ଜ୍ୟୋତିଷ

ଏହି ୪ ଟି ରାଶିର ଝିଅ ମାନେ ନିଜ ସ୍ବାମୀଙ୍କୁ ନିଜ ଇସାରାରେ ନଚାଇ ଥାନ୍ତି

ବନ୍ଧୁଗଣ ଯେତେବେଳେ ବିବାହ କଥା ହୋଇଥାଏ ସେତେବେଳେ ଝିଅମାନେ ଏହା ଭାବିଥାନ୍ତି ଯେ ତାଙ୍କ ସ୍ୱାମୀ କେମିତି ହୋଇଥିବେ। ତାଙ୍କ ମନକୁ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଥାଏ। ମହିଳା ମାନଙ୍କ ପାଇଁ ବିବାହ ବନ୍ଧନରେ ବାନ୍ଧିହେବା ବହୁତ କଷ୍ଟକର ହୋଇଥାଏ। ନିଜ ବାପ ମାଙ୍କ ଘର ଛାଡ଼ି ଅନ୍ୟ ଜଣଙ୍କ ଘରକୁ ଯିବାବେଳେ ଝିଅ ଏହା ଭାବିଥାଏ ଯେ ସେଠି କେହି ନିଜର ଥାଉ କି ନଥାଉ କିନ୍ତୁ ତାଙ୍କ ସ୍ୱାମୀ ତାଙ୍କ ସହିତ ସଦାସର୍ବଦା ରୁହନ୍ତୁ। ବହୁତ ମହିଳା ମାନେ ନିରୀହ ହୋଇଥାନ୍ତି। ସେମାନେ ନିଜ ସ୍ୱାମୀ କଥାରେ ହଁ ମିଶାଇ ରହିଥାନ୍ତି। ସେହିପରି ଏମିତି ମଧ୍ୟ କିଛି ମହିଳା ଥାନ୍ତି ଯାହା ଦ୍ବାରା ତାଙ୍କ ସ୍ୱାମୀ କଥା ଚାଲେ ନାହିଁ। ଆଜି ଆମେ ଏମିତି ୪ ଟି ରାଶିର ଝିଅ ମାନଙ୍କ ବିଷୟରେ ଜଣେଇବୁ ଯାହା ଆଗରେ ସ୍ୱାମୀଙ୍କର ଚାଲେ ନାହିଁ। ସ୍ୱାମୀ ମାନଙ୍କୁ କଣ୍ଟ୍ରୋଲ କରିଥାନ୍ତି ଏହି ସ୍ତ୍ରୀ ମାନେ। ତେବେ ଆସନ୍ତୁ ଜାଣିବା।

Google

ମେଷ ରାଶି:-

ଏହି ରାଶିର ଝିଅମାନେ ସବୁବେଳେ ନିଜ ସ୍ବାମୀଙ୍କୁ ନିଜ କାବୁରେ ରଖିଥାନ୍ତି। ଏମାନେ ଏମିତି ପୁଅଙ୍କୁ ବିବାହ କରିବା ପାଇଁ ଚାହାନ୍ତି ଯିଏ ଏମାନଙ୍କର ଭଲସେ ଧ୍ୟାନ ରଖିବେ। ଏହି ଝିଅମାନେ ନିଜ ସ୍ୱାମୀ ଉପରେ ପ୍ରେମର ଯାଦୁ ଚଲାଇବାରେ ଏବଂ ନିଜ ସ୍ୱାମୀଙ୍କୁ ତାଙ୍କ କାବୁରେ ରଖିଥାନ୍ତି।

ବୃଷ ରାଶି:-

ଏହି ରାଶିର ଝିଅମାନେ ବହୁତ ରହସ୍ୟମୟ ହୋଇଥାନ୍ତି। ଏମାନେ ବହୁତ ଭଲ ଭାବରେ ଜାଣିଥାନ୍ତି ଯେ ଏମାନଙ୍କ ମନ ଭିତରେ କଣ ଚାଲିଛି। ଏମାନେ ନିଜ ସୁନ୍ଦରତା ଦ୍ବାରା ନିଜ ସ୍ୱାମୀଙ୍କୁ ନିଜର ଗୁଲାମ ବନାଇ ରଖିଥାନ୍ତି।

Google

ସିଂହ ରାଶି:-

ଏହି ରାଶିର ଝିଅମାନେ ଏତେ ଶୀଘ୍ର କାହା ଉପରେ ବିଶ୍ୱାସ କରନ୍ତି ନାହିଁ। ଏମାନେ ନିଜ ପାର୍ଟନରଙ୍କୁ ବହୁତ ଭଲ ମଧ୍ୟ ପାଇଥାନ୍ତି ଏବଂ ବିଶ୍ୱାସ ମଧ୍ୟ କରିଥାନ୍ତି। କିନ୍ତୁ ଏହି ଝିଅମାନଙ୍କ ଆଗରେ ତାଙ୍କ ସ୍ୱାମୀଙ୍କର କିଛି ଚାଲେ ନାହିଁ। ଏହି ରାଶିର ଝିଅମାନେ ତାଙ୍କ ସ୍ୱାମୀଙ୍କୁ ନିଜ ମୁଠିରେ ରଖିଥାନ୍ତି, ଯେଉଁ କାରଣ ପାଇଁ ଏମାନେ ନିଜ ଶାଶୂଘରେ ଖୁସିରେ ରହିଥାନ୍ତି।

ମକର ରାଶି:-

ଏହି ରାଶିର ଝିଅମାନେ ବହୁତ ସାହସୀ ହୋଇଥାନ୍ତି। ସବୁ ସମସ୍ୟାର ସାମ୍ନା କରିବା ପାଇଁ ଏମାନେ ପ୍ରସ୍ତୁତ ଥାନ୍ତି। ଏହି ଝିଅମାନେ କେବେ କାହା ଆଗରେ ନଇଁବାକୁ ପସନ୍ଦ କରନ୍ତି ନାହିଁ। ଏହି କାରଣରୁ ଏମାନଙ୍କ ସ୍ୱାମୀ ମାନେ ଏମାନଙ୍କ ସାମ୍ନାରେ ନଇଁକି ରୁହନ୍ତି। ଏହି ରାଶିର ଝିଅ ମାନଙ୍କର ସ୍ୱାମୀ ସ୍ତ୍ରୀ ବୋଲକର ହୋଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।ଅଧିକ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button