ଦେଶ- ବିଦେଶ

ସ୍ଵାମୀ ସ୍ତ୍ରୀ କେଉଁ ପାପ କରିଲେ, ଘରୁ ଲକ୍ଷ୍ମୀ ଛାଡିଯାଆନ୍ତି…

1- ଦିନ ସମୟରେ ସ୍ଵାମୀ ଓ ପୁରୁଷ ଶାରୀରିକ ସମ୍ପର୍କ ବନାଇବା ଉଚିତ ନୁହେଁ । ଯାହାକି ମହାବିଶନୁ ପୁରାଣରେ ବର୍ଣ୍ଣନା କରାଯାଇଛି । ଯେଉଁ ସ୍ଵାମୀ ଓ ସ୍ତ୍ରୀ ଦିନ ସମୟରେ ସଂଭୋଗ କରିଥାନ୍ତି । ସେମାନଙ୍କ ଆୟୁଷ କମିଯିବା ସହ ଜୀବନର ଅନ୍ତରେ ସେମାନେ ନର୍କର ଯନ୍ତ୍ରଣା ଭୋଗ କରିଥାନ୍ତି ।

2- ଯେଉଁ ସ୍ଵାମୀ ଓ ସ୍ତ୍ରୀ ଅର୍ଥାତ ଯେଉଁ ଦମ୍ପତ୍ତି ଜଳ ମଧ୍ୟରେ ସଂଭୋଗ କରନ୍ତି । ଏହା ଦ୍ଵାରା ବହୁତ ଅମଙ୍ଗଳ ହୋଇଥାଏ । ସ୍ଵାମୀ ଓ ସ୍ତ୍ରୀ ର ପବିତ୍ର ସମ୍ପର୍କରେ ଫାଟ ଆସିବାର ସମ୍ଭାବନା ରହିଥାଏ ।

3- ଏହି 3 ନାରୀଙ୍କ ସହ ପୁରୁଷ ମାନେ ସମ୍ପର୍କ ରଖିବା ଉଚିତ ନୁହେଁ । ଯେପରି ଗର୍ଭିଣୀ ନାରୀ ଅର୍ଥାତ ଯେଉଁ ମାନେ ଗର୍ଭଧାରଣ କରିଥାନ୍ତି । କୁପିତା ନାରୀ ଅର୍ଥାତ ଯେଉଁ ମାନେ ଅଧିକ କୋପ ବା ରାଗ ପ୍ରକାଶ କରିଥାନ୍ତି । ନଷ୍ଟା ଅର୍ଥାତ ଯେଉଁ ନାରୀ ମାନେ ଅନେକ ପୁରୁଷ ସହ ସମ୍ପର୍କ ରଖି ସେମାନଙ୍କର ଚରିତ୍ର ନଷ୍ଟ ହୋଇଯାଇଥାଏ । ଏହିଭଳି ନାରୀଙ୍କ ସହ ପୁରୁଷ ମାନେ ସମ୍ବଦ୍ଧ ବନାଇବା ଉଚିତ ନୁହେଁ । ନଚେତ ଏଭଳି ନାରୀଙ୍କ ସହ ସମ୍ପର୍କ ସମ୍ବଦ୍ଧ ବନାଉଥିବା ପୁରୁଷ ମାନେ ପାପର ଭାଗୀଦାର ହୋଇଥାନ୍ତି ।

4- ଯେଉଁ ପୁରୁଷ ନିଜ ସ୍ତ୍ରୀ ଥାଇକି ମଧ୍ୟ ପର ନାରୀ ସହ ସମ୍ପର୍କ ରଖେ । ଯେଉଁ ପୁରୁଷ କୁଆଁରୀ ଝିଅଙ୍କ ସହ ସମ୍ପର୍କ ରଖନ୍ତି । ସେମାନେ ମଧ୍ୟ ପାପ କରିଥାନ୍ତି ।

ବିବାହ ପରେ ନିଜ ସ୍ତ୍ରୀ ସହ ସ୍ତ୍ରୀ ର ଇଛା ବିରୁଦ୍ଧରେ ସମ୍ପର୍କ ରଖିବା ଶାସ୍ତ୍ରସମ୍ମତ ହୋଇନଥାଏ । ତେଣୁ ସ୍ତ୍ରୀ ଙ୍କ ଠାରୁ ଅନୁମତି ନେଇ ସ୍ଵାମୀ ସ୍ତ୍ରୀ ସମ୍ବଦ୍ଧ ବନାଇପାରିବେ । ଋତୁମତୀ ହୋଇଥିବା ମହିଳାଙ୍କ ସହ ପୁରୁଷ ସମ୍ପର୍କ ରଖିଲେ ସେ ଲକ୍ଷ୍ମୀଛଡା ହୋଇଥାଏ । ସେହି ବ୍ୟକ୍ତିର ମାନ ହାନୀ ହେବା ସହ ସେ ଦରିଦ୍ର ମଧ୍ୟ ହୋଇଯାଇଥାଏ ।

ତେଣୁ ଏହି ସବୁ ନିୟମର ପାଳନ କରି ସ୍ଵାମୀ ଓ ସ୍ତ୍ରୀ ସମ୍ବଦ୍ଧ ବନାଇ ପାରିବେ । ଯାହା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ବୈବାହିକ ଜୀବନ ସୁଖମୟ ହେବା ସହ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button