ଦେଶ- ବିଦେଶ

ସ୍ୱାମୀ ଓ ସ୍ତ୍ରୀ କଳ-ହ ବା ଝଗ-ଡା କରିବା ଭୁଲି ଯିବେ ବାସ୍ କରନ୍ତୁ ଏହି ଗୋଟିଏ ଉପାୟ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପତି ପତ୍ନୀଙ୍କ ମଧ୍ୟରେ ସବୁବେଳେ ତୁ ତୁ ମେଁ ମେଁ ଅବା ଝ-ଗ-ଡା ଲାଗି ରହୁଥିଲେ କିମ୍ବା ଦାମ୍ପତ୍ୟ ଜୀବନ ସଦାସର୍ବଦା ଅସୁବିଧା ମଧ୍ୟରେ ଗତି କରିଲେ ଗୃହରେ କ-ଳହର ବାତାବରଣ ଦେଖା ଦେଲେ ଆପଣ ଏହି ଉପାୟ ଗୁଡିକୁ ନିଶ୍ଚିତ କରନ୍ତୁ। ଦେଖିବେ ନିଶ୍ଚିତ ଭାବେ ଏହାର ଚମତ୍କାର ପରିଣାମ ଦେଖିପାରିବେ। ଯଦି ଏପରି କିଛି ସମସ୍ୟା ଆପଣଙ୍କ ଗୃହରେ ରହୁଅଛି କିମ୍ବା ପତି ପତ୍ନୀଙ୍କ ମଧ୍ୟରେ ଠିକରେ ପଡୁନାହିଁ କିମ୍ବା କୌଣସି ପ୍ରକାରର ଦାମ୍ପତ୍ୟ ଜୀବନରେ ସମସ୍ୟା ରହୁଅଛି ତ ଆପଣ ବୁଧବାର ଦିନ କିଛି ସମୟ ମୋୖନ ବ୍ରତ ଧାରଣ କରନ୍ତୁ। ସମୟ ଆପଣ ନିର୍ଦ୍ଧାରଣ କରିବେ। କେତେ ସମୟ ପର୍ଯ୍ୟନ୍ତ ଆପଣ ମୋୖନ ରହିପାରିବେ। ଏପରି ଆପଣ ୫ଟି ବୁଧବାର ଦିନ ପର୍ଯ୍ୟନ୍ତ କରନ୍ତୁ। ଏହା ସାଧାରଣ ଲାଗୁଥିଲେ ମଧ୍ୟ ଏହି ଉପାୟଟି ବହୁତ ପ୍ରଭାବଶାଳୀ କାମ କରିଥାଏ।

Google

ଶୁକ୍ରବାର ଦିନ ପତି ପତ୍ନୀ ଦହି ଲଗେଇ ଗାଧୋଇବେ। ଧଳା ରଙ୍ଗର ମିଠା ଆଣି ପରସ୍ପରକୁ ଖୁଆଇବେ। ଅତର କିମ୍ବା ସେନ୍ଟ କିଣି କରି ଆଣି ଘରେ ରଖିବେ। ଏପରି ଆପଣ ଶୁକ୍ରବାର ଦିନ ହିଁ କରିବେ। ଏପରି କରିବା ଦ୍ବାରା ମଧ୍ୟ ପତି ପତ୍ନୀଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିବ ଓ ଉଭୟଙ୍କ ମଧ୍ୟରେ ମଧୁରତା ବଢ଼ିବ।

ଆଉ ଏକ ଉପାୟ ମଧ୍ୟ କରନ୍ତୁ। ଏହି ଉପାୟଟି ଶଶୁର ଘର ତରଫରୁ କରିବେ। ଶଶୁର ଘର ତରଫରୁ ଝିଅ ହୁଅନ୍ତୁ କିମ୍ବା ଜ୍ୱାଇଁ ହୁଅନ୍ତୁ ଯାହାକୁ ବି ଆପଣ ଏକ ରୂପାର ଆଭୂଷଣ ସ୍ୱରୂପ ଦେବେ। ଓ ତାକୁ ସବୁବେଳେ ଧାରଣ କଲେ ଜୀବନସାଥୀଙ୍କର ସ୍ଵଭାବ ଉଗ୍ର ନହୋଇ ଶାନ୍ତ ହୋଇଥାଏ। ଏବଂ ଆପଣଙ୍କର ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ବା-ଧାବି-ଘ୍ନ ଦୂର ହୋଇଥାଏ। ଏବଂ ଏହି ସବୁ ଉପାୟ କରିବା ପରେ ମଧ୍ୟ ଯଦି ସମସ୍ୟା ଦୂର ନହୁଏ ତେବେ ଏହି ଉପାୟଟି କରନ୍ତୁ।
Google

ଶନିବାର ଦିନ କୌଣସି ଏକ ଭିକାରୁଣିକୁ କଳା ରଙ୍ଗର କମ୍ବଳ ଟିଏ ଦାନ କରନ୍ତୁ। କିମ୍ବା କଳା ଖସା ଦାନ କରନ୍ତୁ। ଏପରି କରବା ଦ୍ବାରା ମଧ୍ୟ ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ପୂର୍ଣ ବ୍ୟତିତ ହୋଇଥାଏ। ଦାମ୍ପତ୍ୟ ଜୀବନରେ ଯାହାବି କିଛି ବା-ଧା ବିଘ୍ନ, କଳି ଝଗଡା, ମନ ମାଳିନ୍ୟ ରହିଥାଏ ତାହା ସବୁ ଦୂର ହୋଇଯିବ। ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button