୍ବରୁ ପୁଅମାନେ ଝିଅମାନଙ୍କୁ ପଟେଇବାପାଇଁ ବା ଇମ୍ପ୍ରେସ କରିବା ପାଇଁ ନିଜକୁ ବହୁତ ମେଣ୍ଟେନ କରନ୍ତି, କିନ୍ତୁ ବିବାହ ପରେ ନିଜର ଧ୍ୟାନ ରଖନ୍ତି ନାହିଁ । ବିବାହ ପରେ ଆପଣଙ୍କ ବୟସ ବଢିଥାଏ, ସେଥିପାଇଁ ଆପଣ ନିଜର ଫିଟନେସ ର ଧ୍ୟାନ ରଖନ୍ତୁ । ଓଜନ ନିୟନ୍ତ୍ରଣ କରନ୍ତୁ ଓ ବାୟାମ କରନ୍ତୁ । ଏହା ସବୁ କରି ନିଜ ଚେହେରାକୁ ଆକର୍ଷିତ କରନ୍ତୁ । ପୋଷାକରେ ମଧ୍ୟ ନିଜକୁ ଭଲ ଭାବରେ ମେଣ୍ଟେନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ସ୍ତ୍ରୀ ଆପଣଙ୍କ ଠାରୁ କେବେବି ବୋର୍ ହେବ ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button