ଦେଶ- ବିଦେଶ

ବଞ୍ଚିଥିବା ପର୍ଯ୍ୟନ୍ତ କେବେ ବି ହେବନାହିଁ ଦାନ୍ତ ଦରଜ , ଦେହ ଦରଜ , ଝଡିବନି କେଶ , କେବେ ବି ଆସିବନି ବୁଢାପା

ନମସ୍କାର ବନ୍ଧୁଗଣ ଆପଣଙ୍କ ଘରେ କିମ୍ବା ଘର ପାଖରେ ଯଦି ଲିମ୍ବ ଗଛ ଅଛି ତେବେ ଆପଣ ସତରେ ବହୁତ ଭାଗ୍ୟଶାଳୀ । ଏହା ଏଭଳି ଏକ ଗଛ ଯାହାର ସବୁ ଅଂଶ ଆମ ବେ-ମା-ରୀ ର ଚିକିତ୍ସା ପାଇଁ ଲାଭ ଦାୟକ ହୋଇଥାଏ । ଆମ ଶରୀର ରେ ଥିବା ଛୋଟ ରୁ ବଡ଼ ରୋଗ ଏବଂ ସମସ୍ୟା ଏହାର ପତ୍ର ସହିତ ଏହାର ଛାଲ, ଡାଳ ଆଦି ସବୁ ଆମ କାମ ରେ ଆସିଥାଏ । ଏବଂ ଆଜିର ବିଭିନ୍ନ ଔଷଧ ମଧ୍ୟ ଏହି ଲିମ୍ବ ଗଛର ପତ୍ର ଏବଂ ତା’ର ଛାଲ ରୁ ପ୍ରସ୍ତୁତ ହୋଇଥାଏ । ଏହା ଛଡା ଆମ ଶରୀର କୁ ସୁନ୍ଦର କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।

ବନ୍ଧୁଗଣ ଏହି ଲିମ୍ବ ଗଛ ରେ ଅନେକ ଔଷଧୀୟ ଗୁଣ ରହିଥାଏ । ଏବଂ ଅନେକ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ । ଆୟୁର୍ବେଦ ରେ ଏହାକୁ ବହୁତ ବଡ଼ ଔଷଧ କୁହାଯାଏ । ଯାହାକୁ ହଜାର ହଜାର ବର୍ଷରୁ ଉପଯୋଗୀ କରାଯାଉଛି । ଯାହା କି ଆମର ଅନେକ ବେ-ମା-ରୀ କୁ ଜଡ ରୁ ହିଁ ଶେଷ କରି ଦେଇଥାଏ । ତେବେ ଆସନ୍ତୁ ଲିମ୍ବ ଆମ ଶରୀର କୁ କଣ କଣ ଫାଇଦା ଏବଂ ଲାଭଦାୟକ ହୋଇଥାଏ ତାହାକୁ ଵିସ୍ତାର ରୂପରେ ଜାଣି ନେବା ।


ପ୍ରଥମ ରେ ହେଉଛି ଆପଣଙ୍କୁ ଯଦି କୌଣସି ପ୍ରକାରର ଚର୍ମ ରୋଗ ହୋଇଛି  କିମ୍ବା ତ୍ୱଚା ରେ କିଛି ଦାଗ , କିମ୍ବା ଇଂଫେକ୍ସନ ହୋଇଥାଏ , କିମ୍ବା କୌଣସି ବି ପ୍ରକାର ର ଚର୍ମ ରୋଗ ହୋଇଥାଏ , ବ୍ରଣ କିମ୍ବା କୌଣସି ଦାଗ ହୋଇ ଯାଏ । କିମ୍ବା କାଛୁ କୁଣ୍ଡିଆ ଭଳି ସମସ୍ୟା ଦେଖା ଯାଏ , ତେବେ ଆପଣ ଲିମ୍ବ ଦ୍ୱାରା ଆପଣ ଏହାକୁ ଭଲ କରି ପାରିବେ । ଲିମ୍ବ ଗଛରୁ ଆପଣ ସକାଳେ ଖାଲି ପେଟରେ ଦୁଇଟି ପତ୍ର ନେବେ ଏବଂ ଚୋବାଇ ଖାଇଦେବେ । ଏହା ଦ୍ୱାରା ଆପଣଙ୍କର ର-କ୍ତ ପରିଷ୍କାର ହୋଇ ଯିବ ଏବଂ ଆପଣଙ୍କୁ କୌଣସି ପ୍ରକାରର ଚର୍ମ ରୋଗ କାଛୁ , କୁଣ୍ଡିଆ ଆଦି ହେବ ନାହିଁ । ଏହାକୁ ଖାଇଲା ବେଳେ ପିତା ଲାଗିବ ତେଣୁ ଆପଣ ଚାହିଁଲେ ଟିକେ ମହୁ ମଧ୍ୟ ନେଇ ପାରିବେ ।


ଦ୍ଵିତୀୟରେ ଯଦି ଆପଣଙ୍କ ଶରୀର ରେ ଫଁଗଲ ଇଂଫେକ୍ସନ ହୋଇଛି ଏବଂ ଏହା ଆପଣଙ୍କୁ ଅନେକ କ-ଷ୍ଟ ଏବଂ ସମସ୍ୟା ଦେଖାଯାଉଛି , ତେବେ ଆପଣ ସକାଳେ ଦୁଇଟି ଲିମ୍ବ ପତ୍ର ଖାଇ ପାରିବେ ଏବଂ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ମଧ୍ୟ ପ୍ରୟୋଗ କରି ପାରିବେ । ପେଷ୍ଟ ପ୍ରସ୍ତୁତ ପାଇଁ ଆପଣ ସାତ ଆଠ ଟି ପତ୍ର ନେବେ ଏବଂ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button