ନୂଆପଡ଼ା: ବନ୍ଧା ହେଲା ପିଶାଚ ବାପା

ନୂଆପଡ଼ା/ବୋଡେ଼ନ: ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ବୋଇରଗାଁ ପଞ୍ଚାୟତ କୁଟିଆପଡ଼ା ଗାଁରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ କିଶୋର ମାଝୀକୁ ପୁଲିସ ଗିରଫ କରିଛି। ଆଜି ସକାଳେ ସେ ଜଙ୍ଗଲରେ ଲୁଚିଥିବା ସ୍ଥାନରୁ ଧରି ଥାନା ଆଣି ପଚରାଉଚରା କରୁଛି ବୋଡେନ ପୁଲିସ।
ସୂଚନାଅନୁସାରେ, ବୋଡେ଼ନଥାନାବୋଇରଗାଁପଞ୍ଚାୟତଜଙ୍ଗଲ ପାହାଡ଼ ଘେରା କୁଟିଆପଡ଼ା ଗାଁର କିଶୋର ମାଝୀ ଗତ ୧୨ ବର୍ଷ ତଳେ ସେହି ଗାଁର ଜୟନ୍ତୀ ମାଝୀଙ୍କୁ ପ୍ରେମ ବିବାହ କରିଥିଲା । କିଶୋର ଓ ଜୟନ୍ତୀଙ୍କ ଦୁଇ ଝିଅ କମଳାକାନ୍ତି ( ୧୦ ) ଓ ଲକ୍ଷ୍ମୀକାନ୍ତି ( ୮ ) ଓ ୧୪ ମାସର ପୁଅ ଚନ୍ଦନ । ସ୍ବାମୀ ଓ ସ୍ତ୍ରୀ କୁଲିମଜୁରୀ କରିବା ସହ ବେଳେ ବେଳେ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇ ପରିବାର ପ୍ରତିପୋଷଣ କରୁଥିଲେ ।
ଶ୍ବଶୁରଘରଲୋକଙ୍କୁଯୌତୁକଦାବିକରିକିଶୋରଅନେକସମୟରେସ୍ତ୍ରୀଜୟନ୍ତୀଙ୍କୁମାଡ଼ପିଟକରୁଥିଲା।ଏହିସ୍ବାମୀଓସ୍ତ୍ରୀଙ୍କକଳିଝଗଡ଼ାସମାଧାନକରିବାକୁଉଭୟପରିବାରଲୋକେଉଦ୍ୟମକରିଥିଲେବିସଫଳହୋଇନଥିଲେ।ମଙ୍ଗଳବାରମଧ୍ୟାହ୍ନରେପୁଣିକିଶୋରଓଜୟନ୍ତୀଙ୍କମଧ୍ୟରେଯୌତୁକକୁନେଇଝଗଡ଼ାହୋଇଥିଲା।କିଶୋରସ୍ତ୍ରୀଜୟନ୍ତୀଙ୍କୁମାଡ଼ପିଟବିକରିଥିଲା।ଫଳରେଜୟନ୍ତୀନିଜବାପାଘରକୁଚାଲିଯାଇଥିଲେ।ଘରେକିଶୋରଙ୍କସହପୁଅଝିଅଥିଲେ।ଅପରାହ୍ଣରେକିଶୋରଦୁଇଝିଅଓପୁଅକୁଧରିଗାଁନିକଟଜଙ୍ଗଲକୁଯାଇଥିଲା।ଜଙ୍ଗଲରେଦୁଇଝିଅଓପୁଅକୁହତ୍ୟାକରିବାକୁକିଶୋରଯୋଜନାକରିଥିଲା।ଏହିସମୟରେସାନଝିଅଲକ୍ଷ୍ମୀକାନ୍ତିବାପାଙ୍କଯୋଜନାଜାଣିପାରିକୌଶଳକ୍ରମେଖସିଯାଇଥିଲେ।ପରେବଡ଼ଝିଅକମାଳାକାନ୍ତିଓପୁଅଚନ୍ଦନଙ୍କୁଧରିଜଙ୍ଗଲଭିତରକୁନେଇଥିଲା।ସେଠିଚାଷଜମିଭିତରେପାଣିରେବୁଡାଇ୧୪ମାସରପୁଅକୁକିଶୋରହତ୍ୟାକରିଥିଲା।