ଦେଶ- ବିଦେଶ

ପତିଙ୍କ ଠାରୁ ଏହି 7ଟି କଥା ଲୁଚେଇକି ରଖିଥାନ୍ତି ପତ୍ନୀମାନେ, କାହାକୁ ବି ଖବର ଦିଅନ୍ତିନି,ଚାହୁଁଛନ୍ତି ଯଦି ନିଜେ ଚେଷ୍ଠା କରି ଦେଖନ୍ତୁ..

କୁହାଯାଏ ଯେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟରେ ସ୍ୱଚ୍ଛତା ରହିବା ଅତ୍ୟନ୍ତ ଜରୁରୀ ଅଟେ । ଗୋଟିଏ ଦୃଢ଼ ସମ୍ପର୍କ ପାଇଁ ସେମାନେ ପରସ୍ପରଠାରୁ କିଛି ଲୁଚାଇବା ଉଚିତ୍ ନୁହେଁ | ତେଣୁ,ସାତ ଫେରା ନେବାବେଳେ ମଧ୍ୟ ସ୍ୱାମୀ-ସ୍ତ୍ରୀ ପ୍ରତିଶୃତି କରିଥାନ୍ତି ଯେ ସେମାନେ ବିବାହ ପରେ ପରସ୍ପରଠାରୁ କିଛି ଲୁଚାଇବେ ନାହିଁ

ତେବେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ପତ୍ନୀମାନେ ଅନେକ ଜିନିଷ ନିଜ ସ୍ୱାମୀଙ୍କଠାରୁ ଲୁଚାଇ ରଖନ୍ତି । ସ୍ୱାମୀ ଏହା ଜାଣି ନାହାଁନ୍ତି । ପତ୍ନୀମାନେ ଏହି କଥାଗୁଡ଼ିକୁ ଅତି ସ୍ପଷ୍ଟ ଭାବରେ ମିଛ କୁହନ୍ତି | ସେ ଏ ବିଷୟରେ ସ୍ୱାମୀଙ୍କୁ କିଛି କୁହନ୍ତି ନାହିଁ | ଯଦିଓ ଏହି ଜିନିଷଗୁଡ଼ିକୁ ସେମାନଙ୍କଠାରୁ ଲୁଚାଇବା କେବଳ ସେ ମାନଙ୍କ ସମ୍ପର୍କକୁ ମଜବୁତ କରେ | ଯଦି ସେ ଏହି କଥାକୁ ତାଙ୍କ ସ୍ୱାମୀଙ୍କୁ କୁହନ୍ତି, ତେବେ ସେମାନଙ୍କର ସମ୍ପର୍କ ଖରାପ ହୋଇପାରେ |

ସ୍ୱାମୀଙ୍କୁ ଏହି କଥା ଲୁଚେଇଥାନ୍ତି ସ୍ତ୍ରୀମାନେ :-

1. ପ୍ରତ୍ୟକ ମହିଳା ତାଙ୍କ ସ୍ୱାମୀଙ୍କ ବ୍ୟତୀତ କାହାକୁ ନା କାହାକୁ ଲୁଚି ଛପି ଚାହିଁଥାନ୍ତି | ଏହାକୁ ଆପଣ ତାଙ୍କ ସିକ୍ରେଟ କ୍ରସ ରୂପରେ ମଧ୍ୟ ଦେଖିପାରିବେ | ସେ ମନରେ ମନରେ ସେମାନଙ୍କୁ ପସନ୍ଦ କରନ୍ତି | ଏହା ପଡୋଶୀ, କଲେଜ ସାଙ୍ଗ କିମ୍ବା ସେଲିବ୍ରିଟି ହୋଇପାରେ | ସେ କେବେବି ଏହି ସିକ୍ରେଟ କ୍ରସ୍ କଥା କୁ ସ୍ୱାମୀଙ୍କ ସହ ସେୟାର କରନ୍ତି ନାହିଁ | ଅନ୍ୟଥା, ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇପାରେ |

2.ପତ୍ନୀ ପ୍ରାୟତଃ ସ୍ୱାମୀଙ୍କ ମନ ରଖିବା ପାଇଁ ତାଙ୍କ ହଁ ରେ ହଁ କରିଦିଅନ୍ତି | ତେବେ ସେ ପତିଙ୍କ ନିଷ୍ପତି ରେ ଖୁସି ହୁଅନ୍ତୁ କି ନହୁଅନ୍ତୁ | କିନ୍ତୁ ସ୍ୱାମୀଙ୍କ ସହ କୌଣସି ଝଗଡା ନହେଉ ସେଥିପାଇଁ ସେ ନାଚାହିଁକି ମଧ୍ୟ ତାଙ୍କ କଥାରେ ସହମତି କରନ୍ତି |

3.ପତ୍ନୀମାନେ ବେଳେବେଳେ ରୋମାନ୍ସ ସମୟରେ ନିଜ ସ୍ୱାମୀଙ୍କ ଠାରୁ ସମ୍ପୂର୍ଣ୍ଣ ରୂପେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ | ଏପରି ପରିସ୍ଥିତିରେ, ଯେତେବେଳେ ସ୍ୱାମୀ ତାଙ୍କୁ ପଚାରନ୍ତି ଯେ ସେ ଏହାକୁ ଉପଭୋଗ କରିଛନ୍ତି କି ନାହିଁ, ସେ ନିଜ କ୍ଳାନ୍ତ ସ୍ୱାମୀଙ୍କୁ ଦେଖିକି ମିଛ ରେ କୁହନ୍ତି ଯେ ହଁ ଏହା ବହୁତ ମଜା ଥିଲା | କିନ୍ତୁ ବାସ୍ତବରେ, ତାଙ୍କର ଅଧିକ ରୋମାନ୍ସ କରିବାର ଇଚ୍ଛା ଅଧୁରା ରହିଯାଏ |

4.ପତ୍ନୀମାନେ ନିଜ ଟଙ୍କା ସଞ୍ଚୟ ବିଷୟରେ ନିଜ ସ୍ୱାମୀଙ୍କୁ କଦାପି ଜଣାନ୍ତି ନାହିଁ | ସେ ବେଳେବେଳେ ସ୍ୱାମୀଙ୍କଠାରୁ ଟଙ୍କା ଚୋରି କରନ୍ତି କିମ୍ବା କିଛି ଖର୍ଚ୍ଚର ବାହାନା କରି ଅଧିକ ଟଙ୍କା ନେଇଥା’ନ୍ତି | ତଥାପି, ଯେତେବେଳେ ଘରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ, ସେତେବେଳେ କେବଳ ପତ୍ନୀଙ୍କ ସଂଚୟ ଉପଯୋଗୀ ହୋଇଥାଏ |

5.ପତ୍ନୀ ପ୍ରାୟତ ନିଜ ଶରୀର ସହିତ ଜଡିତ ରୋଗର ରହସ୍ୟ ଲୁଚାନ୍ତି | ସ୍ୱାମୀ ତାଙ୍କ ବିଷୟରେ ଅଧିକ ଚିନ୍ତା ନକରନ୍ତି କିମ୍ବା କୌଣସି ଅଧିକ ଟେନ୍ସନ ନନିଅନ୍ତୁ ସେଥିପାଇଁ ସେ ଏମିତି କରନ୍ତି ,ତେଣୁ ସେ ତାଙ୍କ ଶରୀର ସହିତ ଜଡିତ କିଛି ସମସ୍ୟା ତାଙ୍କୁ କୁହନ୍ତି ନାହିଁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button